Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- Reference Books
- ELECTION 2024
- 8th CPC
- 7th PAY
- DA/DR
- OPS
- NPS
- UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- GIS Advance
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
Pages
Tuesday, 30 June 2026
Friday, 17 April 2026
Health & FW Department to be shifted to Kharvel Bhawan (1st Floor)
ଲୋକସେବା ଭବନ ରେ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆସନ୍ତା ମାସରୁ ଖାରବେଳ ଭବନ ସ୍ଥିତ ପ୍ରଥମ ମହଲରେ କାର୍ଯ୍ୟ କରିବାର ଯୋଜନା ଅଛି l ଏଥି ନିମନ୍ତେ ଗତକାଲି ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଗୃହ ପୂଜା ଅନୁଷ୍ଠିତ ହୋଇଯାଇଛି.
Friday, 10 April 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ସାରସ୍ୱତ ଆସର
ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶା ସଚିବାଳୟ ଲେଖକ ପରିଷଦର ସାରସ୍ୱତ ଆସର ଅନୁଷ୍ଠିତ
******
ଭୁବନେଶ୍ୱର - ତା ୦୯.ଅପ୍ରେଲ । ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶା ସଚିବାଳୟ ଲେଖକ ପରିଷଦର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ନାଟ୍ୟକାର ,ନିର୍ଦ୍ଦେଶକ ପୀୟୂଷ ରଞ୍ଜନ ପରିଡ଼ା । ସଂଯୋଜନା କରିଥିଲେ ବିଜନବାଳା ପାଟଯୋଷି । ଏହି ଅବସରରେ ରଶ୍ମିତା ମହାନ୍ତ ,କାହ୍ନୁ ଚରଣ ଦାସ, ପୁଷ୍ପାଞ୍ଜଳି ବିଶୋୟୀ, ତ୍ରିଲୋଚନ ପ୍ରଧାନ ,ପୀୟୂଷ ରଞ୍ଜନ ପରିଡା,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ , ବିଜନବାଳା ପାଟଯୋଷି ଓ ଜନ୍ମେଜୟ ପ୍ରଜାପତି ସ୍ୱରଚିତ କବିତା ପାଠ କରିଥିଲେ । ପରିଷଦର ବାର୍ଷିକ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ସଭା ଆସନ୍ତା ମାସରେ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ରଶ୍ମିତା ମହାନ୍ତ । ପରିଷଦର ୟୁ ଟ୍ୟୁବ ପତ୍ରିକା "Pahacha" ର ପ୍ରଚାର ପ୍ରସାର ପାଇଁ ସମସ୍ତେ ଯତ୍ନବାନ ହେବାକୁ ସାଧାରଣ ସମ୍ପାଦକ ଅନୁରୋଧ କରିଥିଲେ ।
***
Monday, 9 March 2026
Celebration of Women's Day by OSSA today
Mini Stadium, Lokseva Bhawan
---------------------------------------------------------------------------------------------
Smt Pravati Parida,
Wednesday, 25 February 2026
Monthly Literary Meet (February 2026) of Odisha Sachibalaya Lekhaka Parishad.
ଫେବୃୟାରୀ ମାସର ସାରସ୍ୱତ ଆସର ଅନୁଷ୍ଠିତ
ଭୁବନେଶ୍ୱର - ତା ୨୫.୦୨ । ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଫେବୃୟାରୀ ମାସର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ସୁଶାନ୍ତ ଧର । ସଂଯୋଜନା କରିଥିଲେ ବିଜନବାଳା ପାଟଯୋଷି । ବନ୍ଦିତା ଦାଶ,କାହ୍ନୁ ଚରଣ ଦାସ, ପୁଷ୍ପାଞ୍ଜଳି ବିଶୋୟୀ,ସୁଶାନ୍ତ ଧର,ପୀୟୂଷ ରଞ୍ଜନ ପରିଡା,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,ସ୍ମୃତି ନାଥ ଓ ଲୋକନାଥ ସାହୁ ସ୍ୱରଚିତ କବିତା ପାଠ କରିଥିଲେ । ବିଜନବାଳା ପାଟଯୋଷି , ମୌସୁମୀ ଦାସ ,ରଶ୍ମିତା ମହାନ୍ତ ଓ ସର୍ବଜିତ ଶ୍ରୀଚନ୍ଦନ ସ୍ୱରଚିତ ଗଳ୍ପ ପାଠ କରିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବନ୍ଦିତା ଦାଶ । ପରିଷଦର ୟୁ ଟ୍ୟୁବ ପତ୍ରିକା "Pahacha" ର ପ୍ରଚାର ପ୍ରସାର ପାଇଁ ସମସ୍ତେ ଯତ୍ନବାନ ହେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ।
***
Thursday, 5 February 2026
Friday, 30 January 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜାନୁୟାରୀ ମାସର ସାରସ୍ୱତ ଆସର ଅନୁଷ୍ଠିତ
ଭୁବନେଶ୍ୱର - ତା ୩୦.୦୧ । ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜାନୁୟାରୀ ମାସର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ୟୁ ଟ୍ୟୁବ ପତ୍ରିକା 'ପାହାଚ'ର ପ୍ରଚାର ପ୍ରସାର ବ୍ୟାପକ କରିବା ସହିତ କିପରି ଅଧିକ ଲୋକପ୍ରିୟତା ହାସଲ କରିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ପୀୟୂଷ ରଞ୍ଜନ ପରିଡା । ସଂଯୋଜନା କରିଥିଲେ ରଶ୍ମିତା ମହାନ୍ତ । ବନ୍ଦିତା ଦାଶ,କାହ୍ନୁ ଚରଣ ଦାସ, ,ପୁଷ୍ପାଞ୍ଜଳି ବିଶୋୟୀ,ନିବେଦିତା ବେହେରା,ପୀୟୂଷ ରଞ୍ଜନ ପରିଡା,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,ରଶ୍ମିତା ମହାନ୍ତ ଓ ସୁଶାନ୍ତ ଧର ସ୍ୱରଚିତ କବିତା ପାଠ କରିଥିଲେ । ବିଜନବାଳା ପାଟଯୋଷି ସ୍ୱରଚିତ ଗଳ୍ପ ପାଠ କରିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନିବେଦିତା ବେହେରା ।
***
Saturday, 3 January 2026
Thursday, 25 December 2025
Anu Garg, IAS appointed new Chief Secretary
Senior IAS officer Anu Garg has been appointed as the new Chief Secretary of Odisha, succeeding Manoj Ahuja, who retires on December 31, 2025.
Garg, a 1991 batch IAS officer, is currently serving as Development Commissioner and Additional Chief Secretary of the Planning and Convergence Department and Water Resources Department. She will be the first woman to hold this top bureaucratic position in the state.
Sunday, 14 December 2025
Secretariat Redevelopment Project : Works Department starts process for Phase - I
Phase-I:3-level Underground Parking;
New Secretariat-cum-Mantralaya (3B+G+11);
New Office Building (3B+G+11);
Bipariaya Parichalana Bhawan (3B+G+9)Phase-II:Annex Secretariat Building (3B+G+9);
Service Building (B+G+1);
New Office Building beside Nirman Soudha (3B+G+11)Phase-III:Future Development – Annex Building for State Assembly
• ADM Office, Bhubaneswar• OSEPA, Bhubaneswar• Research Laboratory (Geology)• Directorate of Geology• Higher Secondary Education Office, Bhubaneswar• Economic Offence Wing, Bhubaneswar• Cyber Complex, Odisha Police• Directorate of Town Planning• EIC-Electrical Office• SE, Bhubaneswar (R&B) Division-III
Sunday, 30 November 2025
Inauguration of Cherche "KALIKA" at Kharvel Bhawan for Secretariat Employees
The opening ceremony of "Kalika(Creche) in Kharavela Bawan" has been scheduled on 01.12.2025 at 10.00 AM . The ceremony shall be graced by the presence of the Hon'ble Dy. CM, Smt. Pravati Parida Ma'am.







































