Friday 30 September 2022

State Cabinet approved eight proposals

Odisha Cabinet approved the following eight proposals on 30.09.2022.
1) Food & Procurement Policy for Kharif Marketing Season 2022-23
2) Amendment of Odisha Civil Services (Combined Competitive Recruitment Examination) Rules, 1991

Cabinet Decision : Restructuring of Odisha Secretariat Executive Assistant /PA/PS Cadre

To gear up the State administration by providing experienced senior secretarial supporting staff to officers in the Secretariat, OdishaCabinet led by CM Naveen_Odisha upgraded 25 posts from Group-C & Group-B posts in the Odisha Secretariat Exe. Asst./PA/PS cadre. 

Cabinet Decision : Restructuring of Odisha Secretariat Service (OSS) Cadre

As expected, State Cabinet approved the restructuring proposal  of Odisha Secretariat Service (OSS) Cadre. The State Government have enhanced the cadre strength of OSS cadre at Group-A level by way of creation of 120 group-A posts in lieu of abolition of 94 posts at base level.

Cabinet Decision : CGL Recruitment Examination for Group- C & Group-B posts

Odisha Cabinet led by CM @Naveen_Odisha has approved Combined Graduate Level Recruitment Examination instead of multiple exams for Group-B & Group-C of State Cadre Posts or Service Rules, 2022. It will streamline recruitment process & complete exams in a reasonable time period.

Cabinet Decision : Odisha Civil Service Examination in UPSC Pattern

ରାଜ୍ଯରେ ବେସାମରିକ ସେବା ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ‘ଓଡ଼ିଶା ବେସାମରିକ ସେବା ନିୟମାବଳୀ-୧୯୯୧’ର ସଂଶୋଧନକୁ ଓଡ଼ିଶା କ୍ଯାବିନେଟ୍ ମଞ୍ଜୁର କରିଛି। UPSC ଢାଞ୍ଚାରେ OPSC ପରୀକ୍ଷା ଆୟୋଜନ କରିବାକୁ ଏଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଓଡ଼ିଆ ଭାଷାର ପ୍ରଗତି ସହ ଓଡ଼ିଶା ବେସାମରିକ ସେବା ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କ୍ଯାବିନେଟ୍ ବୈଠକରେ ‘ଓଡ଼ିଶା ବେସାମରିକ ସେବା ନିୟମାବଳୀ-୨୦୨୨’ର ପ୍ରଣୟନକୁ ମଞ୍ଜୁରୀ ମିଳିଛି। ଏହାଦ୍ଵାରା ପ୍ରାର୍ଥୀମାନେ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବା ସହ ସାକ୍ଷାତକାରରେ ମଧ୍ୟ ଭାଷା ଚୟନର ସୁବିଧା ପାଇବେ।

Cabinet Decision : Food & Procurement Policy 2022-23

ରାଜ୍ଯରେ ଧାନ ଓ ଚାଉଳ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ସୁପରିଚାଳିତ କରିବା ପାଇଁ କ୍ଯାବିନେଟ୍ ବୈଠକରେ ‘ଖାଦ୍ୟ ଓ ସଂଗ୍ରହଣ ନୀତି, ୨୦୨୨-୨୩’ ମଞ୍ଜୁର ହୋଇଛି। ଉଭୟ ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବେ ଧାନ ସଂଗ୍ରହ ହେବାକୁଥିବା ବେଳେ ଏହି ପ୍ରକ୍ରିୟାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯାଇଛି।

Cabinet Decision : Big Change in Mining Directorate

State cabinet approved big change in Directorate of Mines & Geology. 
  • Merger of OMECL with OMC
  • Merger of Directorate of Mines & Directorate of Geology to form Directorate of Mines & Geology which will be headed by IAS Or IFS cadre officer 
  • Director of Mines & Geology shall be assisted by 4 Addl Directors

Dateline extended for HSRP

 

Revision of Interest Rate of Small Savings w.e.f. 01.10..2022


Tentative Gradation List of Under Secretary for 2022

33466 Dt.30.09.2022

Retirement of OSS Officers on 30.09.2022

Retirement on 30.09.2022 (DOWNLOAD)

  • Sarat Kumar MishraAdditional Secretary, GA&PG Department
  • Pradeep Kumar Ray, Deputy Secretary, Rural Development Deptt. 
  • Niranjan MishraAssistant Section Officer, Revenue & DM Deptt

