Friday 13 January 2023

ସ୍ୱାସ୍ଥ୍ୟ ସଚିବ କର୍ମଚାରୀ ମାନଙ୍କୁ ଖାଇବା ପରସିଲେ

ରାଜ୍ୟ ସଚିବାଳୟରେ ଗତକାଲି ଇଂରାଜୀ ନୂତନ ବର୍ଷ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସାଂସ୍କୃତିକ ସଂସଦ ଦ୍ବାରା ଆୟୋଜିତ ଏକ ଭୋଜିରେ, ବିଭାଗୀୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଯୋଗଦେଇ ବିଭାଗର କର୍ମଚାରୀଙ୍କୁ ଖାଦ୍ୟ ପରସିଥିଲେ ଓ ଶେଷରେ ନିଜେ ଖାଇଥିଲେ । ଏହାଦ୍ବାରା କର୍ମଚାରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଶ୍ରୀମତୀ ପଣ୍ଡିତ ଙ୍କ ଏହି କାର୍ଯ୍ୟରେ ଅଧିକ ଉତ୍ସାହିତ ହୋଇ ନିଜର ତୁଳୀରେ ଏହି ଦ୍ରୁଶ୍ୟକୁ ଆଙ୍କିଥିଲେ ଅମରେନ୍ଦ୍ର ବେହେରା (ଉପବିଭାଗ ଅଧିକାରୀ, ସ୍ୱରାଷ୍ଟ୍ର ବିଭାଗ)। ପରବର୍ତ୍ତୀ ସମୟରେ ଏହି ଫଟୋଟିକୁ ସଚିବଙ୍କୁ ଅମରେନ୍ଦ୍ର ନିଜେ ପ୍ରଦାନ କରିଛନ୍ତି। 
# Team Leadership
# Magnanimity at Zenith...

No comments: