Showing posts with label DPC. Show all posts
Showing posts with label DPC. Show all posts

Monday, 6 October 2025

ST & SC Department issued guidelines for holding DPC Meeting

ପ୍ରାୟତଃ ସବୁ ବିଭାଗର ବିଭାଗୀୟ ପଦୋନ୍ନତି କମିଟି (DPC) ବୈଠକ ବେଳେ ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ର ଜଣେ ପ୍ରତିନିଧିଙ୍କୁ ସଭ୍ୟ ହିସାବରେ ଉପସ୍ଥିତ ରହିବାକୁ ପଡ଼େ। ସରକାରଙ୍କ ସଂରକ୍ଷଣ ନିୟମ ଅନୁଯାୟୀ ପଦୋନ୍ନତି ବେଳେ ଯେମିତି ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ପଦବୀ ଗୁଡ଼ିକ ଠିକ୍ ରେ ପୂରଣ ହେବ ଏବଂ କେହି ଯୋଗ୍ୟ କର୍ମଚାରୀ ଏଥିରୁ ବଞ୍ଚିତ ନ ହେବେ ସେଥିପ୍ରତି ଧ୍ୟାନ ଦେଇ ନିଜର ମତାମତ ଦେବା ହିଁ ଉପରୋକ୍ତ ପ୍ରତିନିଧି ଙ୍କର ଦାୟିତ୍ଵ । ତେବେ ପ୍ରତ୍ୟକ ବୈଠକ ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ପଦ୍ଧତି ଅନୁସରଣ  କରିବାକୁ ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । 

24125 Dt.26.09.2025