Tuesday, 13 January 2026

ଜୟଦେବ ବିହାର-ନନ୍ଦନକାନନ ରୋଡ୍‌ର ଉନ୍ନତିକରଣ ଓ ଫ୍ଲାଏଓଭର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

 ଜୟଦେବ ବିହାର-ନନ୍ଦନକାନନ ରୋଡ

କଳିଙ୍ଗ ଷ୍ଟାଡିୟମ୍ (ଗେଟ୍ ନଂ-) ଠାରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ . କିଲୋମିଟର ରାସ୍ତାର ହେବ ଆଧୁନିକୀକରଣ ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାପାଇଁ ପ୍ରାୟ ୯୫,୨୨୬.୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର

ଭୁବନେଶ୍ୱର ବ୍ୟାପକ ବିକାଶ ଯୋଜନା (CDP) -୨୦୩୦ ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ୍ରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ଏକ . କିଲୋମିଟର ବିଶିଷ୍ଟ ଉତ୍ସର୍ଗୀକୃତ ଏବଂ ବାଧାମୁକ୍ତ କରିଡର ବିକାଶ କରାଯିବ। ଏଥିପାଇଁ ପ୍ରାୟ ୯୫,୨୨୬.୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି

ବର୍ତ୍ତମାନର -ଲେନ୍ ରାସ୍ତାକୁ -ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ। ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ଏବଂ କଳାରାହାଙ୍ଗ ଜଙ୍କସନଠାରେ -ଲେନ୍ ବିଶିଷ୍ଟ ଫ୍ଲାଏଓଭର ନିର୍ମାଣ କରାଯିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି

ଜୟଦେବ ବିହାର ଛକଠାରେ ଏନ୍ଏଚ୍‌-୧୬ ଉପରେ ଏକ ୧୯୦ ମିଟର ଲମ୍ବର -ଲେନ୍ ବିଶିଷ୍ଟ କେବୁଲ୍-ଷ୍ଟେଡ୍ ବ୍ରିଜ୍ ନିର୍ମାଣ କରାଯିବ

ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରାୟ ୧୭. କିଲୋମିଟର ଲମ୍ବର . ମିଟର ଓସାର ବିଶିଷ୍ଟ ସର୍ଭିସ୍ ରୋଡ୍ ଏବଂ କିଲୋମିଟର ଲମ୍ବର . ମିଟର ଓସାର ବିଶିଷ୍ଟ ସ୍ଲିପ୍ ରୋଡ୍ ନିର୍ମାଣ କରାଯିବ।

ସହରର ବିଭିନ୍ନ ପ୍ରମୁଖ ଛକ ଯେପରିକି - ଜୟଦେବ ବିହାର, ଜାଭିୟର୍ ଛକ, କଳିଙ୍ଗ ହସ୍ପିଟାଲ୍ ଛକ, କେୟାର୍ ହସ୍ପିଟାଲ୍ ଛକ, ଡମଣା ଛକ, ଇନଫୋସିଟି ଛକ, ଶିଶୁ ବିହାର ଜଙ୍କସନ, କିଟ୍ ଛକ ଏବଂ କଳାରାହାଙ୍ଗ ଜଙ୍କସନ୍ଠାରେ 'ଏଟ୍ ଗ୍ରେଡ୍' ରାଉଣ୍ଡଅବାଉଟ୍ (ଗୋଲେଇ) ଆକୃତିରେ ନିର୍ମାଣ କରାଯିବ








Courtesy : X Account of @PrithivirajBJP


No comments: