Pages
- Home
- About Us
- Secretariat
- Departments
- Assembly
- 7th PAY
- G.I.S.
- DA/DR
- NPS
- GA Quarter
- OSSA
- HOLIDAYS
- ASO EXAM-2021
- Recruitment Rules
- Restructuring
- Gradation List
- Promotion
- Retirement
- Vacancy
- OSS - 2024
- OSS Officers
- O.S.T.I. ::::::
- Introduction
- Faculties
- Guest Faculty
- Training Calendar
- Study Tour
- Group Photo
- Trainees
- OSTI Notifications
- OTHERS ::::::
- PA/PS Cadre
- Typist Cadre
- DEO Cadre
- GENERAL ELECTION 2024
Thursday, 30 January 2020
Wednesday, 29 January 2020
Secretariat Cup Cricket
ODISHA SECRETARIAT CRICKET ASSOCIATION
(23 Jan - 9 Feb, 2020)
Venue - Indira Maidan, Nayapalli
Venue - Indira Maidan, Nayapalli
---
Match Results Dt. 28.01.2020
---
Match Results Dt. 28.01.2020
---
Pollution Control Board (145/4)
Vs
Tech Mahindra (147/5)
Vs
Tech Mahindra (147/5)
Man of the Match - Kumar Pritam(32)
---
Secretariat (97/7) Vs Prameya(101/7)
Man of the Match - Solanki Samal (35)
ଓସା ନିର୍ବାଚନ ପାଇଁ ଆନ୍ତରିକତା କେତେ?
ଯେତେବେଳେ କର୍ମଚାରୀ ସଂଗଠନ ଦୂର୍ବଳ ହୋଇଯାଏ, ସେତେବେଳେ ନିଜର ହକ୍ ପାଇଁ ମଧ୍ୟ ପାଟି ଫିଟାଇ ହୁଏ ନାହିଁ। ଆଉ ଅଧିକ କିଛି ପାଇଁ ଦାବୀ କରିବା ତଥା ଆନ୍ଦୋଳନ କରିବାର ସୁଯୋଗ କିମ୍ବା ଅଧିକାର ନଥାଏ କହିଲେ ଚଳେ। ଆଜି ସଚିବାଳୟ ସେବା ସଂଘ (ଓସା)ର ମଧ୍ଯ ସେଇ ଅବସ୍ଥା। ଏତେ ସରି ହେବା ପରେ ମଧ୍ଯ ସଂଘର କର୍ମକର୍ତ୍ତା ନିଜକୁ ଲଜ୍ଜିତ ମନେ କରୁନାହାନ୍ତି କିମ୍ବା ସଂଘର ଗାରିମା ରକ୍ଷା ପାଇଁ ଲେଶମାତ୍ର ପ୍ରଚେଷ୍ଟା କରୁନାହାନ୍ତି। ୨୦୧୫-୨୦୧୭ ତଥା ୨଼୦୧୭-୨୦୧୯ ସମୟରେ ଦାୟିତ୍ବରେ ଥିବା ଦୁଇଗୋଷ୍ଠୀ ପରସ୍ପର ଉପରେ ସଂଘର ଅର୍ଥ ଆତ୍ମସାତ୍ କରିଥିବାର ଅଭିଯୋଗ ଆଣିଛନ୍ତି। କିନ୍ତୁ ଏ ସଂପର୍କରେ ଆଲୋଚନାକୁ କେହି ଆସୁନାହାନ୍ତି। ସବୁଠାରୁ ଦୁଖର କଥା, ଆସୋସିଏସନ କାର୍ଯ୍ୟାଳୟକୁ ମଧ୍ୟ କେହି ଯିବାର ଆଗ୍ରହ ଦେଖାଉନାହାନ୍ତି। ଇତି ମଧ୍ୟରେ ଓସା ହାଉସ୍ ରେ ବିଜୁଳି ନାହିଁ। ଜଣେ କେୟାର ଟେକର (କାଳିଆ) ରୋଗର ଉପଚାର କରି ନପାରି ମ୍ରୃତ୍ୟୁ ବରଣ କରିସାରିଲାଣି। ସରକାରଙ୍କର କୌଣସି ପ୍ରକାର କର୍ମଚାରୀ ମାରଣ ନିଷ୍ପତ୍ତିକୁ ବିରୋଧ କରାଯାଉ ନାହିଁ। ରାଜ୍ୟ ସରକାରଙ୍କ କର୍ମଚାରୀ ଆଜି ୫% ମହଙ୍ଗା ଭତ୍ତା, ନୂତନ ହାରରେ ଘରଭଡ଼ା ତଥା ୬୦% ବକେୟା ପାଉଣା ପାଇନାହାନ୍ତି। ଏଥିପାଇଁ ସରକାରଙ୍କ ନିକଟରେ ଅଭିଯୋଗ କରିବ କିଏ?
ଏକମାତ୍ର ରାସ୍ତା -
କର୍ମଚାରୀ ସଂଗଠନ ଆଗକୁ ଆସିବା
ଇତିମଧ୍ୟରେ କିଛି ସଂଘପ୍ରେମୀ ଏଏସଓ ବନ୍ଧୁ ବିଗତ ଦିନର ସବୁ ଘଟଣାକ୍ରମକୁ ଦେଖିଲାପରେ ଏବଂ ଓସାର ଏକ ପ୍ରକାର ଅଚଳାବସ୍ଥା ତଥା ସଭ୍ଯମାନଙ୍କ ସଂଘପ୍ରତି ଆନ୍ତରିକତା କମିଯାଉଥିବାର ଲକ୍ଷ୍ଯ କରି ନିଜ ତରଫରୁ ଆଗକୁ ଆସିଛନ୍ତି। ଯଦିଓ ଅତୀତରେ ସ୍ବରାଷ୍ଟ୍ର ବିଭାଗ କୁ ପ୍ରାୟ ୧୨୦୦ ଦସ୍ତଖତ ସମ୍ବଳୀତ ଆବେଦନ ବିଫଳ ହୋଇଛି, ସମସ୍ତ ନିୟମକାନୁନ ତଥା ବିକଳ୍ପ ଚିନ୍ତାଧାରା କୁ ଆଧାର କରି ଓସା ନିର୍ବାଚନ କିପରି କରାଯାଇପାରିବ ସେ ସଂପର୍କରେ ଅଧିକ ମାନସ ମନ୍ଥନ ତଥା ଉପାୟ ବାହାର କରିବା ପାଇଁ ସବୁ ସ୍ତରର ବରିଷ୍ଠ ତଥା ସଂଘୀୟ ବ୍ଯବସ୍ଥା ସହ ଜଡିତ ପ୍ରାୟ ୩୦ ସଭ୍ୟଙ୍କୁ ନେଇ ଗତ ତା. ୨୪.୦୧.୨୦୨୦ ରିଖରେ ଏକ ଆଲୋଚନାମୂଳକ ବୈଠକ ଆହ୍ବାନ କରିଥିେଲ। ସୁଖର କଥା, ଅନୁରୋଧ ରକ୍ଷା କରି ଅନେକ ଏଥିରେ ଯୋଗଦେଇ ଥିଲେ। ସମସ୍ତ ମତାମତ ଶୁଣିଲା ପରେ ସର୍ବସମ୍ମତି କ୍ରମେ ୨୮.୦୧.୨୦୨୦ ରେ ଏକ ବୈଠକ କରି ୨୦୧୭-୨୦୧୯ ସମୟର ଓସା କର୍ମକର୍ତ୍ତାଙ୍କୁ ଡାକି ନିର୍ବାଚନ ସମ୍ବନ୍ଧରେ ଆଲୋଚନା ପାଇଁ ନିଷ୍ପତ୍ତି ନିଆଗଲା। ବହୁ ଦୁଃଖ ତଥା ଲଜ୍ଜାର ସହ କହିବାକୁ ପଡୁଛି କି, କେବଳ ଅଜିତ, ତନ୍ମୟ ଓ ପ୍ରଜତ୍ନ କୁ ଛାଡି ଅନ୍ଯ ମାନେ କେହି ଆସିଲେ ନାହିଁ। ସ୍ମରଣ ଯୋଗ୍ୟ, କମ୍ପୋଜିଟ ଡିପାର୍ଟମେଣ୍ଟ ସଂପର୍କରେ ଆସିଥିବା ରିଜୋଲ୍ୟୁସନ ସଂପର୍କରେ ଏହିପରି ଏକ ଆଲୋଚନା କୁ ମଧ୍ଯ ସେମାନେ ଆସିନଥିଲେ। ତେବେ ନିଜର କାର୍ଯ୍ଯକାଳ ସରିବା ପରେ ମଧ୍ଯ ପଦକୁ ସମ୍ମାନ ଦେଇ ସମସ୍ତେ ଅନୁରୋଧ କରିବା ସତ୍ତ୍ବେ ହେୟ ମନେକରି ନ ଆସିବା କି ପ୍ରକାରର ଚିନ୍ତାଧାରା?
୧. ସଭାପତି ଚାହାଁନ୍ତି, ସ୍ବରାଷ୍ଟ୍ର ବିଭାଗ ତାଙ୍କୁ ନିର୍ବାଚନ କରାଇବା ପାଇଁ କ୍ଷମତା ପ୍ରଦାନ ସହ ଚିଠି ଲେଖୁ।
- କିନ୍ତୁ ସଭ୍ୟ ମାନେ ଦସ୍ତଖତ କରି ସରକାରଙ୍କୁ ପୁଣି ଚିଠି ଲେଖି ସଂଘର ଅଧିକ କ୍ଷତିକରି ଲଜ୍ଜିତ ହେବାକୁ ଚାହୁଁନାହାନ୍ତି।
୨. ସଂପାଦକ କୁହନ୍ତି, ଯେହେତୁ ପୂର୍ବ ସଂପାଦକ (ବର୍ତ୍ତମାନ ସଭାପତି) ସଂଘର ହିସାବ ଦେଇନାହାନ୍ତି, ତେଣୁ ନିଜେ ମଧ୍ଯ ହିସାବ ଦେବେନାହିଁ।
- କିନ୍ତୁ ପ୍ରଶ୍ନ ଉଠେ, ୨୦୧୭ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଘୋଷଣା ପୂର୍ବରୁ ଜେନେରାଲ୍ କାଉନସିଲ ବୈଠକ ରେ ଆୟବ୍ୟୟର ହିସାବ ନିଶ୍ଚିତ ଦିଆଯାଇଥିବ । ସେତେବେଳେ କିମ୍ବା ୨଼୦୧୭-୨୦୧୯ ପାଇଁ ଦାୟୀତ୍ୱ ନେଲାବେଳେ କାହିଁକି ପ୍ରଶ୍ନ କରିନଥିଲେ? ପୁଣି, ଓସାର କୌଣସି ସଭ୍ୟ ଏହି ହିସାବ ସମ୍ବନ୍ଧ ରେ ପ୍ରଶ୍ନ କରୁନଥିବା ବେଳେ ସେହି ବାହାନାରେ ନିଜେ ନିଜ ସମୟର ହିସାବ ନଦେଇ ନିର୍ବାଚନ କରାଇ ନଦେବା କେତେ ଯୁକ୍ତି ଯୁକ୍ତ?
୩. ସଭାପତି କୁହନ୍ତି, ନିର୍ବାଚନ ଖର୍ଚ୍ଚ ପାଇଁ ୧ ଲକ୍ଷ ଟଙ୍କା ଆସିବ କେଉଁଠାରୁ?
- ଯଦି ବର୍ତ୍ତମାନର କର୍ମକର୍ତ୍ତା ଟଙ୍କା ନଦିଅନ୍ତି (କିନ୍ତୁ ପରେ ହିସାବ ଦେବାକୁ ବାଧ୍ଯ) ତେବେ ଆଶା କରାଯାଇପାରେ, ସମସ୍ତ ସଭ୍ଯା/ସଭ୍ଯ ସଭ୍ଯ ଚାନ୍ଦା ହିସାବରେ ଅତିକମରେ ୧୦୦ ଟଙ୍କା ଲେଖାଏଁ ଦେଇପାରିବେ ଯାହାକି ୧,୦୦,୦୦୦ ଟଙ୍କା ରୁ ଅଧିକ ହେବ ଏବଂ ନିର୍ବାଚନ ସୁରୁଖୁରୁରେ ହୋଇପାରିବ।
୪. ସଂପାଦକ କୁହନ୍ତି, ସେ ହିଁ କେବଳ କୁଆଡେ ସରକାରଙ୍କ ଠାରୁ ଆଲୋଚନା ପାଇଁ ତାରିଖ ଆଣିଛନ୍ତି ଏବଂ ଏହି ଦୁଇ ବର୍ଷରେ ଓସା ପାଇଁ ଐତିହାସିକ ସଫଳତା ଆଣିଛନ୍ତି।
- ଅଥଚ ନିଜ କ୍ଯଡରର ଭାଇ ମାନଙ୍କ ଗହଣରେ ନିର୍ଧାରିତ ତାରିଖରେ ବସି ପରୁନାହାନ୍ତି। ଆଉ ଏବେକାର ସ୍ଥାଣୁତା ନିଶ୍ଚିତ ଭାବେ ଇତିହାସ ହୋଇ ରହିବ।
----
ସମସ୍ତେ ଚାହାଁନ୍ତି ନିର୍ବାଚନ
----
ଯଦିଓ ଉଭୟ ପୂର୍ବତନ ସଭାପତି ଓ ସାଧାରଣ ସଂପାଦକ ସଂଘର ଅର୍ଥ ତୋଷରପାତ କଥା କହି ଚୁପ ବସିଛନ୍ତି କିନ୍ତୁ ପ୍ରାୟ ଅନ୍ୟ ସମସ୍ତେ ଓସାର ଉତ୍ଥାନ ପାଇଁ ଖୁବ ଶୀଘ୍ର ନିର୍ବାଚନ ଚାହାଁନ୍ତି। ମାତ୍ର ଏଥିପାଇଁ ଉଭୟ ପକ୍ଷର ଯୁକ୍ତି ବଡ ବିଚିତ୍ର ।୧. ସଭାପତି ଚାହାଁନ୍ତି, ସ୍ବରାଷ୍ଟ୍ର ବିଭାଗ ତାଙ୍କୁ ନିର୍ବାଚନ କରାଇବା ପାଇଁ କ୍ଷମତା ପ୍ରଦାନ ସହ ଚିଠି ଲେଖୁ।
- କିନ୍ତୁ ସଭ୍ୟ ମାନେ ଦସ୍ତଖତ କରି ସରକାରଙ୍କୁ ପୁଣି ଚିଠି ଲେଖି ସଂଘର ଅଧିକ କ୍ଷତିକରି ଲଜ୍ଜିତ ହେବାକୁ ଚାହୁଁନାହାନ୍ତି।
୨. ସଂପାଦକ କୁହନ୍ତି, ଯେହେତୁ ପୂର୍ବ ସଂପାଦକ (ବର୍ତ୍ତମାନ ସଭାପତି) ସଂଘର ହିସାବ ଦେଇନାହାନ୍ତି, ତେଣୁ ନିଜେ ମଧ୍ଯ ହିସାବ ଦେବେନାହିଁ।
- କିନ୍ତୁ ପ୍ରଶ୍ନ ଉଠେ, ୨୦୧୭ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଘୋଷଣା ପୂର୍ବରୁ ଜେନେରାଲ୍ କାଉନସିଲ ବୈଠକ ରେ ଆୟବ୍ୟୟର ହିସାବ ନିଶ୍ଚିତ ଦିଆଯାଇଥିବ । ସେତେବେଳେ କିମ୍ବା ୨଼୦୧୭-୨୦୧୯ ପାଇଁ ଦାୟୀତ୍ୱ ନେଲାବେଳେ କାହିଁକି ପ୍ରଶ୍ନ କରିନଥିଲେ? ପୁଣି, ଓସାର କୌଣସି ସଭ୍ୟ ଏହି ହିସାବ ସମ୍ବନ୍ଧ ରେ ପ୍ରଶ୍ନ କରୁନଥିବା ବେଳେ ସେହି ବାହାନାରେ ନିଜେ ନିଜ ସମୟର ହିସାବ ନଦେଇ ନିର୍ବାଚନ କରାଇ ନଦେବା କେତେ ଯୁକ୍ତି ଯୁକ୍ତ?
୩. ସଭାପତି କୁହନ୍ତି, ନିର୍ବାଚନ ଖର୍ଚ୍ଚ ପାଇଁ ୧ ଲକ୍ଷ ଟଙ୍କା ଆସିବ କେଉଁଠାରୁ?
- ଯଦି ବର୍ତ୍ତମାନର କର୍ମକର୍ତ୍ତା ଟଙ୍କା ନଦିଅନ୍ତି (କିନ୍ତୁ ପରେ ହିସାବ ଦେବାକୁ ବାଧ୍ଯ) ତେବେ ଆଶା କରାଯାଇପାରେ, ସମସ୍ତ ସଭ୍ଯା/ସଭ୍ଯ ସଭ୍ଯ ଚାନ୍ଦା ହିସାବରେ ଅତିକମରେ ୧୦୦ ଟଙ୍କା ଲେଖାଏଁ ଦେଇପାରିବେ ଯାହାକି ୧,୦୦,୦୦୦ ଟଙ୍କା ରୁ ଅଧିକ ହେବ ଏବଂ ନିର୍ବାଚନ ସୁରୁଖୁରୁରେ ହୋଇପାରିବ।
୪. ସଂପାଦକ କୁହନ୍ତି, ସେ ହିଁ କେବଳ କୁଆଡେ ସରକାରଙ୍କ ଠାରୁ ଆଲୋଚନା ପାଇଁ ତାରିଖ ଆଣିଛନ୍ତି ଏବଂ ଏହି ଦୁଇ ବର୍ଷରେ ଓସା ପାଇଁ ଐତିହାସିକ ସଫଳତା ଆଣିଛନ୍ତି।
- ଅଥଚ ନିଜ କ୍ଯଡରର ଭାଇ ମାନଙ୍କ ଗହଣରେ ନିର୍ଧାରିତ ତାରିଖରେ ବସି ପରୁନାହାନ୍ତି। ଆଉ ଏବେକାର ସ୍ଥାଣୁତା ନିଶ୍ଚିତ ଭାବେ ଇତିହାସ ହୋଇ ରହିବ।
------
ଅକାଳେ ନିୟମ ନାସ୍ତି
------
ଯେତେବେଳେ ସଭ୍ଯ ମାନେ ସଂଘକୁ ଏକ ସୁସ୍ଥ ବାତାବରଣ ଦେଇ ଆଗକୁ ନେବା ପାଇଁ ଚେ଼ଷ୍ଟା କରୁଛନ୍ତି, ସେତେବେଳେ କର୍ମକର୍ତ୍ତାଗଣ ଟିକେ ହେଲେ ସହଯୋଗ କରୁନାହାନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ସଂଘ ପାଇଁ ସେମାନଙ୍କ ପରିଚୟ ଏବଂ ସଭ୍ଯ ପାଇଁ ସଂଘର ସ୍ଥିତି। ଯଦି ଏପରି ଅଚଳାବସ୍ଥା ରେ ସେମାନେ ସହଯୋଗ କରନ୍ତି, ତେବେ ସଭ୍ଯମାନେ ସମସ୍ତ ନିୟମକୁ ବାଦ ଦେଇ ସିଧାସଳଖ ଜେନେରାଲ ବଡି ବୈଠକ ଡକାଯାଇ ନିର୍ବାଚନ ପାଇଁ ବ୍ଯବସ୍ଥା କରିବାକୁ ବାଧ୍ଯ ହେବେ। ଏଥିପାଇଁ ସମସ୍ତଙ୍କ ସହଯୋଗ ଆଶା କରାଯାଏ। Tuesday, 28 January 2020
Secretariat Cup Cricket 2020
ODISHA SECRETARIAT CRICKET ASSOCIATION
(23 Jan - 9 Feb, 2020)
Venue - Indira Maidan, Nayapalli
Venue - Indira Maidan, Nayapalli
---
Match Results Dt. 26.01.2020
---
Match Results Dt. 26.01.2020
---
CESU (185/6) Vs HERO Odisha (84/7)
Man of the Match - Amit Behera(4wkt)
---
JYOTI Group (215/8) Vs PNB (145/7)
Man of the Match - Siddhant Jena(70)
Promotion Adalat starts today...
PROMOTION ADALAT
---------
Check list for Promotion Adalat. pdf
List of 2273 applications for 1st Phase. pdf
--------------
- 8909 applications received by 23.01.20
- 2273 applications considered for 1st phase
- 2nd Phase hearing in February (27, 28,29)
- Acknowledgement emails have been sent to applicants by GA&PG Department
- Senior Officer of each A/D dealing with establishment matter will present.
- Applicant should present himself with acknowledgement email
- Representative /lawyers /or service association not allowed.
VENUE:
- CM Grievance Cell - Asit Ku Tripatgy, CS
- Gopabandhu Academy - Suresh Mohapatra, DC
- Krishi Bhawan - Pradipta Ku Mohapatra, APC
- Kalinga Stadium - R. K. Sharma, ACS (S&M)
- SIRD - Pradeep Ku Jena, ACS (RD)
- IDCO 5th Floor - Dr. Mona Sharma, ACS (F&E)
Sunday, 26 January 2020
Reshuffle of 21 BDOs in Odisha
The Odisha Government effected a major reshuffle in the Odisha Administrative Service (OAS) cadre with the transfer of as many as 21 officials. A notification in this regard has been issued by the Department of Panchayati Raj & Drinking Water. Here is the list of OAS officers who got new assignments:-
President Speech on eve of Republic Day
President's Secretariat
Address by the Hon’ble President of India Shri Ram Nath Kovind On the eve of the Republic Day of India 2020
Posted On: 25 JAN 2020 7:39PM by PIB Delhi
Dear fellow citizens,
- On the eve of our 71st Republic Day, I extend my warm greetings to all of you, in India and abroad.
- Seven decades ago, on 26th January, our Constitution came into effect. Even before that, this date had acquired special significance. Having resolved to attain ‘Purna Swaraj’, our people had been celebrating ‘Purna Swaraj Day’ on every 26th January from 1930 to 1947.
Padma Award 2020
FROM ODISHA
PadmaBhushan
1. Manoj Das (literature)
1. Manoj Das (literature)
Padma Shri
- Binapani Mohanty (Literature and Education)
- Mitrabhanu Gountia (Art)
- Manmohan Mohapatra (posthumous Art)
- Prof. Digambar Behera (Medicine)
- Dr. Damayanti Beshra (Literature and Education)
- Prof. Radha Mohan (Agriculture)
- Sabarmatee (Agriculture)
- Utsab Charan Das (Art)
- Batakrushna Sahoo (Animal Husbandry)
- Dr. Prasanta Kumar Pattanaik (Literature and Education)
Saturday, 25 January 2020
2273 Applicants for Promotion Adalat
As decided by Govt., Promotion Adalat is scheduled on 28, 29 & 31 January to be held by six Senior Officers of the rank of Additional Chief Secretary and above in six different venues. The last date for application was 23.01.2020. By this date, total 8909 applications has been received. Out of which, 2273 applications has been shortlisted for consideration in first phase in respect of all departments.
Secretariat Open Badminton : Day 2
11th SECRETARIAT OPEN BADMINTON TOURNAMENT
Uddan Badminton Academy, Patia
(23-26 January, 2020)
RESULTS : FINAL
Dt. 24.01.2020
Women's Singles
Monali Vs Aswasthi Pradhan
Aswasthi Pradhan, ASO (Finance Deptt) Women's Singles Champion |
Men's Singles
Manjit Sabat Vs Motilala Kalo
Men's Doubles
Deep Bisoi & Motilala Kalo
Vs
Mahendra Barik & Runtu Sahoo
For details: http://ossba.orisports.com
National Voters Day 2020
Earlier, the minimum age to vote was 21 years, which was lowered to 18 years, when the 61st amendment bill was passed in the year 1988.
National Voters Day History
The Election Commission of India was founded on 25 January in the year 1950. In the year 2011, a Union Cabinet meeting was held which was chaired by then Prime Minister Manmohan Singh. In this meeting, a Law Ministry proposal was approved regarding National Voters Day – hence, the first time this day was observed was in the year 2011.
National Voters Day Significance
Arguably, several people over the legal age of voting in the country are not even aware of their voting rights, impeded by lack of education. This day is celebrated, therefore, with the motive of spreading awareness among people, about voting to select a representative from a political party – who can then fulfill their needs and help in the development of a particular area.
India, being a democratic country, provides the right to vote to every citizen. This day signifies the importance of exercising the right to elect one’s representative.
National Voters Day 2020 Theme
To promote the electoral process among newly eligible young voters, the theme for National Voters Day this year is ‘Electoral Literacy for Stronger Democracy’. According to an official circular released by the Government of Jammu and Kashmir, National Voters Day will be observed to spread democratic values by organising debates, declamations, mock polls, drawing and quiz competitions in various schools. Election Commission has also requested all the staff to take a pledge on National Voters Day around 11 am.
Friday, 24 January 2020
ଗୋଟିଏ ଭଲ ଦିନ ଅପେକ୍ଷାରେ.... ଓଡ଼ିଶା ସଚିବାଳୟ ସେବା ସଂଘ
ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଇ ଓସା (ଓଡ଼ିଶା ସଚିବାଳୟ ସେବା ସଂଘ) ଆଜି ସ୍ଥାଣୁ। ସାଧାରଣ ସଂପାଦକ ଓ ସଭାପତି ଦୁଇଟି ଅଲଗା ଗୋଷ୍ଠୀର ହୋଇଥିବାରୁ ସବୁ କ୍ଷେତ୍ରରେ ମନୋମାଳିନ୍ୟ ଦେଖାଗଲା। ଘଟଣା କ୍ରମରେ ଏକଜ୍ୟୁକ୍ୟୁଟିଭ୍ ବଡି ମିଟିଂ, ଜେନେରାଲ କାଉନସିଲ ମିଟିଂ କିମ୍ବା ଜେନେରାଲ ବଡି ମିଟିଂ ହୋଇପାରିଲା ନାହିଁ। ସରକାରଙ୍କ ନିକଟକୁ ସଂଘର ଦାବି ସମୟାନୁସାରେ ଦିଆଯାଇ ପାରିଲା ନାହିଁ।
ସଂଘ କର୍ମକର୍ତ୍ତାଙ୍କର ଏତାଦୃଶ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ବହୁ ସଂଖ୍ଯାରେ ଯୁବ ଏଏସଓ ଏସବୁ ପଛରେ ଥିବା ମୁଖ୍ଯ କାରଣ ଯଥା ଟେଣ୍ଟ ହାଉସ ବେପାରକୁ ବନ୍ଦ କରିବା ପାଇଁ ଏକାଠି ହେଲେ ଏବଂ ସେହିଦିନ ଠାରୁ ଓସା ହାଉସ ରେ ତାଲା ପଡ଼ିଛି। କିଛି ମାସ ତଳେ ଅନେକ ସଂଘ ପ୍ରେମୀ ଯୁବ ଏଏସଓ କୋଡି କୋଦାଳ ଧରି ଓସା ପରିସରରୁ ଅନାବନା ଘାସ ସଫା କରିଥିଲେ। ଇତି ମଧ୍ୟରେ ଓସା ହାଉସରେ ଦାୟିତ୍ୱ ରେ ଥିବା କାଳନ୍ଦୀ ମଲିକଙ୍କ ମୁତ୍ଯୁ ଭଳି ଦୁଃଖଦ ଖବର ଆସି ପହଞ୍ଚିଚି। ବକେୟା ବିଜୁଳି ବିଲ ନ ଦେବାରୁ, ଓସା ହାଉସର ବିଜୁଳି ସଂଯୋଗ ବିଛିନ୍ନ କରାଯାଇଛି।
ଓସା ଓ ଏହାର ସଂବିଧାନ -
ଯଦିଓ ଓସା ଏକ ସର୍ଭିସ ଆସୋସିଏସନ, ତଥାପି ଏହାର ସଂବିଧାନ (ବାଇ ଲ) ପ୍ରାୟ ଅନ୍ୟ ଆସୋସିଏସନ ପରି ତିଆରି। ନିୟମାନୁସାରେ, ଗତ ୨୯ ଜୁଲାଇ, ୨୦୧୯ ରେ କର୍ମକର୍ତ୍ତାଙ୍କ ର କାର୍ଯ୍ୟକାଳ ସରିଯାଇଛି। ମାତ୍ର ଏହା ପରେ ଯେଉଁ ଦୁଇଟି ଉପାୟ ଅବଲମ୍ବନ କରିବା କଥା କିଛି କରାଗଲା ନାହିଁ।
୧. କାର୍ଯ୍ୟକାଳ ସରିବା ପରେ, ନୂତନ କର୍ମକର୍ତ୍ତା ଚୟନ/ନିର୍ବାଚନ କରିବା ପାଇଁ ସାଧାରଣ ସଂପାଦକ ଜେନେରାଲ କାଉନସିଲ ମିଟିଂ ଆହ୍ବାନ କରି ନିଜ ସମୟର ହିସାବ ପ୍ରକାଶ କରିବା କଥା। ଉକ୍ତ ମିଟିଂରେ ନିର୍ବାଚନ କମିଶନର ନିଯୁକ୍ତ ହୋଇଥାନ୍ତି ଏବଂ ଆଗାମୀ ଏକମାସ ମଧ୍ୟରେ ନିର୍ବାଚନ କରାଇ ନୂତନ କର୍ମକର୍ତ୍ତା ଗଠନ କରିଥାନ୍ତି।
୨. ଯଦି ସଂଘର କିଛି ଜରୁରୀ କାର୍ଯ୍ୟ ଚାଲିଥାଏ, କର୍ମକର୍ତ୍ତା ଚାହିଁଲେ, ଉକ୍ତ GC Meeting ରେ ଛଅମାସ କାର୍ଯ୍ୟକାଳ ବଢାଇବା ପାଇଁ ଅନୁମତି ନେଇପାରିବେ।
ମାତ୍ର ଉପରୋକ୍ତ ଦୁଇଟି ରୁ କିଛି କରାଯାଇ ନାହିଁ। କେହି ହେଲେ ନିଜ ପଦରୁ ଇସ୍ତଫା ମଧ୍ୟ ଦେଇନାହାନ୍ତି। ଫଳରେ ନିୟମାନୁସାରେ ଏବେ ଓସାରେ କୌଣସି କର୍ମକର୍ତ୍ତା ନାହାଁନ୍ତି। ଏଭଳି ପରିସ୍ଥିତିରେ ନାଚାର ହୋଇ ଗତ ସେପ୍ଟେମ୍ବର ମାସରେ କିଛି ସକ୍ରିୟ ଏଏସଓ ଙ୍କ ପ୍ରଚେଷ୍ଟାରେ ପ୍ରାୟ ୧୨୦୦ ସଭ୍ୟଙ୍କ ଦସ୍ତଖତ ମାଧ୍ୟମରେ ସ୍ବରାଷ୍ଟ୍ର ବିଭାଗର ପ୍ରମୁଖ ଶାସନ ସଚିବ ଙ୍କ ଦ୍ରୁଷ୍ଟି ଆକର୍ଷଣ କରାଗଲା। ଫଳରେ ୩୧ ଅକ୍ଟୋବର ସୁଦ୍ଧା ନିର୍ବାଚନ କରିବାକୁ ସାଧାରଣ ସଂପାଦକଙ୍କୁ ସ୍ବରାଷ୍ଟ୍ର ବିଭାଗର ନିର୍ଦ୍ଦେଶ ଆସିଲା। ହେଲେ ଏହାକୁ ମଧ୍ୟ କେହି ମାନିଲେ ନାହିଁ।
ବିକଳ୍ପ -
ଓସା ବାଇ-ଲ ଅନୁଯାୟୀ, General Council ର ୧/୪ ସଭ୍ୟ ଏକାଠି ହୋଇ କିଛି ନିଷ୍ପତ୍ତି ନେଇପାରିବେ। ଏହା ଠାରୁ ଅଧିକ କ୍ଷମତା ଅଛି General Body ର। ପ୍ରାୟ ୨୦୦ ରୁ ଅଧିକ ସଭ୍ୟଙ୍କ ଉପସ୍ଥିତି ରେ General Body କିଛି ନିଷ୍ପତ୍ତି ନେଲେ, ଏହା ସର୍ବତ୍ର ଗ୍ରହଣୀୟ ହୋଇପାରିବ। ନିର୍ବାଚନ ପରିଚାଳନା ଖର୍ଚ୍ଚ ସମସ୍ତ ସଭ୍ୟଙ୍କ ଠାରୁ ସଭ୍ୟ ଚାନ୍ଦା ଆକାରରେ ଆଦାୟ କରିହେବ।
ପରିଣାମ -
ଏବେ ସମସ୍ତେ ଅସହାୟ। ଉପାୟ ଶୁନ୍ଯ। ଧିରେ ଧିରେ ଆନ୍ତରିକତା ମଧ୍ୟ କମିଗଲାଣି। ରାଜ୍ୟର ଅନ୍ୟ ଆସୋସିଏସନ ମଧ୍ୟ ଓସାର ଏପ୍ରକାର ସ୍ଥାଣୁତାକୁ ନେଇ ବିସ୍ମିତ ଓ ଦୁଖିତ ମଧ୍ଯ। ଏହାର ପରିଣାମ ଆଜି ସମସ୍ତେ ଭୋଗୁଛନ୍ତି। ସରକାରଙ୍କ ୫% ମହଙ୍ଗା ଭତ୍ତା, ସପ୍ତମ ବେତନ କମିଶନ ହାରରେ ଘରଭଡ଼ା କିମ୍ବା ୬୦% ବକେୟାରୁ ସମସ୍ତେ ବଞ୍ଚିତ। ଦାବି କରିବା ପାଇଁ କେହି ଆଗ୍ରହୀ ନୁହଁନ୍ତି।
ଏବେ ସମସ୍ତେ ଅସହାୟ। ଉପାୟ ଶୁନ୍ଯ। ଧିରେ ଧିରେ ଆନ୍ତରିକତା ମଧ୍ୟ କମିଗଲାଣି। ରାଜ୍ୟର ଅନ୍ୟ ଆସୋସିଏସନ ମଧ୍ୟ ଓସାର ଏପ୍ରକାର ସ୍ଥାଣୁତାକୁ ନେଇ ବିସ୍ମିତ ଓ ଦୁଖିତ ମଧ୍ଯ। ଏହାର ପରିଣାମ ଆଜି ସମସ୍ତେ ଭୋଗୁଛନ୍ତି। ସରକାରଙ୍କ ୫% ମହଙ୍ଗା ଭତ୍ତା, ସପ୍ତମ ବେତନ କମିଶନ ହାରରେ ଘରଭଡ଼ା କିମ୍ବା ୬୦% ବକେୟାରୁ ସମସ୍ତେ ବଞ୍ଚିତ। ଦାବି କରିବା ପାଇଁ କେହି ଆଗ୍ରହୀ ନୁହଁନ୍ତି।
ଏବେ ଜାନୁଆରୀ ମାସ ସରିବାକୁ ବସିଲାଣି।
ବିକଳ୍ପ -
ଓସା ବାଇ-ଲ ଅନୁଯାୟୀ, General Council ର ୧/୪ ସଭ୍ୟ ଏକାଠି ହୋଇ କିଛି ନିଷ୍ପତ୍ତି ନେଇପାରିବେ। ଏହା ଠାରୁ ଅଧିକ କ୍ଷମତା ଅଛି General Body ର। ପ୍ରାୟ ୨୦୦ ରୁ ଅଧିକ ସଭ୍ୟଙ୍କ ଉପସ୍ଥିତି ରେ General Body କିଛି ନିଷ୍ପତ୍ତି ନେଲେ, ଏହା ସର୍ବତ୍ର ଗ୍ରହଣୀୟ ହୋଇପାରିବ। ନିର୍ବାଚନ ପରିଚାଳନା ଖର୍ଚ୍ଚ ସମସ୍ତ ସଭ୍ୟଙ୍କ ଠାରୁ ସଭ୍ୟ ଚାନ୍ଦା ଆକାରରେ ଆଦାୟ କରିହେବ।
ସଂଘର ସ୍ଥାଣୁତା କିଛି ଶୁଭ ସଂକେତ ନୁହେଁ। ବିଶ୍ରୁଙ୍ଖଳା ଆଳରେ ସଂଘର ରେଜିଷ୍ଟ୍ରେସନ ସ୍ବ ରାଷ୍ଟ୍ର ବିଭାଗ ପ୍ରତ୍ୟାହାର କରିବା ପୂର୍ବରୁ ସମସ୍ତଙ୍କୁ ଜାଗ୍ରତ ହେବାକୁ ପଡିବ। ଓସାର ସ୍ଥିତି ରକ୍ଷା ପାଇଁ ଓଡିଶା ସଚିବାଳୟ ସେବା କ୍ୟାଡରଭୁକ୍ତ ଆଗ୍ରହୀ ଓ ଅଭିଜ୍ଞ ଅଧିକାରୀ ଆଗକୁ ଆସିବା ଦରକାର। ଖୁବ କମ୍ ସମୟରେ କିପରି ନିର୍ବାଚନ କରାଯାଇ ପାରିବ ସେଥିପାଇଁ ବ୍ୟବସ୍ଥା ହେବା ଆବଶ୍ଯକ।
ଏକ ଭଲ ଦିନ ଅପେକ୍ଷାରେ....
Secretariat Open Badminton : Day-1
11th SECRETARIAT OPEN BADMINTON TOURNAMENT
Uddan Badminton Academy, Patia
(23-26 January, 2020)
RESULTS : SEMI FINAL
Dt. 23.01.2020
Women's Singles
D. Bhanumati Vs Monali
Minakshi Thakur Vs Aswasthi Pradhan
Men's Singles
Deep Bisoi Vs Manjit Sabat
Mahendra Barik Vs Motilala Kalo
Men's Doubles
Jayant Dora & Debendra Behura
Vs
Deep Bisoi & Motilala Kalo
--
Swetambar Nayak & Abinash Khandual
Vs
Mahendra Barik & Runtu Sahoo
For details: http://ossba.orisports.com
Thursday, 23 January 2020
Wednesday, 22 January 2020
Budget session of Odisha Assembly on 14th February
The budget session of the Odisha Assembly will begin from February 14 and continue till April 9 in two phases.
First session : February 14 and 26
Second session : March 11 to April 9
Second session : March 11 to April 9
State Finance Minister Niranjan Pujari will table the annual budget for the year 2020-21 on February 18.
The budget session with 31 working days will be held in two phases. The session will begin with the address of Governor.
Tuesday, 21 January 2020
Monday, 20 January 2020
Self Declaration while applying for getting a job
Click here for the letter in PDF
* for other circular/notification visit OFFICE ORDER on left tab of this blog.
* for other circular/notification visit OFFICE ORDER on left tab of this blog.
Electric supply to OSSA House disconnected
As declared earlier, CESU disconnected electric supply to the OSSA house as the later did not deposit its electric bill of an arrear of nearly Rs. 13000/- by the dateline 15.01.2020.
It is to mention here that, OSSA house is locked since one year as the term of elected body is completed since 29 July, 2019. All efforts to make the election are not working. In the meantime, Sri Kalandi Mallik, the caretaker expired on Saturday.
Saturday, 18 January 2020
SAD NEWS - Kalandi Mallick, Caretaker of OSSA passed away
18.01.2020 - Mr Kalandi Mallick (Kalia), the caretaker of our Association (OSSA) House behind Keshari Talkies, expired this evening in SCBMCH at Cuttack. He was ill (probably liver & kidney disease) for last five months. He has a son (22yrs) and a daughter (18yrs) in his family along with wife. He was from Adaspur Area of Cuttack District. His family was residing in OSSA House along with family of another Sri Chandramani Nayak (Chanduri) as caretaker.
Subscribe to:
Posts (Atom)