Showing posts with label OSS. Show all posts
Showing posts with label OSS. Show all posts

Sunday, 5 July 2026

Sad News : Roshan Sethi, DO passed away

 

Roshan Kunar Sethi, (RR 2011)
Desk Officer, Home Department 

ଅତ୍ୟନ୍ତ ଦୁଖଃଦ ଖବର l ଶ୍ରୀ ରୋଶନ କୁମାର ସେଠୀ, ଡେସ୍କ ଅଫିସର 37 ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ପୂର୍ବରୁ ସେ କିଡ଼ନୀ ରୋଗରେ ପୀଡିତ ଥିଲେ। କିଛି ଦିନ ତଳେ ତାଙ୍କର ମା' ଯିଏକି ତାଙ୍କୁ ତାଙ୍କର ଏକ କିଡ଼ନୀ ଦେଇଥିଲେ, ସେ ସ୍ଵର୍ଗାରୋହଣ  କରିଥିଲେ l ଏଇ ଦୁଃଖଦ ସମୟରେ ସେହି ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଉଛି l 🌹🌹🌹