ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରୀଡା ସଂଘ ଆନୁକୁଲ୍ୟରେ ୧୮ତମ ୟୁକୋ କପ୍ ଭଲିବଲରେ ପିସ କିପର ଚମ୍ପିୟାନ ହୋଇଛି। ଫାଇନାଲରେ ପିସ କିପର ଦଳ ୨-୧ ସେଟରେ ଓ୍ୱାରିୟରସ ଦଳକୁ ପରାଜିତ କରିଥିଲା। ଉଦଯାପନୀ ଉତ୍ସବରେ ୟୁକୋ ବ୍ୟାଙ୍କର ଜୋନାଲ ମ୍ୟାନେଜର ଗୌତମ ପାତ୍ର, ଆଶିଷ କୁମାର ବିଶ୍ୱାଳ, ସତ୍ଯ ରଞ୍ଜନ ମହାନ୍ତି, ସୁଜିତ କୁମାର ଦଳାଇ ଏବଂ ଶ୍ରୀନିବାସ ମିଶ୍ର ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଜ୍ୟୋତି ରଞ୍ଜନ ମ୍ୟାନ ଅଫ ଦି ଫାଇନାଲ, ଅକ୍ଷୟ କୁମାର ଭୋଇ ଶ୍ରେଷ୍ଠ ଆଟାକର, ତ୍ରିଲୋଚନ ଦାସ ଶ୍ରେଷ୍ଠ ସେଟର, ରଞ୍ଜିତ କୁମାର ମୁଦୁଲି ଶ୍ରେଷ୍ଠ ଡିଫେଣ୍ଡର ଏବଂ ଅଞ୍ଜନ କୁମାରଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା।
Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- ELECTION 2024
- JEA/PA/PS
- Typist
- DEO Cadre
- Auditor (CCA)
- 7th PAY
- DA/DR
- OPS/NPS/UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
- GIS Advance
- Reference Books
Subscribe to:
Post Comments (Atom)











No comments:
Post a Comment