ଆଜିର ସେମିଫାଇନାଲ ମ୍ୟାଚରେ ଉଚ୍ଚଶିକ୍ଷା ବିଭାଗ ୩-୨ ଗୋଲରେ ପଞ୍ଚାୟତିରାଜ ବିଭାଗ କୁ ପରାସ୍ତ କରିଥିବା ବେଳେ ମତ୍ସ୍ୟ ଓ ପଶୁପାଳନ ବିଭାଗ ୩-୧ ଗୋଲରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପରାସ୍ତ କରିଛି।
ଫଳରେ ଆସନ୍ତା ୧୬। ୯। ୨୦୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚରେ ଉଚ୍ଚଶିକ୍ଷା ବିଭାଗ, ମତ୍ସ୍ୟ ଓ ପଶୁପାଳନ ବିଭାଗକୁ ଭେଟିବ । ସେହିପରି ପଞ୍ଚାୟତିରାଜ ବିଭାଗ ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟରେ ତ୍ରୁତୀୟ ସ୍ଥାନ ପାଇଁ ଲଢେଇ ହେବ।
No comments:
Post a Comment