9th March, 2026
Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- Reference Books
- ELECTION 2024
- 8th CPC
- 7th PAY
- DA/DR
- OPS
- NPS
- UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- GIS Advance
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
Pages
Showing posts with label OSSA. Show all posts
Showing posts with label OSSA. Show all posts
Wednesday, 11 March 2026
Monday, 9 March 2026
Celebration of Women's Day by OSSA today
9th March, 2026 (Monday)
Mini Stadium, Lokseva Bhawan
Mini Stadium, Lokseva Bhawan
---------------------------------------------------------------------------------------------
Outdoor Games
(Music Chair, Tug of War, Bucket Ball, Target Arrow)
Artwork Exhibition
Formal Meeting - Prize Distribution
Cultural Program - Dinner
---------------------------------------------------------------------------------------------
Chief Guest
Smt Pravati Parida,
Smt Pravati Parida,
Hon'ble Deputy Chief Minister, Odisha
Friday, 19 September 2025
Plantation by OSSA : Ek ped maa ke naam
Plantation programme has been conducted by Odisha Secretariat Service Association (OSSA) on the occasion of "Ek Ped Maa ke Naam 2.0" in the premises of Ekamra College, Bhubaneswar.
Tuesday, 16 September 2025
Friday, 15 August 2025
Wednesday, 23 July 2025
Monday, 21 July 2025
Thursday, 15 May 2025
Wednesday, 30 April 2025
Saturday, 26 April 2025
Candidates contesting for OSSA ELECTION 2025
OSSA ELECTION 2025
Candidates contesting for the post of
PRESIDENT
OSSA ELECTION 2025
Candidates contesting for the post of
GENERAL SECRETARY
Friday, 25 April 2025
Thursday, 24 April 2025
Wednesday, 23 April 2025
OSSA Election 2025: More than 40 Nominations filed
ଓଡ଼ିଶା ସଚିବାଳୟ ସେବା ସଂଘ ର ନିର୍ବାଚନ ବିଗୁଲ ବାଜି ସାରିଛି । ନିର୍ବାଚନ କମିଶନ ଙ୍କ କାର୍ଯ୍ୟସୂଚୀ ଆନୁଯାୟୀ ଆଜି ଥିଲା ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନ। ଖାରବେଳ ଭବନ ସ୍ଥିତ ସଂଘ କାର୍ଯ୍ୟାଳୟ, ଓସା ଭବନ ରେ ଆଜି ବିଭିନ୍ନ ବର୍ଗର ପ୍ରାର୍ଥୀ ସେମାନଙ୍କ ପ୍ରସ୍ତାବକଙ୍କ ଉପସ୍ଥିତିରେ ମୋଟ ୯ ଟି ପଦବୀ ପାଇଁ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ଆସନ୍ତା କାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ସଠିକ ନାମାଙ୍କନ ପତ୍ର ର ତାଲିକା ପ୍ରକାଶ କରାଯିବ ଏବଂ ତା' ପରଦିନ ଅର୍ଥାତ ୨୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ସେହିଦିନ ନିର୍ବାଚନ କମିଶନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ । ଆସନ୍ତା ମଇ ୭ ତାରିଖରେ ମତଦାନ ପାଇଁ ଦିନ ଧାର୍ଯ୍ୟ କରାଯାଇଅଛି ।
ସୂଚନା ଅନୁସାରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Monday, 21 April 2025
OSSA Election 2025 : Nomination filing starts today.
As per schedule of Election Commissioner, the Nomination for 9 (nine) posts of Odisha Secretariat Service Association (OSSA) starts today i.e.21.04.2025 and will continue till 23.04.2025 during 6:30 PM to 7:30 PM at OSSA BHAWAN. After due procedure, the polling will be held on 7th May, 2025. The office bearers will be elected for two years.
It is to mention here that last election was held on 12th April, 2022.
List of Office Bearers :
1. President (one)
2. Vice President (two)
3. General Secretary (one)
4. Secretaries (four)
5. Auditor (one)
INSTRUCTIONS FOR NOMINATION
- No member can contest for more than one post.
- Only Bonafide members of the association can propose a member to contest in the election.
- No member can propose more than one candidate
- Members filing Nominations and their proposers are to bring the original as well as photocopy of the office identity card and receipt of payment of annual subscription of membership of OSSA for the year 2025.
- Two passport size photographs are to be submitted
- Mention Mobile number in the nomination form just below the signature.
Saturday, 29 March 2025
Saturday, 22 March 2025
Wednesday, 13 November 2024
Sunday, 21 July 2024
OSSA Election 2024 : Very soon
ରାଜ୍ୟ ସଚିବାଳୟ ସେବା ସଂଘର ପରବର୍ତ୍ତୀ ନିର୍ବାଚନ ଖୁବ୍ ଶୀଘ୍ର ହେବାକୁ ଯାଉଛି। ଶେଷଥର ପାଇଁ ୨୦୨୨ ଅପ୍ରେଲ ରେ ଏହି ନିର୍ବାଚନ ହୋଇଥିଲା ଏବଂ ଏହାର କର୍ମକର୍ତ୍ତାଗଣ ଦୁଇବର୍ଷ ପାଇଁ ନିର୍ବାଚିତ ହୋଇଥିଲେ। ତେବେ ସାଧାରଣ ନିର୍ବାଚନ ୨୦୨୪ ଆଚରଣ ବିଧି ପାଇଁ ଓସା ନିର୍ବାଚନ ଯଥା ସମୟରେ ହୋଇପାରିନଥିଲା।
ବର୍ତ୍ତମାନ ସମୟରେ ରାଜ୍ୟରେ ନୂତନ ସରକାର ଗଠନ ହୋଇସାରିଛି। ତେଣୁ ଓସାର ନିର୍ବାଚନ ଖୁବଶୀଘ୍ର କରାଯାଇ ନୂତନ କର୍ମକର୍ତ୍ତାଗଣ ଯଥା ସମୟରେ ସଂଘର ଦାବୀ ସମୁହକୁ ସରକାରଙ୍କ ନିକଟରେ ଉପସ୍ଥାପିତ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ସଂଘର ସଭ୍ଯ ମାନଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ସଂଘର ମୋଟ ୯ଟି ପଦବୀ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ କରାଯାଏ। ଗତ ନିର୍ବାଚନ ରେ ଏଥିପାଇଁ ୧୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପ୍ରାୟ ୧୮୫୦ ଜଣ ସଭ୍ଯ ନିଜର ମତଦାନ କରିଥିଲେ।
ବର୍ତମାନ ସୁଦ୍ଧା ୧୬୬୩ ଜଣ ସଭ୍ଯ ଥିଲାବେଳେ, ଚଳିତବର୍ଷ ପ୍ରାୟ ୬୫୦ ଏଏସ୍ଓ ନୂତନ ଭାବେ ସଚିବାଳୟରେ ଯୋଗ ଦେଇଛନ୍ତି। ତେଣୁ ଚଳିତ ନିର୍ବାଚନରେ ପାୟ ୨୩୦୦ ଜଣ ସଭ୍ଯ ମତଦାନ କରି ନୂତନ କର୍ମକର୍ତ୍ତା ବାଛିବେ।
Subscribe to:
Comments (Atom)


















.jpg)










.jpeg)
