Showing posts with label Sports. Show all posts
Showing posts with label Sports. Show all posts

Tuesday, 25 March 2025

15th Secretariat Open Badminton Tournament 2025

15th Secretariat Open Badminton Tournament 
22nd & 23rd March, 2025
Govt. Indoor Hall, Old DSYS Building, Nayapalli, Bhubaneswar

Organised By :
Odisha State Secretariat Badminton Association (OSSBA) 


Swetambar Nayak (SO, GAPG)
Champion: Men's Singles category


Motilal Kalo (SO, PE)
Runners Up : Men's Singles category


Men's Doubles category
Champion : Runtu Sahoo (SO, S&ME) & Rajesh Dash (DEO, Law) 
Runners Up : Swetambar Nayak (SO, GAPG) & Motilal Kalo (SO, PE) 

Saturday, 22 March 2025

Home Intercup Cricket 2025 : GA&PG Department Champion

ସଚିବାଳୟ ମିନି ଷ୍ଟାଡିୟମ ରେ ଚାଲିଥିବା ଆନ୍ତଃ ବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ  (Home Intercup Cricket Tournament 2025) ରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଟାଇଟଲ ହାସଲ କରିଥିବା ବେଳେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ରନର୍ସ ଅପ ହୋଇଅଛି । 

ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (GA&PG) ବିଭାଗ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଏହା ୧୦ ଓଭରରେ ୩ ୱିକେଟ ହରାଇ ୧୦୦ ରନ୍ କରିଥିଲା । ଜବାବରେ ମତ୍ସ୍ୟ ଓ ପଶୁସମ୍ପଦ (F&ARD) ବିଭାଗ ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ ହରାଇ ୯୫ ରନ କରିବାକୁ ସକ୍ଷମ ହୋଇଥିଲା । ଶେଷ ଓଭରରେ ସୁନ୍ଦର ବୋଲିଂ ପାଇଁ ଅଜୟ (GA&PG) ଙ୍କୁ ମ୍ୟାନ ଅଫ ଦି ମ୍ୟାଚ କରାଯାଇଥିଲା । ସେହିପରି ମନୋଜ (GA&PG) ଙ୍କୁ ପ୍ଲେୟାର ଅଫ ଡି ଟୁର୍ନାମେଣ୍ଟ ଘୋଷଣା କରିଯାଇଥିଲା । 

Saturday, 15 March 2025

Home Inter-Cup Cricket Tournament 2025 : 16 teams enter Pre-Quarter Final

ସଚିବାଳୟ ମିନି ଷ୍ଟାଡିୟମ ରେ ଚାଲିଥିବା ଆନ୍ତଃ ବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ  (Home Intercup Cricket Tournament 2025) ର ଲିଗ ପର୍ଯ୍ୟାୟ ମ୍ୟାଚ ଗୁଡିକ ସମାପ୍ତ ହୋଇ ଯାଇଛି । ଏଥିରେ ମୋଟ ୪୦ ଟି ବିଭାଗ ୮ ଟି ଗ୍ରୁପ ରେ ବିଭକ୍ତ ହୋଇ ପରସ୍ପରକୁ ଲିଗ ପର୍ଯ୍ୟାୟରେ ଭେଟିଥିଲେ । ପ୍ରତି ଗ୍ରୁପରୁ ଶ୍ରେଷ୍ଠ ଦୁଇଟି ଲେଖାଏ ଦଳ ପ୍ରି-କ୍ୱାର୍ଟର ମ୍ୟାଚ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । 

A1 : ମହିଳା ଓ ଶିଶୁ ବିକାଶ ବିଭାଗ   A2 : ଯୋଜନା ଓ ସମନ୍ବୟ ବିଭାଗ 
B1 : ଶକ୍ତି ବିଭାଗ   B2 : ସ୍ଵରାଷ୍ଟ୍ର (ନିର୍ବାଚନ) ବିଭାଗ
C1 : ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ   C2 :  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ  
D1 : ସ୍ଵରାଷ୍ଟ୍ର (Emerging) ବିଭାଗ   D2 : ସଂସଦୀୟ ବ୍ୟାପାର  ବିଭାଗ 
E1 : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ   E2 : ପଞ୍ଚାୟତିରାଜ ଓ ପାନୀୟ ଜଳ  ବିଭାଗ 
F1 : ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ   F2 : ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ 
G1 : ସ୍ଵରାଷ୍ଟ୍ର (Legends) ବିଭାଗ   G2 : ଲୋକାୟୁକ୍ତ  ବିଭାଗ 
H1 : ଗୃହ ଓ ନଗର ଉନ୍ନୟନ ବିଭାଗ   H2 : ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ 

PRE-QUARTER FINAL
SL DATE TEAM1 TEAM2
1 17 March, 2025 A1 : W&CD
H2 : R&DM
5 17 March, 2025 C1 : F&ARD
F2 : L&ESI
3 17 March, 2025 B1 : ENERGY
G2 : LOKAYUKTA
4 17 March, 2025 B2 : HOME-ELECTION
G1 : HOME-LEGENDS
2 18 March, 2025 A2 : P&C
H1 : H&UD
6 18 March, 2025 C2 : SD&TE
F1 : GA&PG
7 18 March, 2025 D1 : HOME-EMERGING
E2 : PR&DW
8 18 March, 2025 D2 : PA
E1 : SSEPD

CLICK BELOW LINK

Sunday, 16 February 2025

FIH Hockey PRO League 2024-25

 

India - Ireland - Netherland
England - Spain - Germany

(Men & Women)

BOOK TICKETS FREE OF COST @ https://ticketgenie.in/


Thursday, 13 February 2025

Panchayati Raj Department Champion: Carrom Tournament

3rd Inter Departmental Carrom Tournament 2024
ST&SC Development Department Cultural Association 







Wednesday, 12 February 2025

Food Supply Department (Men & Women) Champion

K N Cup 2025
Inter Departmental Volleyball (Men) & Throwball (Women) Tournament 2025








Tuesday, 11 February 2025

Inter Departmental Volleyball (Men) & Throw Ball (Women) Tournament 2025

ସଚିବାଳୟ ମିନି ଷ୍ଟାଡିୟମରେ ଚାଲିଥିବା ଆନ୍ତଃ ବିଭାଗୀୟ ଭଲିବଲ ପ୍ରତିଯୋଗୀତାର ଫାଇନାଲ ମ୍ୟାଚ୍ ଆସନ୍ତାକାଲି ତା.୧୧.୦୨.୨୦୨୫ରିଖ ଦିନ ଖେଳାଯିବ । ଏଥିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ (FS&CW) ବିଭାଗ ବିପକ୍ଷରେ ସାଧାରଣ ପ୍ରଶାସନ ବିଭାଗ ଓ ସାଧାରଣ ଅଭିଯୋଗ (GA&PG) ବିଭାଗ ଖେଳିବ ।

Dt.11.02.2025
FINAL MATCH
FS&CW Vs GA&PG

ଆଜିର ପ୍ରଥମ ସେମିଫାଇନାଲ ମ୍ୟାଚ୍ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ (FS&CW) ବିଭାଗ 25-12, 25-15 ସେଟ୍ ରେ ସୂଚନା ଓ ଲୋକସମ୍ପର୍କ (I&PR) ବିଭାଗକୁ ହରାଇଥିଲା ବେଳେ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ସାଧାରଣ ପ୍ରଶାସନ ବିଭାଗ ଓ ସାଧାରଣ ଅଭିଯୋଗ (GA&PG) ବିଭାଗ - ସେଟ୍ ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗକୁ ହରାଇଥିଲା ।

Tuesday, 28 January 2025

Inauguration ceremony of 3rd Inter Departmental Carrom Tournament

The inauguration ceremony of 3rd Inter Departmental Carrom Tournament 2025 was held on 27.01.2025 at OSSA-II Campus. The tournament is being organised by ST&SC Development Department Cultural Association and the same will continue till 14th February. 

Click here for the schedule of Matches 












Sunday, 26 January 2025

3rd Inter Departmental Carrom Tournament

Third Inter Departmental Carrom Tournament 
27 January - 14 February, 2025
Venue  : OSSA - II Campus, Near Rajib Bhawan 
----
Organised By
ST & SC Development Department 

Schedule of Matches

Friday, 15 November 2024

Closing Day of Odisha Secretariat Chess Championship 2024

Odisha Secretariat Chess Association 
-----
Secretariat Chess Championship 2024
(11-14 November @ OSSA Bhawan)

(Final Match: Top 2 Players of the Tournament)





(Photo : Top 10 players with Chief Guest)

1. Jagannath Das
2. Panchanan Nayak
3. Ranjan Meher
4. P Sriram Prasad
5. Krupasindhu Mallick
6. Surendra Pradhan
7. Swosti Swarup Swain
8. Satya P Mandal
9. Madhav Chandra Mishra
10. Tapas Das