ଆଜି ରାଜ୍ୟ କ୍ୟାବିନେଟ

ଶୁକ୍ରବାର ଦିନ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ହେବାକୁ ଥିବା ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି। 
ବିଶେଷତଃ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ମାନେ ଉତ୍ସୁକତାର ସହିତ ଏହି ବୈଠକକୁ ଅପେକ୍ଷା କରିଛନ୍ତି। ରାଜ୍ୟରେ ୨୦୧୩ରୁ ପ୍ରଚଳିତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ସଂଘର କର୍ମକର୍ତ୍ତା ବେଶ ଆଶାବାଦୀ ଅଛନ୍ତି। ସେହିପରି ରାଜ୍ଯ ସଚିବାଳୟ ସେବା ସଂଘର କ୍ୟାଡର ପୁନଃଗଠନ ସଂକ୍ରାନ୍ତରେ କିଛି ନିଷ୍ପତ୍ତି ନିଆଯିବାର  ସଂଭାବନା ରହିଛି। 

ଗତ ସପ୍ତାହରେ କ୍ୟାବିନେଟ୍‌ ବୈଠକ ବସି ୩୨ଟି ପ୍ରସ୍ତାବ ପାରିତ ହୋଇଥିଲା। ସାତ ଦିନ ବ୍ୟବଧାନରେ ପୁନର୍ବାର କ୍ୟାବିନେଟ୍‌ ଡକାଯାଇଥିବାରୁ  ସରକାର କେଉଁ ପ୍ରକାର ଦଶହରା ଭେଟି ଦେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Thursday 29 September 2022

OSEAA Football Cup : Eagles and Warriors entered Final

Semi Final Matches
29.09.2022
------------------------------------------------
Eagles won by 4-2 from Superkings 
Warriors won by 2-1 from Riders

Final Match
30.09.2022
------------------------------------------------
Eagles Vs Warriors

Tentative Gradation List of Desk Officers

33177 Dt.29.09.2022

Secretariat Chess Championship : Registration by 15th October

 


Retention of GA Pool quarter by Group-C and Group-D employees upon re-engagement

4547 Dt.28.09.2022

Revised remuneration for engagement of retired Government Servants

24533 Dt.29.09.2022

OSEAA Football Cup-2022 : Eagles, Riders, Super Kings, Warriors enters Semifinal

After the end of league matches played among eight teams in the Football Tournament being organized by Odisha Secretariat Employees Athletic Association (OSEAA), four teams entered Semifinal which is to be played on 29.09.2022.

TEAMS ENTERED SEMIFINALS

        GROUP-A     : 1) SECRETARIAT EAGLES 
                                2) SECRETARIAT RIDERS

        GROUP-B     : 1) SECRETARIAT WARRIORS 
                                2) SECRETARIAT SUPERKINGS


LEAGUE MATCH SCORES


Wednesday 28 September 2022

DA hike by 4% for CG employees w.e.f 01.07.2022


No.01/03/2022-E-II (B) Dt.03.10.2022

Bhubaneswar Club Election 2022 : Asit Tripathy elected as President


Tentative Gradation List for the year 2022

Tentative Gradation List of Odisha Secretariat Service (OSS) Cadre for the year 2022 has been published by Home Department. The concerned officers are advised to go through the list and file objections if any within a period of 15 days from the date issue of the letter. 

Tuesday 27 September 2022

World Tourism Day 2022

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ତା ୨୭। ୦୯। ୨୦୨୨ ରିଖ ସଂଧ୍ଯା ୬:୩୦ ରେ ଭଞ୍ଜ କଳା ମଣ୍ଡପରେ ଏକ ନାଟକ "ମଣିଷ ଗଛର ଛାଇ" ପରିବେଷଣ କରାଯିବ। 
ଇନଫୋସିଟି ଛକ, ପଟିଆ ରେ ସକାଳ ୭ ଘଟିକାରେ ଏକ ବାଇକ୍ ରାଲି ଆୟୋଜନ କରାଯିବା ସହିତ ଆସନ୍ତା ୨୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ୟ୍ଯନ୍ତ ଉତ୍କଳ ଗ୍ୟାଲେରିଆ ମଲ୍ ଏବଂ ଏସପ୍ଲାନେଡ ମଲ୍ ରେ ହସ୍ତତନ୍ତ ମେଳା ଆୟୋଜିତ ହେବ। 

No fine, if applied for HSRP online before timeline

In case any vehicle owner has applied for High Security Registration Plate (HSRP) online before the timeline applicable to his vehicle, he shall be exempted from enforcement checking provided he produces an online booking slip during the checking. 

