Wednesday 15 November 2023

Ananya Weds Debabrata : Two OAS toppers tied a knot at Sub-Registrar's Office

Two OAS Officers of 2020 Batch got married by exchanging garlands at Sub-Registrar's Office, Bhubaneswar in presence of family members. They celebrated their marriage in a simple way by hosting a feast for orphan children in Bhubaneswar. 

They have tried to send across a message to the society that marriage is a social function. In the world of showmanship, every one Compete among themselves in making it an expensive function. They never wanted their families go through the hardship of arranging huge amount of money for this marriage. They suggest investment of money more in education of children rather than marriage ceremony. 

  • Ananya Sristi Satpathy : (Rank 3, OCS 2020)
  • Debabrata Kar : (Rank 4, OCS 2020)

ଶ୍ରୀ କର ଜଣେ ସାହିତ୍ୟପ୍ରେମୀ, ଆଧ୍ଯାତ୍ମିକ ବିଶ୍ୱାସୀ ତଥା ମିଷ୍ଟଭାଷୀ ବ୍ୟକ୍ତିତ୍ୱ। ନିଜର ନିଷ୍ଠା, ପରିଶ୍ରମ ଯୋଗୁଁ ଗତ ତିନି ବର୍ଷରେ ତିନିଟା ଭଲ ସରକାରୀ ଚାକିରୀ, ତାହା ପୁଣି ଭଲ ରାଙ୍କିଙ୍ଗ୍ ରେ ହାସଲ କରିବା ତାଙ୍କର ଦକ୍ଷତା ପ୍ରମାଣ କରିବାକୁ ଯଥେଷ୍ଟ। 

  • ସଚିବାଳୟ ସହାୟକ ଉପବିଭାଗ ଅଧିକାରୀ (ASO- 2018) ଭାବେ ୪ର୍ଥ ସ୍ଥାନ, 
  • ଓଡିଶା ପୌରପାଳିକା ପ୍ରଶାସନିକ ସେବା (OMAS-2019) ରେ ୫ମ ସ୍ଥାନ 
  • ଓଡିଶା ବେସାମରିକ ସେବା (OCS-2020) ରେ ୪ର୍ଥ ସ୍ଥାନ  
ତେବେ ବିବାହ ଭଳି ଏକ ଅଭୁଲା ମୁହୂର୍ତ୍ତ କୁ କିଛି ନିଆରା ଢଙ୍ଗରେ ପାଳନ କରିବା ସହ ଏଭଳି ଏକ ଦ୍ରୁଷ୍ଟାନ୍ତମୂଳକ ପଦକ୍ଷେପ ତାଙ୍କୁ ଆହୁରି ସ୍ୱତନ୍ତ୍ରତା ପ୍ରଦାନ କରିବ। 
ଏହି ବିବାହ ଅବସରରେ ନବଦମ୍ପତିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। 

No comments: