Saturday 17 September 2022

PRDW Football Cup 2022 : Fisheries & ARD Champion :



ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଆୟୋଜିତ ଆନ୍ତଃବିଭାଗୀୟ ଫୁଟବଲ କପ୍ ୨୦୨୨ ର ଉଦ୍ ଯାପନୀ ଦିବସରେ ମୁଖ୍ୟ ଅତଥିଭାବେ ମାନ୍ୟବର ମନ୍ତ୍ରୀ ପଞ୍ଚାୟତି ରାଜ ଓ ପାନୀୟ ଜଳ, ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗଦାନ କରିଥିଲେ। 
ଫାଇନାଲ ମ୍ୟାଚରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ 1-0 ଗୋଲ ରେ ଉଚ୍ଚ ଶିକ୍ଷା ବିଭାଗକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା। ସେହିପରି ତ୍ରୁତୀୟ ସ୍ଥାନ ପାଇଁ ହୋଇଥିବା ଲଢେଇରେ ରାଜସ୍ବ ବିଭାଗ 4-0 ଗୋଲ ରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ କୁ ପରାସ୍ତ କରିଥିଲା।

No comments: