Friday 3 November 2023

ଆଜି ସଚିବାଳୟ ସେବା ସଂଘ କରିବ ପ୍ରତିବାଦ ସଭା

ଦୀର୍ଘ ଦିନର ଦାବୀ : କେନ୍ଦ୍ର ସଚିବାଳୟ ହାରରେ ଦରମା (ASO Level-10) 
ଏ ନେଇ ସଚିବାଳୟ ସେବା ସଂଘ ତରଫରୁ ପାମ କୋର୍ଟ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ରୁଷ୍ଟି ଆକର୍ଷଣ ପୂର୍ବକ ଶାନ୍ତିପୂର୍ଣ୍ଣ ଧାରଣା ଦେବାପାଇଁ ପ୍ରସ୍ତୁତି କରାଯାଇଛି। ପ୍ରାୟ ୧୫୦୦ କର୍ମଚାରୀ ଏକତ୍ର ହେବାର ସମ୍ଭାବନା ଥିବାରୁ ପୋଲିସ ପକ୍ଷରୁ ମଧ୍ଯ ପ୍ରାଥମିକ ପଦକ୍ଷେପ ନିଆଯାଇଛି। 
ଗତ ୩୦.୦୬.୨୦୨୩ ତାରିଖରେ ପଞ୍ଚାୟତିରାଜ ପଡିଆରେ ହୋଇଥିବା କଳାବ୍ୟାଚ ପରିଧାନ ପୂର୍ବକ ବିଶାଳ ସମାବେଶ ପରେ ଏହା ଆଉ ଏକ ବ୍ରୁହତ ପ୍ରତିବାଦ ସଭା ହେବାକୁ ଯାଉଛି। 

No comments: