Pages
- Home
- About Us
- Secretariat
- Departments
- Assembly
- 7th PAY
- G.I.S.
- DA/DR
- NPS
- GA Quarter
- OSSA
- HOLIDAYS
- ASO EXAM-2021
- Recruitment Rules
- Restructuring
- Gradation List
- Promotion
- Retirement
- Vacancy
- OSS - 2024
- OSS Officers
- O.S.T.I. ::::::
- Introduction
- Faculties
- Guest Faculty
- Training Calendar
- Study Tour
- Group Photo
- Trainees
- OSTI Notifications
- OTHERS ::::::
- PA/PS Cadre
- Typist Cadre
- DEO Cadre
- GENERAL ELECTION 2024
Showing posts with label Sports. Show all posts
Showing posts with label Sports. Show all posts
Sunday, 17 November 2024
Friday, 15 November 2024
Closing Day of Odisha Secretariat Chess Championship 2024
Odisha Secretariat Chess Association
-----
Secretariat Chess Championship 2024
(11-14 November @ OSSA Bhawan)
(Final Match: Top 2 Players of the Tournament) |
2. Panchanan Nayak1. Jagannath Das4. P Sriram Prasad3. Ranjan Meher6. Surendra Pradhan5. Krupasindhu Mallick8. Satya P Mandal7. Swosti Swarup Swain10. Tapas Das9. Madhav Chandra Mishra
Tuesday, 12 November 2024
Thursday, 31 October 2024
Sunday, 22 September 2024
One-Day Cricket Tournament organised by Cultural Association of Tourism Deptt.
A friendly cricket tournament was organised by Cultural Association of Tourism Department at Vikash Institute Ground today (22.09.2024) among four teams of Odisha Secretariat.
- Team Kharavela : 2024 Batch
- Team Lokseva : 2019 Batch
- Team Sachivalaya : 2016 Batch
- Team Paryatan : Tourism Department
Final match of this tournament could not be played due to rain. Hence 2024 batch and 2016 batch were declared as joint winners. The team of 2019 batch and tourism department ranked 3rd and 4th position respectively.
Saturday, 31 August 2024
OSEAA Football Cup - 2024 : Finance Department Champion
ସଚିବାଳୟ ମିନି ଷ୍ଟାଡୟମରେ ଗତ ଜୁଲାଇ,୩୧ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃ ବିଭାଗୀୟ 5-A Side ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା ସଚିବାଳୟ ଏମ୍ପ୍ଲୟିସ ଆଥଲେଟିକ୍ ଆସୋସିଏସନ୍ ଦ୍ଵାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଅର୍ଥ ବିଭାଗ ଚମ୍ପିୟାନ ହୋଇଥିଲା ବେଳେ STSC ବିଭାଗ ଉପବିଜେତା ହୋଇଥିଲା। ସେହିପରି ଅନ୍ୟ ଏକ ମ୍ୟାଚ୍ ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତାର ବିପକ୍ଷରେ ପଞ୍ଚାୟତିରାଜ ବିଭାଗକୁ ହରାଇ ତୃତୀୟ ସ୍ଥାନ ହାସଲ କରିଥିଲା।
ଭରପୁର ଦର୍ଶକ ଙ୍କ ଉପସ୍ଥିତିରେ ଏକ ରୋମାଞ୍ଚକର ଫ୍ଲଡଲାଇଟ ଫାଇନାଲ ମ୍ୟାଚ୍ ଦେଖିବାକୁ ମିଳିଥିଲା । ସେହିପରି ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଅବକାରୀ, ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରୁଥିରାଜ୍ ହରିଚନ୍ଦନ ଏଵଂ ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ଗୋଲକ ବିହାରୀ ମହାପାତ୍ର, ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ସତ୍ୟବ୍ରତ ରାଉତ ତଥା ୟୁକୋ ବ୍ୟାଙ୍କ ଜୋନାଲ ମୁଖ୍ୟ ଶ୍ରୀ ଚିନ୍ମୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।
FINANCE DEPARTMENT
CHAMPION
STSC DEV. DEPARTMENT
RUNNERS UP
SCHOOL & MASS EDN. DEPARTMENT
THIRD PLACE
PHOTO GALLERY 👇
(Click the photos for better view)
Monday, 22 July 2024
Biju Patnaik Sports Award shall continue to remain in force
Notification No. 23791 Dt.23.07.2024
Notification No.23641 Dt.19.07.2024
(Withdrawn)
Notification No.13676 Dt.05.06.2023
Thursday, 2 May 2024
Food Supply Department (Men) and Rainbow (Women) team Volleyball Champion
01.05.2024 : Food Supply & Consumer Welfare Department (Men Team) became Champion of Volleyball Tournament 2024 by defeating GA& PG Department by 2-1.
Similarly Rainbow (Women team) defeated FS&CW Department by 2-1 and became champion of Throw Ball Tournament.
Wednesday, 1 May 2024
Volleyball Tournament 2024 : FINAL MATCH
ସଚିବାଳୟ ମିନି ଷ୍ଟାଡିୟମରେ ଆୟୋଜିତ ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆଜି ତା.୦୧.୦୫.୨୦୨୪ ରିଖରେ ଅନୁଷ୍ଠିତ ହେବ। ଏଥିରେ ପ୍ରଥମ ସେମିଫାଇନାଲ ବିଜେତା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତାର ପ୍ରତିଦ୍ୱନ୍ଦ୍ୱୀ ତଥା ଦ୍ୱିତୀୟ ସେମିଫାଇନାଲ ବିଜେତା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ କୁ ଭେଟିବ।
ସେହିପରି ଥ୍ରୋ-ବଲର (ମହିଳା) ଫାଇନାଲ ମ୍ୟାଚ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ରେନ୍-ବୋ ଦଳ ସହିତ ଖେଳାଯିବ।
Saturday, 6 April 2024
Volleyball Tournament : 2024
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସାଂସ୍କୃତିକ ପରିଷଦ ଦ୍ବାରା ତା ୦୩। ୦୪। ୨୦୨୪ ରିଖ ଠାରୁ ଆନ୍ଃବିଭାଗୀୟ ଭଲିବଲ ପ୍ରତିଯୋଗୀତା ଆୟୋଜନ କରାଯାଇଛି। ଏଥିରେ ମୋଟ ୨୪ଟି ଭାଗ ନେଉଥିବାବେଳେ ୪ଟି ଗ୍ରୁପ ରେ ବିଭକ୍ତ ହୋଇ ଖେଳୁଛନ୍ତି। ସେହିପରି ୫ଟି ମହିଳା ଦଳକୁ ନେଇ ଥ୍ରୋ-ବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି।
ସଚିବାଳୟ ମିନି ଷ୍ଟାଡିୟମରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଗୁଡିକ ଦୁଇଟି କୋର୍ଟ ରେ ସଂଧ୍ଯା ୫:୩୦ ଘଟିକାରୁ ୮:୦୦ ଘଟିକା ପର୍ୟ୍ଯନ୍ତ ଖେଳା ଯାଉଛି।
ମ୍ୟାଚର ସବିଶେଷ ଫଳାଫଳ ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ। MATCH RESULTS
Friday, 15 March 2024
Odisha Secretariat Rapid Chess Tournament
Odisha State Secretariat Chess Association
Organises
RAPID CHESS TOURNAMENT
20-22 March, 2024
@
OSSA-II, Behind Rajiv Bhawan
-------------
REGISTRATION
Open till 12:00PM, 19.03.2024
-------------
CONTACT
9090348306 / 9040634738
Monday, 4 March 2024
Wednesday, 21 February 2024
All India Civil Services Chess Tournament 2023-24 @ Goa
Manohar Parikar Indoor Stadium,
Navelim, Salcete, Goa
20-28 February, 2024
RSB Bhubaneswar & Odisha Team
Odisha Team
Best wishes to the participants from Odisha Secretariat... All the best.
Tuesday, 20 February 2024
14th Secretariat Open Badminton Tournament : Applications invited
Odisha State Secretariat Badminton Association is going to organise 14th Secretariat Open Badminton Tournament (Team Championship) from 16th-17th March, 2024 at Biju Pattnaik Indoor Stadium, Pokhariput, Bhubaneswar.
Interested participants may send their willingness to the Association by 7th March, 2024.
RULES & REGULATIONS
Thursday, 11 January 2024
Higher Cup Cricket Tournament 2023 : Fisheries Department Champion
ଦୀର୍ଘ ଏକ ମାସ ଧରି ଚାଲିଥିବା ସଚିବାଳୟ ଆନ୍ତଃ ବିଭାଗୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି।
ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ରେ ଟସ୍ ଜିତି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଫିଲ୍ଡି କରିବାକୁ ନିଷ୍ପତ୍ତି ନେଇଥିଲା ।ଉଚ୍ଚ ଶିକ୍ଷା ବିଭାଗ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧରିତ ୧୦ ଓଭରରେ ୮ ଉଇକେଟ ହରାଇ ୯୬ ରନ କରିଥିଲା। ଏହାର ଜବାବରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ୯.୨ ଓଭର ରେ ମାତ୍ର ୩ଟି ଉଇକେଟ୍ ହରାଇ ଆବଶ୍ୟକ ୯୭ ରନ ହାସଲ କରିପାରିଥିଲା ।
For details click here : CRICKHEROES
Subscribe to:
Posts (Atom)