Click here to view / download. PDF

13206 Dt.26.09.2022

Sunday 25 September 2022

OSEAA Football Cup 2022

After successful completion of PRDW Football Cup 2022, another 5-A side Football Tournament is being organised by Odisha Secretariat Employees Athletic Association (OSEAA) from 26.09.2022 to 30.09.2022 in the Mini Stadium of Lokseva Bhawan. A total of 8 teams are participating in this tournament. 

TEAMS PLAYING

THE PLAYERS
TOURNAMENT FIXTURE

Friday 23 September 2022

Odisha State Cabinet Decisions on 22.09.2022

The State Cabinet meeting held under the Chairmanship of Chief Minister Sri Naveen Patnaik in Cabinet Room today took 33 important decisions relating to the departments of 

Thursday 22 September 2022

Time Table for OPSC Civil Service (Preliminary) Examination 2021


Orientation Program for newly recruited VAS, LI & JFTA

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନବନିଯୁକ୍ତ ୮୦୪ କର୍ମଚାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 5T ମନ୍ତ୍ର ଆଧାରରେ ତୃଣମୂଳସ୍ତରରେ ପରିବର୍ତ୍ତନ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି। ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ର ଗ୍ରାମାଞ୍ଚଳରେ ଅଭିବୃଦ୍ଧିର ଇଞ୍ଜିନ୍ ବୋଲି ସେ କହିଛନ୍ତି। ରାଜ୍ଯର ଗ୍ରାମାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନୂତନ ଭାବେ ନିଯୁକ୍ତ ହୋଇଛନ୍ତି।

Tuesday 20 September 2022

Restructuring in OSS Cadre very soon!!

ଓଡିଶା ସଚିବାଳୟ ସେବା (OSS) କ୍ୟାଡରରେ ନିକଟରେ ଏକ ବଡ ଧରଣର ନବକଳେବର ହେବାକୁ ଯାଉଛି। ଗୋଟିଏ ପଟେ ଅବସର ଜନିତ ଖାଲି ସ୍ଥାନ ଗୁଡିକ ନିୟମିତ ଭାବେ ପଦୋନ୍ନତି ଦିଆଯାଇ ପୂରଣ କରାଯାଉଛି। କିନ୍ତୁ ବିଭିନ୍ନ କାରଣ ଯୋଗୁଁ ଅନେକ ଅଧିକାରୀ ଏ ସୁଯୋଗ ପାଇ ନପାରି ଏସ୍ଓ କିମ୍ବା ଡିଓ ପଦରେ ଅବସର ନେଉଛନ୍ତି। ସେଥିପାଇଁ ଉକ୍ତ କ୍ୟାଡରରେ ପୁନଃଗଠନର ଆବଶ୍ଯକତା ଅନୁଭବ କରି ଓଡିଶା ସଚିବାଳୟ ସେବା ସଂଘ ତରଫରୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏଥିନିମନ୍ତେ ବିଭିନ୍ନ ସ୍ତରରେ ବାରମ୍ବାର ଆଲୋଚନା କରାଯାଇଥିଲା। ସୂଚନା ଅନୁଯାୟୀ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପଦବୀ ଅନୁଶାସନ ସଚିବ ତଥା ଉପର ସ୍ତରରେ ସ୍ରୁଷ୍ଟି କରାଯିବା ପାଇଁ ଆପାତତଃ ସ୍ଥିର କରାଯାଇଛି। କିନ୍ତୁ ସେହି ଅନୁଯାୟୀ ମୂଳ ପଦବୀ ଏଏସ୍ଓ ରୁ ସମାନ ସଂଖ୍ଯକ ପଦବୀ କଟାଯାଇପାରେ। (ଯାହା ଏବେ ଚିନ୍ତାର ବିଷୟ) । ତଥାପି ଦୀର୍ଘ ୨୫ ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ କାମ କଲାପରେ ଏକ ଭଲ ପଦବୀରେ ଅବସର ନେବା ଖୁସିର ବିଷୟ ନିଶ୍ଚିତ। 

ସେହିପରି ଚଳିତ ବର୍ଷ ଶେଷ ସୁଦ୍ଧା ୭୯୬ ଏଏସ୍ଓ ନିଯୁକ୍ତି ପାଇବାର ସମ୍ଭାବନା ଅଛି। ସେଥିପାଇଁ ଲିଖିତ ପରୀକ୍ଷା ସରିଗଲାଣି। ଫଳରେ ସଚିବାଳୟର ଏହି କ୍ୟାଡରରେ ଯୁବ କର୍ମଚାରୀଙ୍କ ସଂଖ୍ଯା ବଢିଯିବ ଏବଂ ଖୁବ୍ କମ୍ ପଦବୀ (ପ୍ରାୟ ୮୦-୮୫) ଖାଲି ପଡିବ। ଆଉ ଯଦି ପୁନଃଗଠନ ଆଳରେ ଏଏସ୍ଓ ପଦବୀ କଟାଯାଏ, ତେବେ ନିକଟରେ ଅନ୍ତତଃ ୩ବର୍ଷ ଯାଏଁ ଆଉ ନୂତନ ନିଯୁକ୍ତି ହେଇପାରିବ ନାହିଁ। 

ଆଶା କରାଯାଏ, ଆସନ୍ତା ଦୁଇଦିନ ମଧ୍ୟରେ କ୍ୟାଡର ପୁନଃଗଠନ ସଂକ୍ରାନ୍ତୀୟ ନଥି ଅନୁମୋଦନ ହୋଇ ଆଦେଶନାମା ପ୍ରକାଶ ପାଇବ। ତେଣୁ ବରିଷ୍ଠ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିବ ଏବଂ ଆଗାମୀ ନୂତନ ଗୋଷ୍ଠୀ କୁ ସ୍ୱାଗତ ପାଇଁ ଅପେକ୍ଷା କରିବାକୁ ପଡିବ। ୨୦୨୩ ମସିହା ବେଳକୁ ଏହି କ୍ୟାଡରରେ ନବକଳେବର ହୋଇସାରିଥିବା। 

Monday 19 September 2022

Arrear calculation of 3% DA hike (from Jan, 2022 to Aug, 2022)

The Odisha Government on Monday announced a 3% hike in Dearness Allowance (DA) for its employees and pensioners. The arrears for

Odisha Govt raises DA by 3% w. e.f. January, 2022

ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଲା।

Saturday 17 September 2022

ଚାକିରୀ ଦେବା ନାଁ ରେ ଠକେଇ - କେତେ ସଚେତନ ଅଭିଭାବକ

ରାଜ୍ୟ ସରକାର ବିଭିନ୍ନ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ଦେଉଛନ୍ତି। ବାରମ୍ବାର ବିଜ୍ଞାପନ ମାଧ୍ୟମରେ ଠକ ଦଲାଲମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଅନୁରୋଧ କରୁଛନ୍ତି। କିନ୍ତୁ ତଥାପି ଠକ ମାନଙ୍କ ସଂଖ୍ଯା କମୁ ନାହିଁ କିମ୍ବା ଲୋଭରେ ଟଙ୍କା ଦେବା ଲୋକଙ୍କ ସଂଖ୍ଯା କମୁ ନାହିଁ।

PRDW Football Cup 2022 : Fisheries & ARD Champion :



ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଆୟୋଜିତ ଆନ୍ତଃବିଭାଗୀୟ ଫୁଟବଲ କପ୍ ୨୦୨୨ ର ଉଦ୍ ଯାପନୀ ଦିବସରେ ମୁଖ୍ୟ ଅତଥିଭାବେ ମାନ୍ୟବର ମନ୍ତ୍ରୀ ପଞ୍ଚାୟତି ରାଜ ଓ ପାନୀୟ ଜଳ, ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗଦାନ କରିଥିଲେ। 
ଫାଇନାଲ ମ୍ୟାଚରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ 1-0 ଗୋଲ ରେ ଉଚ୍ଚ ଶିକ୍ଷା ବିଭାଗକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା। ସେହିପରି ତ୍ରୁତୀୟ ସ୍ଥାନ ପାଇଁ ହୋଇଥିବା ଲଢେଇରେ ରାଜସ୍ବ ବିଭାଗ 4-0 ଗୋଲ ରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ କୁ ପରାସ୍ତ କରିଥିଲା।

