Tuesday 21 November 2023

PRDW Football Cup 2023 : Eight teams enter Quarter Final

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ସଚିବାଳୟ ମିନି ଷ୍ଟାଡିୟମ ରେ ଚାଲିଥିବା ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ସରି ଯାଇଛି। ଏଥିରେ ୧୬ଟି ଦଳ ମଧ୍ୟରୁ ୮ଟି ଦଳ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ କୁ ଉନ୍ନୀତ ହୋଇଛନ୍ତି। 
୧) ସମବାୟ ବିଭାଗ
୨) କ୍ରୁଷି ଓ କ୍ରୁଷକ ସଶକ୍ତିକରଣ ବିଭାଗ
୩) ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
୪) ଅର୍ଥ ବିଭାଗ
୫) ଇସ୍ପାତ ଓ ଖଣି ବିଭାଗ
୬) ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ
୭) ଉଚ୍ଚ ଶିକ୍ଷା ବିଭାଗ
୮) ଗ୍ରୁହ ଓ ନଗର ଉନ୍ନୟନ ବିଭାଗ

ଆସନ୍ତା ୨୩ ତାରିଖରେ ଉପରୋକ୍ତ ଦଳମାନଙ୍କ ମଧ୍ୟରୁ ମୋଟ ୪ଟି ଦଳ ସେମିଫାଇନାଲ ପର୍ଯ୍ୟାୟକୁ ପ୍ରବେଶ କରିବେ। 

No comments: