Wednesday, 29 July 2026

Odisha Sachibalay Lekhak Parishad : ମାସିକ ସାରସ୍ୱତ ଆସର

 ଓଡ଼ିଶା ସଚିବାଳୟ ଲେଖକ ପରିଷଦର 
ଜୁଲାଇ  ମାସର  ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା ।
******

ଭୁବନେଶ୍ୱର - ତା ୨୭.୦୭। ଓଡ଼ିଶା ସଚିବାଳୟ ଲେଖକ ପରିଷଦର  ଜୁଲାଇ ମାସର ସ୍ୱାରସ୍ବତ ଆସର ଖାରବେଳ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ପୀୟୂଷ ରଞ୍ଜନ ପରିଡା  । ବୀଣାପାଣି ସରସ୍ୱତୀଙ୍କୁ ପୁଷ୍ପ ଓ ଧୂପ ଅର୍ପଣ ତଥା ବନ୍ଦନା ପରେ ସଭା ଆରମ୍ଭ ହୋଇଥିଲା । ପ୍ରଥମେ ବାର୍ଷିକ ପତ୍ରିକା ସୃଜନର ପାହାଚ ପ୍ରକାଶ ସମ୍ପର୍କିତ ଆଲୋଚନା ପରେ ବର୍ଷା ପାଇଁ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା । ଏହାକୁ  ସଂଯୋଜନା କରିଥିଲେ ବିଜନବାଳା  ପାଟଯୋଷି । ରଶ୍ମିତା ମହାନ୍ତ ,କାହ୍ନୁ ଚରଣ ଦାସ, ପୁଷ୍ପାଞ୍ଜଳି ବିଶୋୟୀ, ତ୍ରିଲୋଚନ ପ୍ରଧାନ ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ , ବିଜନବାଳା ପାଟଯୋଷି,ସୁକାନ୍ତ ଦାସ , ଅର୍ପିତା ସାହୁ , ପୀୟୂଷ ପରିଡ଼ା,କୃପାସିନ୍ଧୁ ମଲ୍ଲିକ,ସୁଶାନ୍ତ ଧର ଓ ଜନ୍ମେଜୟ ପ୍ରଜାପତି ସ୍ୱରଚିତ କବିତା ପାଠ କରିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଭାରତୀ ପଟ୍ଟାୟତ । ପରିଷଦର ୟୁ ଟ୍ୟୁବ ପତ୍ରିକାର ପ୍ରଚାର ପ୍ରସାର ପାଇଁ ସମସ୍ତେ ଯତ୍ନବାନ ହେବାକୁ ସାଧାରଣ ସମ୍ପାଦକ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ଅନୁରୋଧ କରିଥିଲେ ।

***

1 comment:

Trust Bridge Financial Service said...

Greetings..
Attention! Attention!! Attention!!!,
What is your situation? *Need 100% financing *Can't verify income *Can't verify employment *Recently self employed *Bankruptcy Collections *Credit issues *Accumulated Bills Settlement * Personal Investment Project or Company Investment Projects e.t.c. Apply for a quick and convenient loan to pay off bills and debts, start a new business or refinance your projects and expand your business at the cheapest interest rate of 3%. For more details email us today via email:(trustbridgefinancialservice943@yahoo.com)

Please contact us for your secure and unsecured Loan at an Interest rate of 3% Is the difficulty of the economy affecting you this year, is your bank refuses to give you a loan ? If your answer is yes, then you need a loan.We offer safe and secure loans.

* Are you financially squeezed?
* Do you seek funds to pay off credits and debts?
* Do you seek finance to set up your own business?
* Are you in need of private or business loans for various purposes?
* Do you seek loans to carry out large projects?

If you have any of the above problems, we can be of assistance to you but I want you to understand that we give out loans at the interest rate of 3%.

* Borrow anything up to $350,000.00 USD.
* Choose between 1 to9 years to repay.
* Choose between Monthly and Annual repayments Plan.
* Flexible Loan Terms.
Please if you are interested check back with us through this email address: trustbridgefinancialservice943@yahoo.com
whtasapp:+2349124847559

We promise a 100% guarantee that you will receive your loan at the end of this loan transaction.There is no security check, no credit check