Showing posts with label OSTI. Show all posts
Showing posts with label OSTI. Show all posts

Tuesday, 11 August 2026

Final Exam of 6th Batch Induction Training ASO Trainees (RR 2021) at OSTI

The ASO Trainees (RR 2021) are appearing final examination of 6th Batch Induction Training at Odisha Secretariat Training Institute (OSTI) from today for four days. As per programme the result will be published on 20th August and the valedictory function will be held on 21st August, 2026.




Wednesday, 8 April 2026

Induction Training of 5th Batch ASOs (OPSC 2021) Training concluded

The Induction Training of 5th Batch Assistant Section Officers (OPSC 2021) concluded on 7th April, 2026. 

Relieve Order : 273 Dt.07.04.2026 (PDF)

A total of 70 ASOs have successfully completed their training at new building Odisha Secretariat Training Institute (OSTI), Bhubaneswar which was started from 16.12.2025. In addition to the regular classroom teaching, the trainees had study visit to Kandhamal, Boudh, Balasore & Bhadrak Districts. Besides, they had one day visit to Odisha Legislative Assembly for experience on day to day rules of business.

Departmental Examination :

The Department Examination was conducted on 20th, 23rd, 24th & 25th March as a part of this Training and 68 ASOs have passed with more than 75% marks.


Saturday, 21 March 2026

Final Examination of 5th Batch Induction Trainee ASOs started

Final Examination of 5th Batch Induction Trainee ASOs has been started. A total of 70 ASOs recruited during 2024 are appearing the exam which is scheduled on 20th, 23rd, 24th and 25th of this month as a part of Induction Training. 

This batch was started from 16.12.2025 in the new building of Odisha Secretariat Training Institute (OSTI)



Friday, 19 December 2025

Valedictory Function of 4th Batch ASO Induction Trainees at OSTI

ଓଡ଼ିଶା ସଚିବାଳୟର ଚତୁର୍ଥ ବ୍ୟାଚ (OPSC 2021
ସହାୟକ ଉପବିଭାଗ ଅଧିକାରୀମାନଙ୍କ ପ୍ରଶିକ୍ଷଣ ଶେଷ 

ଅଶୋକ ନଗର ସ୍ଥିତ ଓଡ଼ିଶା ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନ (OSTI)ର ନବନିର୍ମିତ ଅଟ୍ଟାଳିକାରେ ଗତ ତା.୧୫.୧୨.୨୦୨୫ ରିଖ ଦିନ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଓଡ଼ିଶା ସଚିବାଳୟର ଚତୁର୍ଥ ବ୍ୟାଚ (Induction Training OPSC 2021) ର ୪୪ଜଣ ସହାୟକ ଉପବିଭାଗ ଅଧିକାରୀ (ପ୍ରଶିକ୍ଷାର୍ଥୀ) ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଏହି ପ୍ରଶିକ୍ଷାର୍ଥମାନେ ୨୬.୦୫.୨୦୨୫ ଠାରୁ ୨୪.୦୯.୨୦୨୫ ପର୍ଯ୍ୟନ୍ତ ତୋଷାଳୀ ଭବନ ଠାରେ ଅସ୍ଥାୟୀ କ୍ୟାମ୍ପସରେ ପ୍ରଶିକ୍ଷଣ ନେଇଥିଲେ । ତେବେ OSTI ର ନୂତନ କ୍ୟାମ୍ପସରେ ପ୍ରଥମ କାର୍ଯକ୍ରମ ଭାବେ ଏହି ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଏହି ଅଟ୍ଟାଳିକା ଓଡ଼ିଶା ରାଜ୍ୟ ପୋଲିସ୍ ଗୃହନିର୍ମାଣ ଓ କଲ୍ୟାଣ ନିଗମ ଦ୍ଵାରା ପ୍ରାୟ ୧୨.୫ କୋଟି ଟଙ୍କାରେ ନିର୍ମାଣ କରାଯାଇଛି । ଉପରୋକ୍ତ କାର୍ଯକ୍ରମ ରେ ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ମୂଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପ୍ରଣତି ଛୋଟରାୟ ଏବଂ ଓଡିଶା ପୋଲିସ ଗୃହନିର୍ମାଣ ଓ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ମହୋଦୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ୪୪ ଜଣ ସହାୟକ ଉପବିଭାଗ ଅଧିକାରୀଙ୍କ ସହିତ ସ୍ୱରାଷ୍ଟ୍ର ବିଭାଗର ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗର କିଛି ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଅନୁଷ୍ଠାନର ପ୍ରିନସିପାଲ ତଥା ଯୁଗ୍ମ ଶାସନ ସଚିବ ଶ୍ରୀ ମନୋଜ କୁମାର ଷଡଙ୍ଗୀ ସଭା ପରିଚାଳନା କରିଥିଲେ ଏବଂ ଶେଷରେ ଅଧ୍ୟାପକ ତଥା ଉପଶାସନ ସଚିବ  ଶ୍ରୀ ତରୁଣ କୁମାର ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। 

















Friday, 19 September 2025

Plantation at OSTI : Ek Ped Maa ke Naam

 

ରାଜ୍ୟ ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନ (OSTI) ର ନୂତନ ଅଟ୍ଟାଳିକା ପରିସରରେ  "ଏକ ପେଡ୍ ମା କେ ନାମ୍ " ଉପଲକ୍ଷେ ବୃକ୍ଷରୋପଣ  କରାଯାଇଅଛି। ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ତରୁଣ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । 

Sunday, 24 August 2025

Study tour of 4th Batch ASO Trainees

As a part of Induction Training at OSTI, the 4th batch ASOs have undergone study Tour to the District of Kalahandi and Nuapada during 19-23 August, 2025.







Tuesday, 22 July 2025

4th Batch ASO Trainees visit Odisha Assembly

ଓଡ଼ିଶା ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନର ଚତୁର୍ଥ ବ୍ୟାଚ୍ ସହାୟକ ଉପବିଭାଗ ଅଧିକାରୀ ଗତ ୨୧.୦୭.୨୦୨୫ ତାରିଖ ରେ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ବିଧାନସଭା ଅଧିବେଶନ ସମୟରେ ପ୍ରଶ୍ନୋତ୍ତର ତଥା ଅନ୍ୟାନ୍ୟ ବିଷୟରେ ବିଭାଗ ତରଫରୁ ତଥ୍ୟ ପ୍ରସ୍ତୁତିରେ ଏମାନେ ବିଶେଷ ଭୂମିକା ତୁଲାଇଥାନ୍ତି। ତେଣୁ ଉପରୋକ୍ତ ପ୍ରଶିକ୍ଷଣ ସମୟରେ ଏହି ପରିଦର୍ଶନର ଅନୁଭବ ଉପରୋକ୍ତ ସହାୟକ ଉପବିଭାଗ ଅଧିକାରୀଙ୍କୁ ବିଶେଷ ସହାୟକ ହେବ ।

ଇତ୍ୟବସରରେ ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମହୋଦୟାଙ୍କ ସହିତ ସୌଜନ୍ୟ ମୂଳକ ଆଲୋଚନା ହୋଇଥିଲା ।