Thursday 15 September 2022

Retirement of OSS Officers on 30.09.2022


Higher Education AND Fisheries & ARD enters Final

ଆଜିର ସେମିଫାଇନାଲ ମ୍ୟାଚରେ ଉଚ୍ଚଶିକ୍ଷା ବିଭାଗ ୩-୨ ଗୋଲରେ ପଞ୍ଚାୟତିରାଜ ବିଭାଗ କୁ ପରାସ୍ତ କରିଥିବା ବେଳେ ମତ୍ସ୍ୟ ଓ ପଶୁପାଳନ ବିଭାଗ ୩-୧ ଗୋଲରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପରାସ୍ତ କରିଛି। 
ଫଳରେ ଆସନ୍ତା ୧୬। ୯। ୨୦୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚରେ ଉଚ୍ଚଶିକ୍ଷା ବିଭାଗ, ମତ୍ସ୍ୟ ଓ ପଶୁପାଳନ ବିଭାଗକୁ ଭେଟିବ । ସେହିପରି ପଞ୍ଚାୟତିରାଜ ବିଭାଗ ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟରେ ତ୍ରୁତୀୟ ସ୍ଥାନ ପାଇଁ ଲଢେଇ ହେବ।

PRDW Football Cup 2022 : PRDW, HE, RDM & FARD enters Semifinal

15.09.2022 (Thursday) 

Annual Function 2022 of Culture Department


Reshuffle among senior IAS Officers


Wednesday 14 September 2022

ସ୍ବର୍ଗତ ଅକ୍ଷୟ ମହାକୁଡ଼ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଓଡ଼ିଶା ସଚିବାଳୟ ସେବା ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ବିଶିଷ୍ଟ କର୍ମଚାରୀ ନେତା ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଭିଭାବକ ଆନ୍ଦୋଳନର ସ୍ରଷ୍ଟା ସ୍ବର୍ଗତ ଅକ୍ଷୟ କମାର ମହାକୁଡ଼ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା OSSA HOUSE - II ସଭାଗୃହରେ ଆୟୋଜିତ ହୋଇଥିଲା।





 ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ କର୍ମଚାରୀ ସଂଘର ନେତା ଯୋଗଦେଇ ନିଜର ଅଭିଭାଷଣରେ ସ୍ୱର୍ଗତ ମହାକୁଡ଼ଙ୍କର ସ୍ମ୍ରୁତି ଚାରଣ କରିବା ସହିତ ତାଙ୍କର ସମସାମୟିକ ଅନେକ ସଚିବାଳୟ ସେବାର ଅଧିକାରୀ ଉପସ୍ଥିତ ରହି ନିଜର ଅନୁଭୁତି ସମସ୍ତଙ୍କ ସାମ୍ନାରେ ରଖିଥିଲେ। ଏଥିସହିତ ସଚିବାଳୟ ସେବା ସଂଘର ସଭାପତି ଅଜୟ କୁମାର ସ୍ୱାଇଁ, ଉପ ସଭାପତି ପ୍ରତ୍ୟୁଷ କଅଁର, ସାଧାରଣ ସଂପାଦକ ପ୍ରଜତ୍ନ ବରାଳ ଏବଂ ସଂପାଦକ ଅମିତ ମହାନ୍ତି, ଚିରଞ୍ଜିବୀ ସ୍ୱାଇଁ ଉପସ୍ଥିତ ରହି ସେହି ମହାନ କର୍ମଚାରୀ ନେତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ସଂଘର ଗାରିମା ଅକ୍ଷୁର୍ଣ୍ଣ ରଖିବାକୁ ପ୍ରତିବଦ୍ଧ ବୋଲି ଜଣାଇଥିଲେ। ଉକ୍ତ ସଭାରେ ମଞ୍ଚ ଉପରେ ରହି ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଚିତ୍ତ ରଞ୍ଜନ ହୋତା ସଭା ପରିଚାଳନା କରିବା ସହିତ ନିଜ ବକ୍ତବ୍ଯରେ  ଶ୍ରୀ ମହାକୁଡ଼ଙ୍କ ସାଥୀରେ ରହି କାମ କରିବାର ନିଆରା ଅନୁଭୁତି ବର୍ଣ୍ଣନା କରିଥିଲେ। ଶେଷରେ ନୂତନ ଯୁବପିଢ଼ି ଉପରେ ଭରସା ରଖିବା ସହିତ ଆଗକୁ ଅନେକ ଅକ୍ଷୟ ମହାକୁଡ଼ ଜନ୍ମ ନେବାର ସ୍ୱପ୍ନ ଦେଖିଥିଲେ। 

ପ୍ରକାଶ ଥାଉ କି ଶ୍ରୀ ମହାକୁଡ଼ ୧୩। ୦୯। ୨୦୧୫ ଦିନ ଏକ ସଡକ ଦୂର୍ଘଟଣାରେ ମାତ୍ର ୫୧ ବୟସରେ ପ୍ରାଣ ହରାଇଥିଲେ। 

4th Batch ASO Training : 44 ASOs passed out


(30203 Dt.07.09.2022) 

Tuesday 13 September 2022

PRDW Football Cup 2022 : Eight teams ready for Quarter Final

In the Pre-Quarter Final Matches played on 9th & 13th September, eight winning teams entered Quarter Final which is scheduled to be played on 14th September. 

Winning Teams of Pre-Quarter Final

PQ1 - Panchayatiraj & PRDW

PQ2 - Higher Education

PQ3 - Food Supplies & CW

PQ4 - Revenue & DM

PQ5 - Finance

PQ6 - Fisheries & ARD

PQ7 - Home

PQ8 - ST&SC Development

Schedule of Quarter Final Matches

14.09.2022

(5.30 PM) : PR&DW vs ST&SC 

( 6.10PM) : HE vs HOME 

(6.50 PM) : FS&CW vs F&ARD 

(7.30 PM) : R&DM vs FINANCE 

7th Death Anniversary of Late Akshaya Mahakud

ବିଶିଷ୍ଟ କର୍ମଚାରୀ ନେତା
ତଥା ସଚିବାଳୟ ସେବା ସଂଘର ସାଧାରଣ ସଂପାଦକ
ଦିବଂଗତ ଅକ୍ଷୟ ମହାକୁଡ଼
୧୫.୦୫.୧୯୬୪ - ୧୩.୦୯.୨୦୧୫
-----------------------------------

ଓଡ଼ିଶା ସଚିବାଳୟ ସେବା ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ବିଶିଷ୍ଟ କର୍ମଚାରୀ ନେତା ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଭିଭାବକ ଆନ୍ଦୋଳନର ସ୍ରଷ୍ଟା ସ୍ବର୍ଗତ ଅକ୍ଷୟ କମାର ମହାକୁଡ଼ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ୧୩ ସେପ୍ଟେମ୍ବର ସନ୍ଧ୍ୟା ଘ.୬.୩୦ ମି. ସମୟରେ OSSA HOUSE - II ସଭାଗୃହରେ ଅକ୍ଷୟ ପ୍ରେମୀ ବନ୍ଧୁମାନଙ୍କ ଦ୍ଵାରା ଆୟୋଜନ କରାଯାଇଛି ।  ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ସ୍ବର୍ଗତ ଅକ୍ଷୟ କମାର ମହାକୁଡ ଙ୍କୁ ନିଜର ଶ୍ରଦ୍ଧା ସୁମନ ଅର୍ପଣ ପାଇଁ ବିନମ୍ର ନିବେଦନ। 

ନିବେଦକ : ଅକ୍ଷୟ ପ୍ରେମୀ ବନ୍ଧୁଗଣ 

CLICK HERE TO READ THE SOUVENIR

Promotion of Desk Officers to the rank of Under Secretary



Friday 9 September 2022

Result of Odisha Civil Services-2020 (Main Written )

 

PRDW Football Cup 2022 : Pre-Quarters from today

All league matches of PRDW Football Cup 2022 has been completed successfully. The Pre-Quarter Final matches will be played among top two teams of each group on 9th & 12th September. 

Pre-Quarter Final Matches :
Date : 09.09.2022                                    
5:30 PM : PR&DW vs Energy              
6:10 PM : GA&PG vs HE                     
6:50 PM : FS&CW vs COMMERCE    
7:30 PM : SS&EPD vs R&DM