Wednesday 18 January 2023

ASO 2022 Court Case : Next Hearing on 19th January

ସଚିବାଳୟ ଏଏସ୍ଓ ପରୀକ୍ଷା ୨୦୨୨ ସଂପର୍କରେ ଦାୟର ହୋଇଥିବା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା କାଲି ୧୯.୦୧.୨୦୨୩ ରିଖ ଦିନ ଅପରାହ୍ନ ୨ ଘଟିକାରେ  ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଅଦାଲତ ରେ କରାଯିବ । 
ସୂଚନାଯୋଗ୍ୟ, ଉକ୍ତ ପରୀକ୍ଷାର ଚୟନ ପଦ୍ଧତି କୁ ନେଇ ହୋଇଥିବା ମାମଲାରେ ଚୁଡାନ୍ତ ଫଳାଫଳ ଉପରେ ରହିତାଦେଶ ଜାରି କରାଯାଇଛି। ଇତିମଧ୍ୟରେ ଓପିଏସସି ତରଫରୁ କାଉଣ୍ଟର ଆଫିଡେବିଟ ଦାଖଲ କରାଯାଇଛି ଏବଂ ଆବେଦନକାରୀ ଙ୍କ ତରଫରୁ ପ୍ରତ୍ୟୁତ୍ତର ଦାଖଲ ପାଇଁ ଜାନୁଆରୀ ୧୯ ତାରିଖକୁ ଧାର୍ଯ୍ୟ କରାଯାଇଛି। 
WP(C) No. 32174/2022
Rajat Kumar Mishra Vs State of Odisha & others
------
Order Dt. 30.11.2022 (DOWNLOAD) 
Order Dt. 02.12.2022 (DOWNLOAD) 
Order Dt. 20.12.2022 (DOWNLOAD) 

1 comment:

HN said...

Sir do you have any update on 4600GP of ASO