Thursday 30 November 2023

PRDW Football Cup 2023 : Finance Department Champion

ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୩ ର ଫାଇନାଲ ମ୍ୟାଚ୍ ରେ ଅର୍ଥ ବିଭାଗ ୩-୧ ଗୋଲ୍ ରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କୁ ପରାସ୍ତ କରି ଟାଇଟଲ ହାସଲ କରିଛି । ସେହିପରି ସମବାୟ ବିଭାଗ ୨-୧ ଗୋଲରେ ଉଚ୍ଚ ଶିକ୍ଷା ବିଭାଗକୁ ପରାସ୍ତ କରି ତୃତୀୟ ସ୍ଥାନ ହାସଲ କରିଛି ।

PANCHAYATIRAJ & DRINKING WATER DEPARTMENT CULTURAL ASSOCIATION
FOOTBALL CUP 2023
Champion : Finance Department
Runners Up : Forest Environment & CC Deptt.
Third Place : Cooperation Department
Fourth Place : Higher Education Department 
Player of the Match (Final) : Duryodhan Barla
Player of the Match (3Rd)  : Nilakanth Pradhan 
Best Defender : Anil
Best Goal Keeper : Akshay Kumar Parida
Player of the Tournament Duryodhan Barla



No comments: