Sunday 26 February 2023

Pradeep K Jena appointed as Chief Secretary of Odisha

NEW APPOINTMENT
***
Shri Pradeep Kumar Jena, IAS
  • Chief Secretary and Chief Development Commissioner, Odisha
  • Secretary to Government, GA&PG Department

Smt Anu Garg, IAS
  • Development Commissioner -cum- Additional Chief Secretary
  • Secretary to Government, Planning and Convergence Department

Shri Suresh Chandra Mahapatra, IAS
  • Chairperson, Odisha Electricity Regulatory Commission (OERC) 


Thursday 23 February 2023

Renovation of Birthplace of Utkalmani Gopabandhu Das

୫-ଟି ଉପକ୍ରମରେ ଓଡିଶାର ବରପୁତ୍ର ମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି। ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ ପୈତୃକ ବାସଗୃହର ଉଦ୍‌ଘାଟନ କରିଛନ୍ତି। ଏହାସହିତ ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ଏକ ସୂଚନାକେନ୍ଦ୍ର ମଧ୍ୟ କରାଯାଇଛି। 

Wednesday 22 February 2023

Sad demise of Shri Babaji Sethi, Desk Officer

Sri Babaji Charan Sethi, Desk Officer, Home Deptt breathed his last today at Capital Hospital at the age of 60 years. He was a OSS Officer of 1983-84 Batch and he was about to retire from Government service on 31.03.2023.
We would like to express our sincere condolences to his family. R.I.P.

Promotion of Section Officer to the rank of Desk Officer

7786 Dt.21.02.2023

Monday 20 February 2023

Adivasi Mela 2023

 

ଉତ୍ସସୁକତା ଓ ଆଶଙ୍କା ରେ ସଚିବାଳୟ ଏଏସ୍ଓ ପରୀକ୍ଷାର୍ଥୀ : ରାୟକୁ ଅପେକ୍ଷା

ସଚିବାଳୟ ସେବା ବର୍ଗର ସହାୟକ ଉପବିଭାଗ ଅଧିକାରୀ ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା କରାଯାଇଥିବା ନିଯୁକ୍ତି ପରୀକ୍ଷା ୨୦୨୧ ର ଚୟନ ପଦ୍ଧତି କୁ ନେଇ କିଛି ପରୀକ୍ଷାର୍ଥୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଚଳିତ ମାସ ୧୦ ତାରିଖରେ ଏହାର ଶୁଣାଣି ଶେଷ କରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ତାଙ୍କର ରାୟକୁ ସଂରକ୍ଷିତ ରଖିଛନ୍ତି। 

Thursday 16 February 2023

Volleyball Premier League 2023 : Peace Keeper champion

ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରୀଡା ସଂଘ ଆନୁକୁଲ୍ୟରେ  ୧୮ତମ ୟୁକୋ କପ୍ ଭଲିବଲରେ ପିସ କିପର ଚମ୍ପିୟାନ ହୋଇଛି। ଫାଇନାଲରେ ପିସ କିପର ଦଳ ୨-୧ ସେଟରେ ଓ୍ୱାରିୟରସ ଦଳକୁ ପରାଜିତ କରିଥିଲା। ଉଦଯାପନୀ ଉତ୍ସବରେ ୟୁକୋ ବ୍ୟାଙ୍କର ଜୋନାଲ ମ୍ୟାନେଜର ଗୌତମ ପାତ୍ର, ଆଶିଷ କୁମାର ବିଶ୍ୱାଳ, ସତ୍ଯ ରଞ୍ଜନ ମହାନ୍ତି, ସୁଜିତ କୁମାର ଦଳାଇ ଏବଂ ଶ୍ରୀନିବାସ ମିଶ୍ର ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଜ୍ୟୋତି ରଞ୍ଜନ ମ୍ୟାନ ଅଫ ଦି ଫାଇନାଲ, ଅକ୍ଷୟ କୁମାର ଭୋଇ ଶ୍ରେଷ୍ଠ ଆଟାକର, ତ୍ରିଲୋଚନ ଦାସ ଶ୍ରେଷ୍ଠ ସେଟର, ରଞ୍ଜିତ କୁମାର ମୁଦୁଲି ଶ୍ରେଷ୍ଠ ଡିଫେଣ୍ଡର ଏବଂ ଅଞ୍ଜନ କୁମାରଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା। 

Friday 10 February 2023

Case hearing on ASO Recruitment 2021 : Judgement Reserved

ବହୁ ପ୍ରତୀକ୍ଷିତ ସଚିବାଳୟ ଏଏସ୍ଓ ନିଯୁକ୍ତି ୨୦୨୧ର ଚୟନ ପ୍ରକ୍ରିୟା କୁ ନେଇ ରଜତ କୁମାର ମିଶ୍ର ତଥା ଅନ୍ୟମାନଙ୍କୁ ନେଇ ହୋଇଥିବା ମାମଲା WP(C) No. 32174/2022 ର ଶୁଣାଣି ଆଜି ଶେଷ ହୋଇଛି। ଲଗାତାର ୩ ଦିନ ଧରି ଏହି ଶୁଣାଣି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ହୋଇଥିବା ଖଣ୍ଡପୀଠରେ ଚାଲିଥିଲା। ଫେବୃଆରୀ ୭ତାରିଖରେ ଆବେଦନକାରୀଙ୍କ ଓକିଲ ଶ୍ରୀ ମନୋଜ କୁମାର ମିଶ୍ର ନିଜର ଯୁକ୍ତି ରଖିଥିବା ବେଳେ ୯ ତାରିଖରେ ସରକାର ଏବଂ ଓପିଏସସି ତରଫରୁ ଆଡଭୋକେଟ ଜେନେରାଲ ନିଜର ତଥ୍ଯ ରଖିଥିଲେ। ୧୦ ତାରିଖରେ ପୁଣି ଆବେଦନକାରୀଙ୍କ ତରଫରୁ ପକ୍ଷ ରଖାଯାଇଥିଲା। 

ଶେଷରେ ଏହି ମାମଲାର ଶୁଣାଣି ଶେଷ କରି ମାନ୍ୟବର ଅଦାଲତ ନିଜର ରାୟ ସଂରକ୍ଷିତ ରଖିଛନ୍ତି। 

ନିଯୁକ୍ତି ପ୍ରକ୍ରିୟା ଘଟଣାକ୍ରମ :

31.12.2021 : Advertisement published
20.01.2022 to 25.02.2022 : Online Application
27.08.2022 : Written Examination Date
07.11.2022 : Result of Written Exam published
14.11.2022 to 18.11.2022 : Document Verification 
25.11.2022 : Case filed in High Court
30.11.2022 : Adjourned Order (PDF)  
04.12.2022 : Computer Skill Test
20.12.2022 : Adjourned Order (PDF)
19.01.2023 : Adjourned to 7th Feb
07.02.2023 : Hearing done
09.02.2023 : Hearing done
10.02.2023 : Hearing finished & Judgement reserved
_____________ : Final Result 


Thursday 9 February 2023

Property Statement submission : Service Associations request for extension of dateline



Appointment of Sri Susanta Kumar Mohanty as the State Information Commissioner

2091 Dt.09.02.2023

Case hearing on 'ASO Recruitment 2021' : Again tomorrow@3:30PM

ସଚିବାଳୟ ଏଏସ୍ଓ ନିଯୁକ୍ତି ୨୦୨୧ ସମ୍ପର୍କିତ ମାମଲାରେ ଉଭୟ ଆବେଦନକାରୀ ତଥା ପ୍ରତିପକ୍ଷଙ୍କ ତରଫରୁ ଜବାବସୁଆଲ ଲଗାତର ଭାବେ ଦୁଇଦିନ ଧରି ଚାଲିବା ପରେ ମାନ୍ୟବର ଅଦାଲତ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ତା ୧୦.୦୨.୨୦୨୩ ରିଖ ଅପରାହ୍ନ ୩.୩୦ଘଟିକାକୁ ଧାର୍ଯ୍ୟ କରିଛନ୍ତି। 
ଗତକାଲି ଆବେଦନକାରୀଙ୍କ ଓକିଲ ପ୍ରାୟ ଏକ ଘଣ୍ଟା ଧରି ନିଜର ପକ୍ଷ ଉପସ୍ଥାପନ କରି ସମସ୍ତ ଦିଗରୁ ଆଲୋକପାତ କରିଥିଲେ। ସେହିପରି ଆଜି ଓପିଏସସି ତଥା ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଏକ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି କାଉଣ୍ଟର କରିଥିଲେ। ତେବେ କେସ୍ ର ଗୁରୁତ୍ବକୁ ଲକ୍ଷ୍ୟ କରି ପୁଣି ଏହାକୁ ଆସନ୍ତା କାଲି ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଶା କରାଯାଏ ଆସନ୍ତାକାଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖାଯିବ। 
ତେଣୁ ଖୁବଶୀଘ୍ର ଉକ୍ତ କେସ୍ ର ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି। 

Farewell Meeting for retired OSS Officers @ OSSA

07.02.2023




Tuesday 7 February 2023

Deadline Circular of Finance Department

4028 Dt.07.02.2023

ASO Result Court Case : Next hearing on 9th Feb (3PM)

ସଚିବାଳୟ ଏଏସ୍ଓ ପରୀକ୍ଷାରେ ଚୟନ ପଦ୍ଧତିକୁ ନେଇ ହୋଇଥିବା ମାମଲାର ଶୁଣାଣି ଆଜି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରା କରାଯାଇଥିଲା। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଅଦାଲତରେ ହୋଇଥିବା ଶୁଣାଣିରେ ପ୍ରାୟ ୧ ଘଣ୍ଟା ଧରି ଆବେଦନକାରୀଙ୍କ ଓକିଲ ନିଜର ପକ୍ଷ ରଖିଥିଲେ। ଅତୀତରେ ହୋଇଥିବା ପରୀକ୍ଷାର ଚୟନ ପଦ୍ଧତି, ନିଯୁକ୍ତି ନିୟମ ୨୦୧୬ ତଥା ନିଯୁକ୍ତି ବିଜ୍ଞାପନରେ ଥିବା ନିୟମର ସଂପୂର୍ଣ୍ଣ ବ୍ୟାଖ୍ୟା କରାଯାଇଥିଲା। ଏଥି ସହିତ ଦୁଇଟି ପିଲାର ମାର୍କକୁ ବିଶ୍ଳେଷଣ କରି ଓପିଏସସି କିପରି ଜଣେ ବେଷ୍ଟ ପିଲା ବଦଳରେ ଆଭରେଜ ପିଲାକୁ ଚୟନ କରିଛି, ତାହାର ଉଦାହରଣ ମାନ୍ୟବର ଅଦାଲତଙ୍କ ସାମ୍ନାରେ ରଖିଥିଲେ। ନେଗେଟିଭ ମାର୍କ ଯୋଗୁଁ କିଛି ପିଲା ଗୋଟିଏ ବିଷୟରେ ୪୦% ରଖିପାରିନଥିଲେ ମଧ୍ଯ ମୋଟ ମାର୍କ ବହୁତ ଅଧିକ ରଖିଛନ୍ତି। କିନ୍ତୁ ସେମାନେ ଚୁଡାନ୍ତ ତାଲିକାଭୁକ୍ତ ହୋଇନାହାନ୍ତି। ସେହିପରି ଚାକିରୀରେ କମ୍ପ୍ୟୁଟର ଜ୍ଞାନ ନିହାତି ଆବଶ୍ଯକ ଥିବାରୁ କମ୍ପ୍ୟୁଟର ପରୀକ୍ଷାରେ କ୍ଵାଲିଫାଇଙ୍ଗ ମାର୍କ ନିର୍ଦ୍ଦିଷ୍ଟ ଭାବେ ସୂଚିତ ଅଛି । କିନ୍ତୁ ଲିଖିତ ପରୀକ୍ଷା ପାଇଁ କ୍ଵାଲିଫାଇଙ୍ଗ ମାର୍କ ନଥିବା ସତ୍ତ୍ବେ କମିଶନ ଏହାକୁ ପ୍ରୟୋଗ କରି ଅନେକ ମେଧାବୀ ଛାତ୍ରଛାତ୍ରୀ ଙ୍କ ପ୍ରତି ଅବିଚାର କରାଯାଇଥିବାର ଅଭିଯୋଗ ଆବେଦନକାରୀଙ୍କ ପକ୍ଷରୁ କରାଯାଇଥିଲା।
ଶେଷରେ ମାନ୍ୟବର ଅଦାଲତ ଏହି ମାମଲାର ଶୁଣାଣି ଆସନ୍ତା କାଲି (୦୮। ୦୨। ୨୦୨୩) କୁ ରଖିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଉଭୟ ପକ୍ଷର ନିଷ୍ପତ୍ତି ଅନୁଯାୟୀ, ପରବର୍ତ୍ତୀ ଶୁଣାଣି ଆସନ୍ତା ତା୦୯। ୦୨। ୨୦୨୩ ରିଖ ଦିନ ୩ଟା ବେଳେ କରିବାକୁ ନିଷ୍ପତ୍ତି ନିଆଗଲା। ସେହିଦିନ ଓପିଏସସି ତରଫରୁ ନିଜର ପକ୍ଷ ରଖାଯାଇପାରେ। 

