Showing posts with label Retirement. Show all posts
Showing posts with label Retirement. Show all posts

Saturday, 28 February 2026

Retirement of OSS officers on 28.02.2026

The following OSS officers are going to retire from Government Service on attaining age of superannuation w.e.f. 28.02.2026
  • Smt T. Sujata Rao, Additional Secretary, WR Deptt.
  • Nirmal Kumar Mishra, Joint Secretary, GA&PG Deptt.
  • Kishore kumar Sahoo, Deputy Secretary, FE&CC Deptt.
  • Durga Prasad Soren, Deputy Secretary, GA&PG Deptt.


Thursday, 12 September 2024

Odisha forms selection panel for re-engagement of retired staff

ରାଜ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି। ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ନଜର ଦିଆଯାଇଛି ଏବଂ କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ ହେବ ତାହାର ବିସ୍ତୃତ ଗାଇଡଲାଇନ ଜାରି ହୋଇଛି। ମୁଖ୍ୟ ସଚିବ ଅଧ୍ୟକ୍ଷ, ଜିଏ ସଚିବ, ଅର୍ଥ ସଚିବ କମିଟି ସଦସ୍ୟକୁ ନେଇ ଗଠିତ  ଉଚ୍ଚସ୍ତରୀୟ କମିଟି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚୟନ କରିବେ।
ଏଥି ସହିତ ସାଧାରଣ ପ୍ରଶାସନ ବିଭାଗ ତରଫରୁ ପୂର୍ବରୁ ଜାରି ସଂକଳ୍ପ ସଂଖ୍ୟା ୨୩୭୫୦ ତା୨୭.୦୮.୨୦୧୪ ରିଖ କୁ ଖାରଜ କରିବା ପାଇଁ ନିଷ୍ପତି ନିଆଯାଇଛି ।