ବହୁ ଆନନ୍ଦ ଉଲ୍ଲାସର ସହିତ ସଚିବାଳୟର କର୍ମଚାରୀ ତଥା ଅଧିକାରୀ ନିଜ ନିଜ ବିଭାଗରେ ନୂତନ ବର୍ଷ କୁ ସ୍ଵାଗତ କରିଥିଲେ । ପାରମ୍ପରିକ ଝୋଟି ଓ ରଙ୍ଗ ବେରଙ୍ଗର ମୁରୁଜ ସାଙ୍ଗକୁ ଶୁଭେଚ୍ଛୁ ମାନଙ୍କ ହାତରେ ଥିବା ଫୁଲତୋଡା ଉଭୟ ଲୋକସେବା ଭବନ ଏବଂ ଖାରବେଳ ଭବନର କାର୍ଯ୍ୟାଳୟ ପରିସରର ଶୋଭା ବର୍ଦ୍ଧନ କରୁଥିଲା। ବିଶେଷ କରି ଉଚ୍ଚଶିକ୍ଷା ବିଭାଗରେ ନାରୀ ସୁରକ୍ଷା ଭିତ୍ତିକ ରଙ୍ଗୋଲୀ ବେଶ୍ ଆକର୍ଷଣୀୟ ହୋଇଥିଲା।
ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ନୁତନ ବର୍ଷ ପାଳନ ନ କରିବାକୁ ନିଷ୍ପତ୍ତି ନେଇଥିଲେ, ତେଣୁ କେବଳ ସଚିବ ତଥା ବିଭାଗୀୟ ସ୍ତରରେ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।

Works Department

Revenue & DM Department
Agriculture & FE Deptt
Health & FW Department
General Administration & Public Grievance Deptt.
Higher Education Department
Rural Development Department