Saturday, 17 January 2026

Player selection for All India Civil Service Tournament

ସର୍ବଭାରତୀୟ ବେସାମାରିକ କବାଡି, ହକି, କ୍ରିକେଟ ଓ ବ୍ୟାଡ଼ମୀଣ୍ଟନ ପାଇଁ ଓଡିଶା ଦଳ ଚୟନ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ. ଇଚ୍ଛୁକ ଖେଳାଳୀ ମାନେ ନିମ୍ନ ଠିକଣାରେ ଯୋଗାଯୋଗ କରିପାରିବେ.

ବ୍ୟାଡ଼ମୀଣ୍ଟନ
-----------------------
ପୁରାତନ କ୍ରୀଡା ବିଭାଗ ଇନ ଡୋର ହଲ, ୟୁନିଟ 8, ଭୁବନେଶ୍ୱର
ଯୋଗାଯୋଗ: ଶ୍ଵେତାମ୍ବର ନାୟକ (7008170443)

ହକି, କବାଡି
-----------------------
ହକି ଷ୍ଟାଡିୟମ, ପୋଖରୀପୁଟ, ଭୁବନେଶ୍ୱର
ଯୋଗାଯୋଗ : ହରପ୍ରସାଦ ବିଶ୍ୱାଳ (9437228687)
ଆନନ୍ଦ କୁମାର ସୋରେଙ୍ଗ (7608957147)

କ୍ରିକେଟ
-----------------------
ହାଇ ଟେକ ପଡିଆ, ଭୁବନେଶ୍ୱର
ଯୋଗାଯୋଗ : ଗିରିଶ ଚନ୍ଦ୍ର ଦିଗଲ (8895729688)
ଅବିନାଶ ଖଣ୍ଡୁଆଳ (9438102538)

Exercise option for family pension upon in-service death of govt employees under NPS

 

1394 Dt. 15.01.2026

Standing permission / NOC for Govt. Employees under GA&PG Deptt for appearing recruitment examination

 


1533 Dt. 16.01.2025

Wednesday, 14 January 2026

Tuesday, 13 January 2026

'ନୂତନ ଲୋକସେବା ଭବନ' ପାଇଁ ଭିତ୍ତିପ୍ରସ୍ତର

ଓଡ଼ିଶାର ପ୍ରଶାସନିକ କାର୍ଯ୍ୟଧାରାକୁ ଅଧିକ ସୁସଂଗଠିତ ଓ ଗତିଶୀଳ କରିବା ଲକ୍ଷ୍ୟରେ ଏକ ଅତ୍ୟାଧୁନିକ 'ନୂତନ ଲୋକସେବା ଭବନ' ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ପ୍ରାୟ ୭୧.୧୩ ଏକର ପରିମିତ ଏକ ବିଶାଳ ସମନ୍ୱିତ କ୍ୟାମ୍ପସ ମଧ୍ୟରେ ଉଭୟ ଲୋକସେବା ଭବନ ଓ ରାଜ୍ୟ ବିଧାନସଭା କାର୍ଯ୍ୟ କରିବ। ଏହି ଭବ୍ୟ ପ୍ରକଳ୍ପ ଓଡ଼ିଶାର ବୈଭବ ଓ ଆଧୁନିକ ପ୍ରଶାସନିକ ଭିତ୍ତିଭୂମିର ଏକ ନୂତନ ପରିଚୟ ସୃଷ୍ଟି କରିବ।










ଜୟଦେବ ବିହାର-ନନ୍ଦନକାନନ ରୋଡ୍‌ର ଉନ୍ନତିକରଣ ଓ ଫ୍ଲାଏଓଭର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

 ଜୟଦେବ ବିହାର-ନନ୍ଦନକାନନ ରୋଡ

କଳିଙ୍ଗ ଷ୍ଟାଡିୟମ୍ (ଗେଟ୍ ନଂ-) ଠାରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ . କିଲୋମିଟର ରାସ୍ତାର ହେବ ଆଧୁନିକୀକରଣ ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାପାଇଁ ପ୍ରାୟ ୯୫,୨୨୬.୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର

ଭୁବନେଶ୍ୱର ବ୍ୟାପକ ବିକାଶ ଯୋଜନା (CDP) -୨୦୩୦ ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ୍ରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ଏକ . କିଲୋମିଟର ବିଶିଷ୍ଟ ଉତ୍ସର୍ଗୀକୃତ ଏବଂ ବାଧାମୁକ୍ତ କରିଡର ବିକାଶ କରାଯିବ। ଏଥିପାଇଁ ପ୍ରାୟ ୯୫,୨୨୬.୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି

ବର୍ତ୍ତମାନର -ଲେନ୍ ରାସ୍ତାକୁ -ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ। ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ଏବଂ କଳାରାହାଙ୍ଗ ଜଙ୍କସନଠାରେ -ଲେନ୍ ବିଶିଷ୍ଟ ଫ୍ଲାଏଓଭର ନିର୍ମାଣ କରାଯିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି

ଜୟଦେବ ବିହାର ଛକଠାରେ ଏନ୍ଏଚ୍‌-୧୬ ଉପରେ ଏକ ୧୯୦ ମିଟର ଲମ୍ବର -ଲେନ୍ ବିଶିଷ୍ଟ କେବୁଲ୍-ଷ୍ଟେଡ୍ ବ୍ରିଜ୍ ନିର୍ମାଣ କରାଯିବ

ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରାୟ ୧୭. କିଲୋମିଟର ଲମ୍ବର . ମିଟର ଓସାର ବିଶିଷ୍ଟ ସର୍ଭିସ୍ ରୋଡ୍ ଏବଂ କିଲୋମିଟର ଲମ୍ବର . ମିଟର ଓସାର ବିଶିଷ୍ଟ ସ୍ଲିପ୍ ରୋଡ୍ ନିର୍ମାଣ କରାଯିବ।

ସହରର ବିଭିନ୍ନ ପ୍ରମୁଖ ଛକ ଯେପରିକି - ଜୟଦେବ ବିହାର, ଜାଭିୟର୍ ଛକ, କଳିଙ୍ଗ ହସ୍ପିଟାଲ୍ ଛକ, କେୟାର୍ ହସ୍ପିଟାଲ୍ ଛକ, ଡମଣା ଛକ, ଇନଫୋସିଟି ଛକ, ଶିଶୁ ବିହାର ଜଙ୍କସନ, କିଟ୍ ଛକ ଏବଂ କଳାରାହାଙ୍ଗ ଜଙ୍କସନ୍ଠାରେ 'ଏଟ୍ ଗ୍ରେଡ୍' ରାଉଣ୍ଡଅବାଉଟ୍ (ଗୋଲେଇ) ଆକୃତିରେ ନିର୍ମାଣ କରାଯିବ








Courtesy : X Account of @PrithivirajBJP


Sunday, 11 January 2026

Closing ceremony of 16th Secretariat Open Badminton Tournament

ଗତ ଜାନୁଆରୀ 6 ତାରିଖରୁ ଆରମ୍ଭ ହୋଇଥିବା ଶୋଡ଼ଦଶ ସଚିବାଳୟ ଓପେନ ବ୍ୟାଡ଼ମୀଣ୍ଟନ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି l ଏଥିରେ ବିଭିନ୍ନ ବିଭାଗରେ ନିମ୍ନଲିଖିତ ଖେଳାଳୀ ମାନେ ବିଜୟୀ ହୋଇ ଟ୍ରଫି ହାସଲ କରିଥିଲେ. I

Mens Singles : 

Motilal Kalo (Winner)

Runtu Sahu (Runner up)

Mens Doubles : 
Swetambar Nayak & Motilal Kalo (W)

Runtu Sahu & Rajesh Das(R)

Women Singles : 
Monali Pradhan (W)

Nibedita Kisan (R)

Women Doubles : 

Monali Pradhan & Madhusmita Jena (W)
Nibedita Kisan & Snehasmita Sahu (R)


Mixed Doubles : 

Runtu Sahu & Nibedita Kisan (W)

Rajesh Das & Madhusmita Jena (R)

Veteran Mens Singles : 


Mahendra Kumar Barik (W)


Kumar Naik (R)


Veteran Mens Doubles : 

Bhaskar Raito & Kamalakanta Behera (W)


Ajaya Kumar Bai & Nirmal Deobhanj (R)