Monday 30 January 2023

State honour will be accorded to Sj Naba Das

ସ୍ବର୍ଗତ ନବ କିଶୋର ଦାସଙ୍କ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସତ୍କାର କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ନିମ୍ନ ପ୍ରଦତ୍ତ ମନ୍ତ୍ରୀଗଣ ଅନ୍ତିମ ସତ୍କାର କାର୍ଯ୍ୟରେ ଉପସ୍ଥିତ ରହିବେ। ଅନ୍ତିମ ସତ୍କାର ସ୍ଥଳରେ ଜାତୀୟ ପତାକା ବିଧିପୂର୍ବକ ଅର୍ଦ୍ଧ ନମିତ ରହିବ।

National flag will be flown at half-mast in State capital today & on the day of funeral at the place where funeral will take place. No official entertainment for 3 days from Jan 29 to 31. Three ministers to remain present during funeral. 




No comments: