ଆସନ୍ତା ନଭେମ୍ବର ୩ ତାରିଖରୁ ସଚିବାଳୟ ମିନି ଷ୍ଟାଡିୟମ ରେ ୨ୟ ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୩ ଆୟୋଜିତ ହେବାକୁ ଯାଉଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୩୫ଟି ବିଭାଗ ମୋଟ ୮ ଟି ଗ୍ରୁପରେ ଭାଗ ହୋଇ ଖେଳିବେ। ପ୍ରତ୍ୟେକ ଗ୍ରୁପରେ ଶୀର୍ଷ ଦୁଇ ଦଳ ଚୟନ ହୋଇ ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିବେ। ଶେଷରେ ନଭେମ୍ବର ୨୩ ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ।
Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- ELECTION 2024
- JEA/PA/PS
- Typist
- DEO Cadre
- Auditor (CCA)
- 7th PAY
- DA/DR
- OPS/NPS/UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
- GIS Advance
- Reference Books
Subscribe to:
Post Comments (Atom)


No comments:
Post a Comment