ରାଜ୍ଯରେ ଧାନ ଓ ଚାଉଳ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ସୁପରିଚାଳିତ କରିବା ପାଇଁ କ୍ଯାବିନେଟ୍ ବୈଠକରେ ‘ଖାଦ୍ୟ ଓ ସଂଗ୍ରହଣ ନୀତି, ୨୦୨୨-୨୩’ ମଞ୍ଜୁର ହୋଇଛି। ଉଭୟ ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବେ ଧାନ ସଂଗ୍ରହ ହେବାକୁଥିବା ବେଳେ ଏହି ପ୍ରକ୍ରିୟାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯାଇଛି।
No comments:
Post a Comment