Wednesday 9 October 2024

Odisha enhances gratuity limit for govt employees to Rs 20 lakh

ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟି (DCRG) ର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଏବଂ ଏହାକୁ ୧ ଜାନୁଆରୀ ୨୦୨୪ରୁ ପିଛିଲା ଭାବରେ ଲାଗୁ କରାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Source : X @IPR_Odisha

28624 Dt.09.10.2024

---------------------------------------------------

କେନ୍ଦ୍ର ସରକାରୀ କର୍ମଚାରୀ : 

ସୂଚନାଯୋଗ୍ୟ ଯେ , ମହଙ୍ଗା ଭତ୍ତା ୪୬% ରୁ ବୃଦ୍ଧି ପାଇ ୫୦% ହେବା ପରେ ସପ୍ତମ ବେତନ କମିଶନ ଙ୍କ ସୁପାରିଶ ଅନୁଯାୟୀ ମୃତ୍ୟୁ ତଥା ଅବସରକାଳୀନ ଗ୍ରାଚୁଇଟି ୨୫% ବୃଦ୍ଧି କରାଯିବାର ନିୟମ ରହିଛି  ।  ସେହି କ୍ରମରେ କେନ୍ଦ୍ର ସରକାର ଗତ ମଇ ମାସରେ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନ୍‌ସନ) ନିୟମ ଅନୁଯାୟୀ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟିକୁ ୨୦ ଲକ୍ଷରୁ ୨୫ ଲକ୍ଷକୁ ବୃଦ୍ଧି କରିଛନ୍ତି ଏବଂ  ଏହା ଗତ ଜାନୁଆରୀ ୨୦୨୪ରୁ ଲଗୁହେବ ବୋଲି ଘୋଷଣା କରିଛନ୍ତି।

---------------------------------------------------------------------
DEATH-CUM-RETIREMENT GRATUITY
For State Government Employees 

(କିପରି ହିସାବ କରାଯାଏ)

  • This is one time lump sum benefit payable to the retiring Government servant. 
  • A minimum of 5 years' qualifying service  is essential. 
  • If qualifying service is 33 years or more, then maximum 33 years will be taken into consideration. 
  • There is no minimum limit for the amount of gratuity but the maximum amount is Rs.15 lakhs. (OM No. 28300/Finance Dt. 23.09.2017) 


Example 
Date of Birth - 01.06.1961
Date of Entry into Service - 28.06.1991
Date of Retirement - 31.05.2021
Last drawn salary : 
Basic Pay = 70,000, DA = 11900

Service period
= 29 Year 11 Month 3 Days
= 60 halves of years ( No. of competed six months) 

DCRG
= (BP + DA) x half Service Periods / 4
= (70000 + 11900) x 60 / 4
12,28,500


No comments: