Monday, 19 February 2024

OSSA Pen Down Protest to be continued : Press Meet

 

୧୯।୦୨।୨୦୨୪ : କାର୍ଯ୍ୟ ବନ୍ଦ ଆନ୍ଦୋଳନର ୫ମ ଦିନରେ ଓଡିଶା ସଚିବାଳୟ ସେବା ସଂଘ (ଓସା) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଓସା ହାଉସରେ ଆୟୋଜନ କରାଯାଇଥିଲା। ଏଥିରେ ଦାବୀ ପୂରଣ ନହେବା ପର୍ୟ୍ଯନ୍ତ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ହସ୍ତକ୍ଷେପ ନହେଲା ପର୍ୟ୍ଯନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସାଧାରଣ ସଂପାଦକ ପ୍ରଜତ୍ନ ବରାଳ ସୂଚନା ଦେଇଥିଲେ। ସେହିପରି ସାଧାରଣ ଜନତା ର ସେବା ରେ ବ୍ୟାଘାତ ସ୍ରୁଷ୍ଟି ହେଉଥିବାରୁ ସେ କ୍ଷମା ପ୍ରାର୍ଥନା କରିଥିଲେ। 

Click the following YouTube links for details:

୧) https://youtu.be/pqT0ictEQLA?si=AWuQlUBk7udSARtb

୨) https://youtu.be/trk1VwRJJro?si=LdPbUrhS-u71fSsj

No comments: