Thursday 17 October 2024

Posting of one more ASO under RY-2021

OPSC ଦ୍ଵାରା ପ୍ରକାଶିତ ୭୮୭ ଜଣିଆ ମେଧା ତାଲିକାରୁ ୭୧୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯଇଥିବାବେଳେ, ବିଭିନ୍ନ କାରଣରୁ ୭୧ ଜଣଙ୍କୁ ନିଯୁକ୍ତି ଦେବାପାଇଁ ବିଚାରକୁ ନିଆଯାଇ ନଥିଲା।
ତେବେ ସରକାର ବିଚାର ପୁର୍ବକ ଉକ୍ତ ୭୧ ଜଣଙ୍କ ମଧ୍ୟରୁ ଶ୍ରୀ ତାରିପ୍ରସାଦ ଦାସ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
37778 Dt.14.10.2024

No comments: