ବିଶ୍ବକପ୍ ହକିର ଉଦ୍ଘାଟନୀ ଉତ୍ସବ ପରିପ୍ରେକ୍ଷୀରେ ତା ୧୧ ଜାନୁଆରୀ, ୨୦୨୩ ରିଖ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ତଥା ବେସରକାରୀ ବିଦ୍ୟାଳୟଗୁଡିକୁ ଅପରାହ୍ନ ୧ଟାରୁ ସରକାର ଛୁଟି ଘୋଷଣା କହିଛନ୍ତି। ଛାତ୍ରଛାତ୍ରୀମାନେ ଘରେ ରହି ଉତ୍ସବର ସିଧାପ୍ରସାରଣ ଦେଖି ପାରିବେ
Pages
Subscribe to:
Post Comments (Atom)
No comments:
Post a Comment