ରାଜ୍ଯରେ ବେସାମରିକ ସେବା ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ‘ଓଡ଼ିଶା ବେସାମରିକ ସେବା ନିୟମାବଳୀ-୧୯୯୧’ର ସଂଶୋଧନକୁ ଓଡ଼ିଶା କ୍ଯାବିନେଟ୍ ମଞ୍ଜୁର କରିଛି। UPSC ଢାଞ୍ଚାରେ OPSC ପରୀକ୍ଷା ଆୟୋଜନ କରିବାକୁ ଏଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଓଡ଼ିଆ ଭାଷାର ପ୍ରଗତି ସହ ଓଡ଼ିଶା ବେସାମରିକ ସେବା ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କ୍ଯାବିନେଟ୍ ବୈଠକରେ ‘ଓଡ଼ିଶା ବେସାମରିକ ସେବା ନିୟମାବଳୀ-୨୦୨୨’ର ପ୍ରଣୟନକୁ ମଞ୍ଜୁରୀ ମିଳିଛି। ଏହାଦ୍ଵାରା ପ୍ରାର୍ଥୀମାନେ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବା ସହ ସାକ୍ଷାତକାରରେ ମଧ୍ୟ ଭାଷା ଚୟନର ସୁବିଧା ପାଇବେ।
Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- Reference Books
- ELECTION 2024
- 8th CPC
- 7th PAY
- DA/DR
- OPS/NPS/UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- GIS Advance
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
Pages
Subscribe to:
Post Comments (Atom)





No comments:
Post a Comment