Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- Reference Books
- ELECTION 2024
- 8th CPC
- 7th PAY
- DA/DR
- OPS
- NPS
- UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- GIS Advance
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
Pages
Thursday, 11 June 2026
Wednesday, 11 December 2024
ଦଲାଲଙ୍କ କବଳରେ ଚାକିରୀ ଆଶାୟୀ
ଟଙ୍କା ବଦଳରେ ଚାକିରୀ ଦେବାକୁ କହି ଗ୍ରାମାଞ୍ଚଳରେ ବୁଲୁଥିବା କିଛି ଦଲାଲଙ୍କ ହାବୁଡ଼ରେ ପଡ଼ିଥିବା ଗୋଟିଏ ଉଦାହରଣ ।
ନିଯୁକ୍ତି ପତ୍ର ଦେଲା ପରେ ଟଙ୍କା ନେବି କହି କିଛି ଦିନ ତଳେ କେବଳ କାଗଜ ପତ୍ର ନେଇଥିବା ଦଲାଲ ଟି ଏମିତି ଏକ ମିଛ ଚିଠି ପ୍ରସ୍ତୁତ କରିଛି ଏବଂ ଚାକିରୀ ଆଶାୟୀ ଠାରୁ ଅର୍ଥ ଦାବି କରୁଛି ।
ଗ୍ରାମାଞ୍ଚଳରେ କିଛି ପିଲ ଏ ବିଷୟରେ ଜାଣିବାର କିଛି ବି ସୁବିଧା ନ ପାଇ ଏବଂ କିଛି ଅନୁସନ୍ଧାନ ନ କରି ଦଲାଲକୁ ଟଙ୍କା ଦେଇ ଦିଅନ୍ତି ।
ବିନା ବିଜ୍ଞାପନ ଅଥବା ପରୀକ୍ଷା ଦ୍ଵାରା ସରକାରୀ ଚାକିରୀ ମିଳେ ନାହିଁ।
ଜଣ ହିତରେ ଜାରୀ ।
Wednesday, 26 June 2024
Tentative Answer Key : OSSC CGLRE - 2023 (Preliminary)
Tentative Answer Key
OSSC
Combined Graduate Level Recruitment Examination 2023
Examination Dt.23.06.2024 (Sunday)
Tuesday, 25 June 2024
OSSC CGL (Preliminary ) Examination 2023 : Tentative Answer Key
The OSSC CGL (Preliminary) Examination - 2023 was conducted by the Odisha Staff Selection Commission on 23rd June 2024 for filling up of 539 posts of different Departments.
Vacancy: 539 POSTS
Exam Pattern: 150 Questions / 150 Marks / 150 Minutes
Negative Marking: @ 0.25 Marks per question
Question Paper OSSC CGL 2023

Question Level:
A) Computer and IA: 20 Questions (Easy to Moderate)
B) Current Affairs: 40 Questions (Easy to Moderate)
C) Data Interpretation: 30 Questions (Difficult)
D) Logical Reasoning: 30 Questions (Easy)
E) Arithmetic: 30 Questions (Easy)
Wednesday, 17 April 2024
UPSC Civil Services Result 2023 : Recommendation of 1016 candidates
Tuesday, 12 March 2024
Friday, 29 December 2023
Advertisement for Odisha Civil Services Examination, 2023
Wednesday, 27 December 2023
Final Result of OJS - 2022 published
Tuesday, 26 September 2023
Amendment in Combined Recruitment Rules for Stenographer, Junior Clerk, Data Entry Operator and Junior Typist
Sunday, 24 September 2023
Tuesday, 19 September 2023
Sunday, 23 July 2023
Monday, 10 July 2023
Unofficial Answer Key of CRE-2023 ( PEO & Jr Assistant )
COMBINED RECRUITMENT EXAMINATION 2023
Junior Assistant & Panchayat Executive officer
---------------------------------------------------------------------------
Examination Dt.09.07.2023 (Sunday)
Monday, 5 June 2023
Tuesday, 25 April 2023
Preliminary Exam Cancelled, OSSC expresses regret
OSSC has decided to cancel the Preliminary examination for Accountant under Housing & Urban Dev Dept due to substantial errors in printing of Odia version of the questions
Fresh date will be announced shortly.
Sunday, 26 March 2023
ସରକାରୀ ଚାକିରୀ - ନିଯୁକ୍ତି ଆୟୋଗ - ନ୍ୟାୟପାଳିକା ର ଚକ୍ରବ୍ୟୁହରେ ଚାକିରୀ ଆଶାୟୀ ହତୋତ୍ସାହିତ
Tuesday, 14 February 2023
Friday, 27 January 2023
Assistant Director (Law) Recruitment 2021 : Computer Skill Test Rescheduled to 11th February
Skill Test in Computer (Practical) for recruitment to the post of Assistant Director (Law), Advt. No.22 of 2021-22 has been rescheduled to 11.02.2023 (Saturday) instead of 05.02.2023 (Sunday).
Friday, 6 January 2023
Matriculation Examination starts from March 10
ରାଜ୍ୟରେ ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସମେଟିଭ୍-୨ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ ଠାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ ପରୀକ୍ଷା। ପ୍ରଥମ ଦିନ ୯ଟା ସମୟରେ ଏବଂ ୨ୟ ଦିନ ଠାରୁ ୯. ୨୦ରେ ଛାତ୍ରଛାତ୍ରୀମାନେ ହଲ ଭିତରକୁ ପ୍ରବେଶ କରିପାରିବେ। ଛାତ୍ରଛାତ୍ରୀଙ୍କୁ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ଦିଆଯିବ। ରାଜ୍ୟର ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ। ଚଳିତ ଶିକ୍ଷାବର୍ଷ ରାଜ୍ୟର ୫ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରାଛାତ୍ରୀ ମାଟ୍ରିକ୍ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି।








































