Friday 10 February 2023

Case hearing on ASO Recruitment 2021 : Judgement Reserved

ବହୁ ପ୍ରତୀକ୍ଷିତ ସଚିବାଳୟ ଏଏସ୍ଓ ନିଯୁକ୍ତି ୨୦୨୧ର ଚୟନ ପ୍ରକ୍ରିୟା କୁ ନେଇ ରଜତ କୁମାର ମିଶ୍ର ତଥା ଅନ୍ୟମାନଙ୍କୁ ନେଇ ହୋଇଥିବା ମାମଲା WP(C) No. 32174/2022 ର ଶୁଣାଣି ଆଜି ଶେଷ ହୋଇଛି। ଲଗାତାର ୩ ଦିନ ଧରି ଏହି ଶୁଣାଣି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ହୋଇଥିବା ଖଣ୍ଡପୀଠରେ ଚାଲିଥିଲା। ଫେବୃଆରୀ ୭ତାରିଖରେ ଆବେଦନକାରୀଙ୍କ ଓକିଲ ଶ୍ରୀ ମନୋଜ କୁମାର ମିଶ୍ର ନିଜର ଯୁକ୍ତି ରଖିଥିବା ବେଳେ ୯ ତାରିଖରେ ସରକାର ଏବଂ ଓପିଏସସି ତରଫରୁ ଆଡଭୋକେଟ ଜେନେରାଲ ନିଜର ତଥ୍ଯ ରଖିଥିଲେ। ୧୦ ତାରିଖରେ ପୁଣି ଆବେଦନକାରୀଙ୍କ ତରଫରୁ ପକ୍ଷ ରଖାଯାଇଥିଲା। 

ଶେଷରେ ଏହି ମାମଲାର ଶୁଣାଣି ଶେଷ କରି ମାନ୍ୟବର ଅଦାଲତ ନିଜର ରାୟ ସଂରକ୍ଷିତ ରଖିଛନ୍ତି। 

ନିଯୁକ୍ତି ପ୍ରକ୍ରିୟା ଘଟଣାକ୍ରମ :

31.12.2021 : Advertisement published
20.01.2022 to 25.02.2022 : Online Application
27.08.2022 : Written Examination Date
07.11.2022 : Result of Written Exam published
14.11.2022 to 18.11.2022 : Document Verification 
25.11.2022 : Case filed in High Court
30.11.2022 : Adjourned Order (PDF)  
04.12.2022 : Computer Skill Test
20.12.2022 : Adjourned Order (PDF)
19.01.2023 : Adjourned to 7th Feb
07.02.2023 : Hearing done
09.02.2023 : Hearing done
10.02.2023 : Hearing finished & Judgement reserved
_____________ : Final Result 


No comments: