Showing posts with label Recruitment. Show all posts
Showing posts with label Recruitment. Show all posts

Monday, 11 September 2023

Online application for Junior Teacher (Schematic) starts from 13th September

୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ସୂଚନା
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓସେପା ୱେବସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। ଓସେପାର ୱେବସାଇଟ୍ (osepa.odisha.gov.in)ରେ ଆଶାୟୀମାନେ ଆବେଦନ କରିବେ।

ବିଭାଗ ଅଧୀନରେ ହେବାକୁ ଥିବା ଏହି ୨୦ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯିବ।

କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକ (ସିମାଟିକ୍‌)ଙ୍କୁ ନିଯୁକ୍ତି ଦିଆଯିବ। 

ଓସେପାରେ ୱେବସାଇଟ୍‌ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍‌, କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି। 
ଏହା ବ୍ୟତୀତ ଅନ୍ୟକୌଣସି ମାଧ୍ୟମରେ ଆବେଦନକୁ ସ୍ୱୀକାର କରାଯିବ ନାହିଁ।
 
ଆଶାୟୀମାନେ ଉପଯୁକ୍ତ ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ। ଏହା ପରେ  ଆବଶ୍ୟକ ତଥ୍ୟ ଅପଲୋଡ୍ କରି ଆବେଦନ କରିବେ। 
ଅନଲାଇନରେ ଆବେଦନ ଜନିତ କୌଣସି ସମସ୍ୟା ଦେଖାଦେଲେ ଆଶାୟୀମାନେ ହେଲ୍ପଡେସ୍କ୍‌ ନମ୍ବର: ୭୩୫୩୯-୨୭୭୭୯ ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ।    # Twitter_inprodisha

Saturday, 10 June 2023

New JEAs will join very soon


JUNIOR EXECUTIVE ASSISTANT (JEA)

Result of Computer Skill Test has been published by OSSC and 91 candidates has been called for document verification scheduled on 12.06.2023.

It is to mention here that advertisement was published for 130 posts but sufficient candidates could not qualify computer skill Test. OSSC conducted computer skill test in three phases. But only 91 candidates found eligible. List of selected candidates. PDF

Candidates can download admission letter from 07.06.2023 onwards. Also Bio Data cum Attestation Form is available in OSSC Website. Attestation Form. PDF

ASSISTANT SECTION OFFICER (ASO) 

All are waiting for....... 

Both the candidates selected under sectional cuttoff  and the candidates with hope for selection under aggregate mark basis are waiting for a conclusion. Hope for a happy ending of this legal issue. 

# The previous article regarding ASO posted here was personal opinion / general expectation only. Plz ignore. 

Thursday, 22 September 2022

Orientation Program for newly recruited VAS, LI & JFTA

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନବନିଯୁକ୍ତ ୮୦୪ କର୍ମଚାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 5T ମନ୍ତ୍ର ଆଧାରରେ ତୃଣମୂଳସ୍ତରରେ ପରିବର୍ତ୍ତନ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି। ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ର ଗ୍ରାମାଞ୍ଚଳରେ ଅଭିବୃଦ୍ଧିର ଇଞ୍ଜିନ୍ ବୋଲି ସେ କହିଛନ୍ତି। ରାଜ୍ଯର ଗ୍ରାମାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନୂତନ ଭାବେ ନିଯୁକ୍ତ ହୋଇଛନ୍ତି।

Friday, 22 October 2021

Cut-Off Marks and Answer Key of OCS Examination 2019

 
ODISHA CIVIL SERVICES EXAMINATION 2019
--------
Recently, whole recruitment process for OCS-2019 has been completed with publication of Final recommendation list of 153 Candidates by OPSC. To maintain transparency, the Cut Off Marks, Answer Keys and Individual Marks in all examinations has been uploaded in Commission's website. 

Monday, 11 October 2021

Who will conduct Secretariat ASO Examination ? OPSC or OSSC

ରାଜ୍ୟ ସଚିବାଳୟ ର ଏଏସ୍ଓ ପଦବୀ ପାଇଁ ଏବେ ସମସ୍ତେ ଏକ ପ୍ରକାର ବ୍ୟଗ୍ରତା ଭିତରେ ଥିବା ବେଳେ କିଛି କିଛି ରୋଚକ ଖବର ଆଶାୟୀ ପରୀକ୍ଷାର୍ଥୀ ମାନଙ୍କୁ ହତୋତ୍ସାହିତ କରୁଛି। 
ନିକଟରେ କିଛି ଗୁଜବ ଭାଇରାଲ ହେଉଛି ଯେ, OPSC  ଆଉ ASO  ପରୀକ୍ଷା କରିବ ନାହିଁ। ଏହା ୪୨୦୦ ଗ୍ରେଡ ପେ ହୋଇଥିବାରୁ,  OSSC  ପରୀକ୍ଷା ପରିଚାଳନା କରିବ। ଏଥିପାଇଁ କୁଆଡେ OPSC,  Home Department  କୁ ଚିଠି କରିଛି। 

Monday, 27 September 2021

Eligibility for OPSC ASO application: Regarding Age relaxation

Some of the readers are in doubt regarding age relaxation of General Candidates. As we know, there are so many Court cases in every recruitments and major part of them are about age relaxation. 

Friday, 24 September 2021

OSSSC to conduct Combined Recruitment Examination for 2841 Group-C posts

Odisha Sub-Ordinate Staff Selection Commission (OSSSC) is going to conduct Combined Recruitment Examination for District / Division Cadre 2841 Group-C posts of Statistical Field Surveyor, Assistant Revenue Inspector, Amin, Forest Guard & Excise Constable. Online application will be available from 1-21 October, 2021.