Tuesday, 13 January 2026

'ନୂତନ ଲୋକସେବା ଭବନ' ପାଇଁ ଭିତ୍ତିପ୍ରସ୍ତର

ଓଡ଼ିଶାର ପ୍ରଶାସନିକ କାର୍ଯ୍ୟଧାରାକୁ ଅଧିକ ସୁସଂଗଠିତ ଓ ଗତିଶୀଳ କରିବା ଲକ୍ଷ୍ୟରେ ଏକ ଅତ୍ୟାଧୁନିକ 'ନୂତନ ଲୋକସେବା ଭବନ' ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ପ୍ରାୟ ୭୧.୧୩ ଏକର ପରିମିତ ଏକ ବିଶାଳ ସମନ୍ୱିତ କ୍ୟାମ୍ପସ ମଧ୍ୟରେ ଉଭୟ ଲୋକସେବା ଭବନ ଓ ରାଜ୍ୟ ବିଧାନସଭା କାର୍ଯ୍ୟ କରିବ। ଏହି ଭବ୍ୟ ପ୍ରକଳ୍ପ ଓଡ଼ିଶାର ବୈଭବ ଓ ଆଧୁନିକ ପ୍ରଶାସନିକ ଭିତ୍ତିଭୂମିର ଏକ ନୂତନ ପରିଚୟ ସୃଷ୍ଟି କରିବ।










No comments: