ରାଜ୍ୟରେ ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସମେଟିଭ୍-୨ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ ଠାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ ପରୀକ୍ଷା। ପ୍ରଥମ ଦିନ ୯ଟା ସମୟରେ ଏବଂ ୨ୟ ଦିନ ଠାରୁ ୯. ୨୦ରେ ଛାତ୍ରଛାତ୍ରୀମାନେ ହଲ ଭିତରକୁ ପ୍ରବେଶ କରିପାରିବେ। ଛାତ୍ରଛାତ୍ରୀଙ୍କୁ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ଦିଆଯିବ। ରାଜ୍ୟର ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ। ଚଳିତ ଶିକ୍ଷାବର୍ଷ ରାଜ୍ୟର ୫ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରାଛାତ୍ରୀ ମାଟ୍ରିକ୍ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି।
Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- Reference Books
- ELECTION 2024
- 8th CPC
- 7th PAY
- DA/DR
- OPS/NPS/UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- GIS Advance
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
Pages
Subscribe to:
Post Comments (Atom)
No comments:
Post a Comment