ସେ ଯାହା ହେଉ, ଆଶା କରିବା ଏହି ଶୁଣାଣି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛି। ତେଣୁ ଖୁବ ଶୀଘ୍ର ମାନ୍ୟବର ଅଦାଲତ ଏହି ମାମଲାର ଶୁଣାଣି କରି ରାୟ ପ୍ରଦାନ କରିବେ ବୋଲି ସମସ୍ତେ ଆଶା କରୁଛନ୍ତି। 

ସୂଚନାଯୋଗ୍ୟ, ୭୯୬ ପଦବୀ ପାଇଁ ହୋଇଥିବା ଏଏସ୍ଓ ପରୀକ୍ଷାରେ କ୍ୱାଲିଫାଇଙ୍ଗ ମାର୍କ ଆଧାରରେ ୧୧୦୪ ଜଣଙ୍କୁ ଚୟନ କରାଯାଇ ସେମାନଙ୍କ କମ୍ପୁଟର ସ୍କିଲ ଟେଷ୍ଟ କରାଯାଇସାରିଛି। କିନ୍ତୁ ଚୁଡାନ୍ତ ଚୟନ ତାଲିକା ପ୍ରକାଶ ଉପରେ ମାନ୍ୟବର ଅଦାଲତ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। 

Inauguration of 18th UCO Cup Volleyball Premier League 2023

 Odisha Secretariat Employees Athletic Association (OSEAA) 
6th Feb onwards @ Secretariat Mini Stadium

---------

*** PLAYER LIST ***

A) AVENGERS : N.C. Prusty (C), Saroj Dehury, Pratyush Kumar, Amarendra Behera, Sanjib Mishra, Panchanan Sahoo, Ashok Nahak, Sashi Bhusan, Purna Chandra, Bijay Das, Saroj Das (Bank)
B) GREEN ENERGY : Bichitra Kumar (C), Akhaya SSB, Amr Pradhan, Soumya Ranjan, Deba MIshra, Subhrajit, Jyoti Prakash, Dinesh Gudi, K Rama Rao, P C Sarangi, Dinesh Kumar
C) WARRIORS : Jani Sabar (C), Ranjit Panda, Prakash Ch Behera, Debadullav Das, Trilochan Das, rabi Sabar, Samir Harichandan, Akhaya Parida, Sandip Baisakh, Parikhita Bhoi, Akhaya Kumar 
D) LEGENDS : D.D. Mishra (C), Abu Sayid, Ranjan Meher, Bikash Rout, Pravat Kumar, Sangram, Pradip Murmu, Girish Digal, Swasti Swaroop, Tanmay Kuanr, Parameswar Sethy
E) PEACE KEEPER : Devraj Nayak (C), Anjan Rout, Jyotiranjan Sahu, Kanhu Panigrahi, Prakash Rath, Jagadish Khatua, Ashish Majhi, Susanta Sahoo, Paresh Patra, Tanmay Mohapatra, Naresh Kandi
F) ZERO HUNGER : Ranjit Muduli (C), Deepak Kumar, Dasarathi Majhi, Nalini Nayak, Prasant Prusty, Manoranjan Puhan, Sonachand Pradhan, Akhaya Bhoi, Manoj Manjhi, Ramesh Ch Kar, Malaya Kumar