Showing posts with label academic. Show all posts
Showing posts with label academic. Show all posts

Sunday, 22 March 2026

Admission to 2-year B. Ed, M. Ed, BHEd Course : Application from 23 Mar - 6 Apr

୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ଦୁଇ ବର୍ଷିଆ ବିଏଡ୍‌, ଏମ୍‌ଏଡ୍‌, ବିଏଚଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଛାତ୍ରଛାତ୍ରୀମାନଙ୍କ ଚୟନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ କରାଯିବ। ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ୨୩ ମାର୍ଚ୍ଚ, ୨୦୨୬ ଠାରୁ ୬ ଏପ୍ରିଲ, ୨୦୨୬ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲକୁ ଯାଇ Common Application Form ପୂରଣ କରିପାରିବେ।  https://te.samsodisha.gov.in
ଆବେଦନକାରୀଙ୍କ ସମସ୍ତ ତଥ୍ୟ ଓକାକ ପକ୍ଷରୁ ଏପ୍ରିଲ ୧୩ ତାରିଖ ଦିନ ପରୀକ୍ଷା ପରିଚାଳନା କରିଥିବା ଷ୍ଟେଟ ସିଲେସ୍କନ ବୋର୍ଡ୍‌କୁ ପ୍ରଦାନ କରାଯିବ।
ମେ' ୨୭ ତାରିଖରେ ପ୍ରବେଶିକା ପରୀକ୍ଷା ପାଇଁ ଆଡ଼ମିଟ୍ କାର୍ଡ଼ ଉପଲବ୍ଧ ହେବ। ମେ' ୩୧ ତାରିଖରେ ବିଏଡ୍ ପାଠ୍ୟକ୍ରମ ପାଇଁ ଏବଂ ଜୁନ ୩ ତାରିଖରେ ଏମଏଡ୍ ଏବଂ ବିଏଚଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Thursday, 19 March 2026

Kendriya Vidyalaya Sangathan (KVS) admission schedule 2026-27 released : Application 20th March to 2nd April

The Kendriya Vidyalaya Sangathan (KVS) admission schedule 2026-27 has been released admission into Balvatika-1 & 3 and Class-I. Click here for the Schedule.PDF

Online Registration :  
20.03.2026 to 02.04.2026
https://admission.kvs.gov.in/screen/home