Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- Reference Books
- ELECTION 2024
- 8th CPC
- 7th PAY
- DA/DR
- OPS
- NPS
- UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- GIS Advance
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
Pages
Friday, 8 May 2026
Saturday, 20 December 2025
ଓଡ଼ିଶା ସଚିବାଳୟ ଲେଖକ ପରିଷଦର Youtube ପତ୍ରିକା 'ପାହାଚ'ର ଲୋକାର୍ପଣ
ୟୁ ଟ୍ୟୁବ ପତ୍ରିକା 'ପାହାଚ'ର ଲୋକାର୍ପଣ ।
**
ଭୁବନେଶ୍ୱର - ତା ୧୯.୧୨.୨୦୨୫ : ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଡିସେମ୍ବର ମାସର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ଆସରରେ ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ପରିଷଦର ପୂର୍ବତନ ସଭାପତି ସ୍ୱର୍ଗତ ସୁକାନ୍ତ ସୁବୁଦ୍ଧିଙ୍କ ସ୍ମୃତିରେ ହୋଇଥିବା କବିତା ପାଠର ସମ୍ପାଦିତ ଭିଡ଼ିଓର ଲୋକାର୍ପଣ କରାଯାଇଥିଲା । ପରିଷଦର ୟୁ ଟ୍ୟୁବ ପତ୍ରିକା 'ପାହାଚ'ରେ ଏହାର ପ୍ରିମିୟର ହୋଇଥିଲା । ବିଦାୟୀ ବର୍ଷ ଉପଲକ୍ଷେ ସ୍ୱତନ୍ତ୍ର କବିତା ପାଠ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୌସୁମୀ ଦାସ । ଏହି ଅବସରରେ ପୂର୍ବତନ ଯୁଗ୍ମ ଶାସନ ସଚିବ ବନ୍ଦିତା ଦାଶ, ଉପ-ସଭାପତି କମଳିନୀ ମଲ୍ଲିକ, ପୁଷ୍ପାଞ୍ଜଳି ବିଶୋୟୀ, ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ , ବିଜନବାଳା ପାଟଯୋଷି , ସୁଶାନ୍ତ ଧର ,ମୌସୁମୀ ଦାସ ସ୍ୱରଚିତ କବିତା ପାଠ କରିଥିଲେ । ଆଜିର ଆସରରେ ସଭାପତିତ୍ୱ କରିଥିଲେ ପରିଷଦର ଉପ ସଭାପତି କମଳିନୀ ମଲ୍ଲିକ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୀଲ କୁମାର ବେହେରା । ଲେଖକ ପରିଷଦର ୟୁ ଟ୍ୟୁବ ସାହିତ୍ୟ ପତ୍ରିକା 'ପାହାଚ'ରେ ନିୟମିତ ଭାବେ ଭିଡ଼ିଓ ଅପଲୋଡ଼ କରାଯିବ ବୋଲି ସାଧାରଣ ସମ୍ପାଦକ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ସୂଚନା ଦେବା ସହିତ ଏହାକୁ https://youtu.be/1HIbk4Qbyko?si=gvBoRk9LRO1UjAwi ରେ କ୍ଲିକ କରି ସବସ୍କ୍ର।ଇବ କରିବା ପାଇଁ ଅନୁରୋଧ କରିଛନ୍ତି ।
Wednesday, 29 October 2025
Corruption = Monopoly + Discretion - Accountability : Usha Padhee, IAS
Fighting corruption isn’t easy. But it’s necessary
If we want to improve governance and promote ease of doing business, we must reduce monopoly, minimize discretion, and strengthen accountability, suggests Usha Padhee.
VIGILANCE Awareness Week is around the corner and the theme for this year is ‘Vigilance: Our Shared Responsibility’. This theme resonates deeply with me, because I have lived through what it truly means to take that responsibility, not just in words, but in action.
We often hear about corruption in government offices. Yet, those who come forward to report it usually face long, complex, and intimidating procedures. The system, meant to protect integrity, often ends up exhausting the very people who try to uphold it. Delayed outcomes, technical hurdles, and personal harassment make many lose faith in the fight against corruption. Still, I believe that if we wish to become a truly developed nation, we must confront these realities head-on. This article is not to discourage, but to reform.
In 2018, while serving in the Ministry of Civil Aviation, Government of India, I received a complaint that an Assistant Section Officer (ASO) in our department was allegedly demanding bribes for issuing No Objection Certificates (NOCs) to airlines. For context, civil aviation is a highly regulated sector due to the safety and security concerns involved. Even individuals wishing to purchase an aircraft for personal use had to obtain a departmental from the department NOC, a rule I later abolished to promote Ease of Doing Business.
One day, a promoter of a private airline approached me, visibly disturbed. He confided that the ASO had asked for money to clear his file. I was shocked. I had always believed my team was driven by integrity and purpose. However, I assured him of taking action. Soon after that, the complainant connected me to the ASO over a phone call when I was sitting in the office. At that moment, I had a choice: disconnect, or become a witness. I knew the risks. But I also thought, if not me, then who? I continued to listen. The ASO, unaware of my presence on the line, demanded a bribe for clearing a file that was already approved at the competent level. My heart sank. The disappointment was personal; this was someone I had mentored and trusted.
Without hesitation, I reported the matter to the Establishment Officer and the Secretary of the Ministry. Many of my colleagues advised me to simply issue a warning and settle the matter internally, reminding me of the personal risks. But my conscience didn’t allow me to stop there and I wanted to create deterrence to such wrong doers. I filed a formal complaint with the Vigilance Division, which later referred the case to the CBI.
It raised many eyebrows. After all, it’s not common for an IAS officer to voluntarily take a corruption case within their own office to the CBI. But I believed it was my duty. However, there was a price of doing the right thing.
Subsequently, the CBI officials took my statement and asked for the mobile phone that had the recorded evidence. I consulted a senior IPS officer in the Ministry, who assured me the phone would be sent for forensic examination and returned soon after. That was in 2018. It is now 2025. My phone remains in the custody of the court as evidence. Though the CBI officials were courteous and professional, they couldn’t help due to the procedural labyrinth.
When I once asked for its return, an officer kindly offered to replace it with a new one. I had to decline. My concern was not the phone itself, but the sentiment attached as it was a gift from my husband.
Over the years, I have given statements in three different places, including before an Under Secretary who conducted an internal inquiry. Each time I hoped for progress, but the case kept moving slowly “It depends on the court.”
After I moved back to Odisha in 2023, I was summoned twice to Delhi for witness and cross-examination. That time, curiosity was there in administrative circles about why I was called to the CBI court. I had to clarify that I wasn’t accused; I was a witness! But such is the social cost of standing up. I attended the court with a lot of preparation. The court was respectful, but the defense strategy was clear: to cast doubt, to delay, to deny. Efforts are made to argue that the voice I heard was not that of the ASO.
The judicial process is rigorous and rightly so, since it must protect the innocent. But in reality, technicalities often delay justice for years. Even when evidence is strong, disciplinary cases in government drag endlessly. For the accused, the stakes are high. A proven corruption charge could end a career that might otherwise reach the highest levels of bureaucracy. Hence, every effort is made to prolong or deflect the case.
As of today, my case is still open. My phone remains seized. The accused continues to serve in Government and I continue to hope that the case will see closure before I retire. If it extends beyond that, the costs of pursuing it will come from my own pocket. But even then, I will not regret filing it.
The Larger Lesson is to simplify the system. This experience has reaffirmed my belief that corruption thrives where Government procedures are made opaque and complex. As it is famously said that Corruption is equal to Monopoly plus Discretion minus Accountability.
(Corruption = Monopoly + Discretion – Accountability)
If we want to improve governance and promote ease of doing business, we must reduce monopoly, minimize discretion, and strengthen accountability. Vigilance is not just the duty of a department, it is the shared responsibility of every citizen and every officer who believes in the power of integrity. Yes, I filed the case and I will continue to pursue it; not just for justice, but for the system to become better than it was yesterday.
(Writer is a Senior Administrative Service Officer. Views are personal)
Saturday, 29 June 2024
Amarendra presents his sketch art to Hon'ble Chief Minister
Thursday, 4 January 2024
Handbook for the newly recruited ASOs
Thursday, 30 November 2023
କାଲି (କାର୍ତ୍ତିକ ପୂର୍ଣ୍ଣିମା) ଓ ଆଜି (ଛାଡଖାଇ)
ଭିଡ଼.. ପ୍ରବଳ ଭିଡ଼...
କାଲି ମନ୍ଦିରରେ, ଆଉ ଆଜି ଆଇଁସ ହାଟରେ।
ଆଜି, ମାଛ ମାଂସ ଖିଆ ପିଆ, ମଜା ତାମ୍ସା, ନିଶାରେ ଚୁର, ମସଗୁଲ...
କାଲି କହୁଥିଲେ ନଡ଼ିଆ ନେ କଦଳୀ ନେ,
ହେ ପ୍ରଭୁ ସବୁ ନେଇ ମୋତେ ବୁଦ୍ଧି ଦେ, ଜ୍ଞାନ ଦେ,
ଧନ ଦେ, ମାନ ଦେ, ସୁଖ ଦେ, ଶାନ୍ତି ଦେ...
ଅଧ କିଲେ ଦେ, କିଲେ ଦେ
କଲିଜା ରୁ ଟିକେ ଦେ, ଆଗ ଫଡ଼ିଆରୁ ଦେ,
କିଛି ନାହିଁ ଯଦି.. ଗୋଡ଼ ପୁଣ୍ଟି ଯାହା ଅଛି ଦେ, ଯେତେ ନେବୁ ପଛେ ନେ....
ଆଜି ମାଂସ ମଦ ନଦୀରେ ସଂସାର।
କାଲି ଘରେ କହୁଥିଲେ
ଏ ମନ୍ଦିର ଯିବା, ସେ ମନ୍ଦିର ଯିବା
ଏଠି ଭୋଗଦେବା,ସେଠି ପ୍ରସାଦ ଖାଇବା,
ପାଦୁକା ଟିକେ ଆଣିବା ।
ଆଜି ଭୋର୍ ରୁ ଡାକିଲେ..
ହେ, ଜଲଦି ଉଠ, ଛକକୁ ଯାଅ
ପିଆଜ ରସୁଣ ଆଣ, ଲଙ୍କା ଅଦା ଆଣ,
ମଟନ୍ ମସଲା, ଗରମ୍ ମସଲା ଆଣ
ଦିନରେ ଝୋଳ ହେବ, ରାତି ପାଇଁ କସା ରଖାହବ
ଦେଖିକି ଟିକିଏ ଅଧିକା ଆଣିବ ।।
କାଲି ଘଣ୍ଟ ଘଣ୍ଟି
ପାହାନ୍ତାରୁ ମନ୍ଦିର ଖୋଲା
ଆଜି କାହାର ଦେଖା ଦର୍ଶନ ନାହିଁ
ସୂର୍ଜ୍ୟୋଦୟ ଯାଏଁ ଦୁଆରେ ତାଲା
କାଲି ଭଗବାନକହୁଥିଲେ
"ମଣିଷ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ।"
ଆଜି କହୁଛନ୍ତି
"ମଣିଷ ଦେହେ ନାହିଁ ଜ୍ଞାନ, ଶରୀର କଲାଣି ଶ୍ମଶାନ।"
ବେଙ୍ଗ କହେ ବେଙ୍ଗୁଲି ଲୋ, ଏ ପୃଥି କ୍ଷଣ କ୍ଷଣ କେ ଆନ ।
Thursday, 12 October 2023
Advice to all Employees (# Source : Social Media)
Sunday, 9 July 2023
ପରିବାରର ଭଲ ପୁଅ ହେବ କେମିତି?
ଏକ ମଧ୍ୟବିତ ପରିବାରର ରୋଜଗାରିଆ ପୁଅ ରଜତ। ଯିଏ ପିଲାଟି ଦିନରୁ "ଆଦର୍ଶ ଛାତ୍ର"ର ରଚନାରୁ ଅନୁପ୍ରାଣିତ ହୋଇ ନିଜକୁ ସମାଜରେ ଏକ ଭଲ ପୁଅ, ଭଲ ନାଗରିକ ହେବାର ଚେଷ୍ଟା ଜାରି ରଖିଛି। "ବଡ ଲୋକଙ୍କ ଜୀବନୀ" ପଢି ପରିବାରର ଅଭାବ ଅନଟନ ସତ୍ତ୍ବେ ଜଣେ ବଡ ମଣିଷ ହେବାର ପ୍ରେରଣା ପାଇଛି। ଖୁବ କମ୍ ବୟସରେ ଘର ଛାଡି ରାଜଧାନୀରେ ରହି ନିଜ ଗୋଡରେ ନିଜେ ଛିଡା ହେବାର ପ୍ରୟାସ କରିଛି। ଗାଁରେ ସିଏ ଜଣେ ସୁନା ପିଲାର ମୋହର ବାଜିଛି। ଜଣେ ନିଷ୍କପଟ ସରଳ ଆଦର୍ଶ ବାପାର ପୁଅ ବୋଲି ସମସ୍ତ ପାଇଁ ସେ ଶ୍ରଦ୍ଧାର ପାତ୍ର। ପିଲାଟି ଦିନରୁ ପାଠପଢା ଭଲ ହୁଏ। ବତ୍କୃତା / ଚିତ୍ରାଙ୍କନରେ ଆଗ୍ରହ। ୫ମ / ୭ମ ଶ୍ରେଣୀରେ ବ୍ରୁତ୍ତି ପରୀକ୍ଷା ରେ ସଫଳ ହୋଇ ଆର୍ଥିକ ସହାୟତା ପାଏ। ଭଲ ବିଦ୍ୟାର୍ଥୀ ହିସାବରେ ବିଦ୍ୟାଳୟରେ ବିଭିନ୍ନ ସମୟରେ ପ୍ରାଇଜ୍ ମଧ୍ଯ ମିଳେ । ତେବେ ଆଜିର ଏହି ଆଲେଖ୍ୟ ସେହି ସୁନାପିଲା ରଜତ ବିଷୟରେ।।। ଜୀବନର ମଧ୍ୟାନ୍ତର ପରେ କଣ ଘଟୁଛି ତା ଜୀବନରେ। ସେ କଣ ଆଉ ସେହି ଭଲ ପିଲାର ପ୍ରମାଣ ପତ୍ର ପାଇପାରୁଛି? ସମୟ ଚକ୍ରରେ ସେ କେତେ ବଦଳିଯାଇଛି। ସେ ଚାହୁଥିବା ଜୀବନ କେତେ ବଞ୍ଚୁଛି? ଯେଉଁ ଗରୀବ ପରିବାରକୁ ଉଚ୍ଚ ମଧ୍ଯବିତ ପରିବାର କରିବା ପାଇଁ ନିଜର ସବୁ ସୁଖ ସ୍ୱାଚ୍ଛନ୍ଦ୍ୟ କୁ ଭୁଲି ନିଜେ ଜଳି ଜଳି ବାପା ମାଆ ଭାଇ ଙ୍କୁ ସମାଜରେ ଜଣେ ମୁଣ୍ଡ ଟେକି ଚାଲିବାରେ ସକ୍ଷମ କରେଇଛି, ସତରେ ସେ କଣ ତା ମୂଲ୍ଯ ପାଇଛି? ଏତେ ରୋଜଗାର ପରେ ଭଲ ଖାଇବା, ଭଲ ପିନ୍ଧିବାର ଆଶା କଣ ପୂରଣ ହୋଇପାରିଛି?
Tuesday, 4 October 2022
Abolish New Pension System (NPS) and Contractual Appointment Rules 2013
Saturday, 17 September 2022
ଚାକିରୀ ଦେବା ନାଁ ରେ ଠକେଇ - କେତେ ସଚେତନ ଅଭିଭାବକ
ରାଜ୍ୟ ସରକାର ବିଭିନ୍ନ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ଦେଉଛନ୍ତି। ବାରମ୍ବାର ବିଜ୍ଞାପନ ମାଧ୍ୟମରେ ଠକ ଦଲାଲମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଅନୁରୋଧ କରୁଛନ୍ତି। କିନ୍ତୁ ତଥାପି ଠକ ମାନଙ୍କ ସଂଖ୍ଯା କମୁ ନାହିଁ କିମ୍ବା ଲୋଭରେ ଟଙ୍କା ଦେବା ଲୋକଙ୍କ ସଂଖ୍ଯା କମୁ ନାହିଁ।
Thursday, 24 March 2022
ସଚିବାଳୟରେ ଚାକିରୀ : ଅନ୍ୟର ଆଶା ଓ ନିଜର ପାରିବା ପଣିଆ
Monday, 6 December 2021
ପଇସା ଦେଲେ ସରକାରୀ ଚାକିରୀ ମିଳେ କି?
Friday, 12 November 2021
Secretariat needs more ASOs
Saturday, 4 September 2021
God is good : Experience in a Covid Hospital
Sunday, 29 August 2021
Competitive Examination Preparation : Part-2
Wednesday, 25 August 2021
Competitive Examination Preparation : Part -1
Monday, 19 July 2021
Wednesday, 2 June 2021
The last message of a friend before death
Saturday, 29 May 2021
Retirement benefits of a Government Employee - Part 1
Monday, 24 May 2021
ସରକାରୀ କର୍ମଚାରୀ ଙ୍କ କାର୍ଯ୍ୟ ଦକ୍ଷତା
ବର୍ତ୍ତମାନ ପରିସ୍ଥିତିରେ ସରକାରୀ କର୍ମଚାରୀଙ୍କର କାର୍ଯ୍ୟ ଦକ୍ଷତା ପ୍ରତି ସାଧାରଣ ଜନତା ଆଙ୍ଗୁଳି ନିର୍ଦ୍ଦେଶ କରିବାକୁ ସାହସ କରୁଛନ୍ତି। କିନ୍ତୁ ବ୍ୟକ୍ତିଗତ ସ୍ତରରେ କୌଣସି ଅଧିକାରୀ ଠାରୁ ନିଜର ଆଶା ମୁତାବକ ସେବା ନ ପାଇବା ଦ୍ବାରା ସମଗ୍ର ସରକାରୀ କଳକୁ ସେହି ନଜରରେ ମୂଲ୍ୟାୟନ କରିବା କେବେ ମଧ୍ଯ ଠିକ୍ ନୁହେଁ।


.jpeg)







