Showing posts with label Festivals. Show all posts
Showing posts with label Festivals. Show all posts

Sunday, 17 November 2024

Sanitary Napkin vending machine at Secretariat

ଆଜି ଲୋକସେବା ଭବନର ଲେଡ଼ିଜ କମନ ରୁମ ଏବଂ ୱାସରୁମରେ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ, ବ୍ୟବହାର ହୋଇଥିବା ସାନିଟାରୀ ପ୍ୟାଡ୍ ଗୁଡ଼ିକୁ ନଷ୍ଟ କରିବାର ଯନ୍ତ୍ର (ଇନସିନେରେଟର) ଯୋଗାଇ ଦେବା ଅବସରରେ ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥିତ ଥିଲେ ।

ଏହି ଅବସରରେ ଲୋକସେବା ଭବନରେ ମହିଳା କର୍ମଚାରୀଙ୍କ ଶିଶୁମାନଙ୍କ ପାଇଁ ଉଦିଷ୍ଟ "ଶିଶୁ ପରିଚର୍ଚ୍ଚା କେନ୍ଦ୍ର" ପରିଦର୍ଶନ କରିବା ସହ କୁନି କୁନି ପିଲାଙ୍କ ସହ କିଛି ସମୟ ବିତାଇଥିଲେ ।













Sunday, 15 January 2023

EKAMRA WALKS : EXPERIENCE BHUBANESWAR LIKE NEVER BEFORE

Ekamra Walks’ offers curated city trails, initiated by Bhubaneswar Development Authority. The idea of the Ekamra Walk is to brand Bhubaneswar as one of the most preferred Urban Tourism Destinations. The walk is a non-profit initiative by the unified effort of Bhubaneswar Municipal Corporation & Bhubaneswar Development Authority.

Monday, 9 January 2023

Annual Flower Show 2023


The two-day State Level Annual Flower Show 2023 will be held during 14-15 January, 2023 in the premise of Botanic Garden of Regional Plant Resources Centre (RPRC) here in the Capital City.

The Flower Show is organized by the Regional Plant Resource Centre and Plant Lovers' Association (PLA), Bhubaneswar on Second Saturday and Sunday of January every year since 2005.