Sunday 1 January 2023

Secretariat Garden & Governor's House garden open to public

ନୂଆବର୍ଷରେ ଆଜିଠାରୁ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖି ପାରିବେ। ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତି ମନୋରମ ପରିବେଶ ସୃଷ୍ଟି କରୁଥିବା ଏହି ଉଦ୍ୟାନ ଜାନୁଆରୀ ୨୦୨୩ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ସର୍ବସାଧାରଣଙ୍କ ପାଇଁ ଅପରାହ୍ନ ଚାରିଟାରୁ ଛ'ଟା ପର୍ଯ୍ୟନ୍ତ ଖୋଲା ରହିବ।  ଏହି କ୍ରମରେ ଜାନୁଆରୀ ୧,୮,୧୪,୧୫,୨୨,୨୩,୨୬,୨୯ ତାରିଖ ଦିନ ଏହି ଉଦ୍ୟାନ ଖୋଲା ରହିବ।   ଏଥିପାଇଁ କୌଣସି ରେଜିଷ୍ଟସନ ଦରକାର ନାହିଁ। 

ସେହିପରି, ରାଜଭବନ ଉଦ୍ୟାନ ଜାନୁଆରୀ ୬ ରୁ ୨0 ତାରିଖ ପର୍ୟ୍ଯନ୍ତ ଜନସାଧାରଣଙ୍କ ପାଇଁ  ଅପରାହ୍ନ ୨:୩୦ ରୁ ୫ ଘଟିକା ପର୍ୟ୍ଯନ୍ତ ଖୋଲା ରହିବ। ଏଥିପାଇଁ କିନ୍ତୁ ମୋବାଇଲ ଆପ୍ ରେ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ। 

No comments: