DOB: 19.10.1966, Nayagarh, RR-1992
As reported one ASO namely Swadhin Kumar Biswal (2019 Batch) was missing in Putudi Waterfall, Phulbani since yesterday. But with deep sorrow, we inform you that our dear colleague Sri Biswal has passed away at the age of 33 in that tragic accident.
Sri Prasanta Kumar Mohapatra, Under Secretary to Government, W&CD Department passed away on 12.10.2024 who was suffering from Oral Cancer.
"Our thoughts and prayers go out to the family of Late Mohapatra during this difficult time. Rest in peace.”
May his soul Rest in Peace!!!
This is a matter of great sorrow to say that Susmita Mohapatra, Section Officer, PR&DW Department is no more. May her departed soul rest in peace.
Om Shanti 🙏
We extend our condolences for the loss of following two ex-officers of OSS Cadre.
20.09.2023 : Sad to inform all that Sri Prasant Kumar Acharya, retired as Joint Secretary from Forest & Environment Department in March, 2023 breathed his last this evening after suffering from Cancer for the last couple of years. May his pious soul get complete salvation. Om Shanti.🙏🙏
19.09.2023 : Sad to inform about the unnatural death of Smt. Susmita Minz, Ex-ASO, PR&DW Department who had joined as Assistant Collector, O/o the ADM, Rourkela. Her body was found in the pond of a newly constructed sensory park, Rourkela. May her soul rest in peace. 🙏
ଓଡ଼ିଶା ସଚିବାଳୟ ସେବା ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ବିଶିଷ୍ଟ କର୍ମଚାରୀ ନେତା ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଭିଭାବକ ଆନ୍ଦୋଳନର ସ୍ରଷ୍ଟା ସ୍ବର୍ଗତ ଅକ୍ଷୟ କମାର ମହାକୁଡ଼ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା OSSA HOUSE - II ସଭାଗୃହରେ ଆୟୋଜିତ ହୋଇଥିଲା।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ କର୍ମଚାରୀ ସଂଘର ନେତା ଯୋଗଦେଇ ନିଜର ଅଭିଭାଷଣରେ ସ୍ୱର୍ଗତ ମହାକୁଡ଼ଙ୍କର ସ୍ମ୍ରୁତି ଚାରଣ କରିବା ସହିତ ତାଙ୍କର ସମସାମୟିକ ଅନେକ ସଚିବାଳୟ ସେବାର ଅଧିକାରୀ ଉପସ୍ଥିତ ରହି ନିଜର ଅନୁଭୁତି ସମସ୍ତଙ୍କ ସାମ୍ନାରେ ରଖିଥିଲେ। ଏଥିସହିତ ସଚିବାଳୟ ସେବା ସଂଘର ସଭାପତି ଅଜୟ କୁମାର ସ୍ୱାଇଁ, ଉପ ସଭାପତି ପ୍ରତ୍ୟୁଷ କଅଁର, ସାଧାରଣ ସଂପାଦକ ପ୍ରଜତ୍ନ ବରାଳ ଏବଂ ସଂପାଦକ ଅମିତ ମହାନ୍ତି, ଚିରଞ୍ଜିବୀ ସ୍ୱାଇଁ ଉପସ୍ଥିତ ରହି ସେହି ମହାନ କର୍ମଚାରୀ ନେତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ସଂଘର ଗାରିମା ଅକ୍ଷୁର୍ଣ୍ଣ ରଖିବାକୁ ପ୍ରତିବଦ୍ଧ ବୋଲି ଜଣାଇଥିଲେ। ଉକ୍ତ ସଭାରେ ମଞ୍ଚ ଉପରେ ରହି ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଚିତ୍ତ ରଞ୍ଜନ ହୋତା ସଭା ପରିଚାଳନା କରିବା ସହିତ ନିଜ ବକ୍ତବ୍ଯରେ ଶ୍ରୀ ମହାକୁଡ଼ଙ୍କ ସାଥୀରେ ରହି କାମ କରିବାର ନିଆରା ଅନୁଭୁତି ବର୍ଣ୍ଣନା କରିଥିଲେ। ଶେଷରେ ନୂତନ ଯୁବପିଢ଼ି ଉପରେ ଭରସା ରଖିବା ସହିତ ଆଗକୁ ଅନେକ ଅକ୍ଷୟ ମହାକୁଡ଼ ଜନ୍ମ ନେବାର ସ୍ୱପ୍ନ ଦେଖିଥିଲେ।
ପ୍ରକାଶ ଥାଉ କି ଶ୍ରୀ ମହାକୁଡ଼ ୧୩। ୦୯। ୨୦୧୫ ଦିନ ଏକ ସଡକ ଦୂର୍ଘଟଣାରେ ମାତ୍ର ୫୧ ବୟସରେ ପ୍ରାଣ ହରାଇଥିଲେ।