Monday 23 September 2019

ଆଶା ଓ ଆଶଙ୍କା ମଧ୍ୟରେ ଓସା ନିର୍ବାଚନ

ନିୟମିତ ଭାବରେ ଓଡ଼ିଶା ସଚିବାଳୟ ସେବା ସଂଘ (ଓସା) ନିର୍ବାଚନ ନେଇ ବିଭିନ୍ନ ପତ୍ର ପତ୍ରିକା ରେ ଖବର ପ୍ରକାଶ ପାଇଆସୁଅଛି । ଏହା ଉଭୟ ସୂଚନା ତଥା ସଚେତନତାର ମାଧ୍ୟମ ହୋଇପାରିଛି । ତେଣୁ ବାସ୍ତବିକ ଦୁଇ ପକ୍ଷର ଲଢ଼େଇ ରେ ଏତେବଡ଼ କ୍ୟାଡ଼ର ର ଭବିଷ୍ୟତ ଦୋଦୁଲ୍ୟମାନ ସ୍ଥିତିରେ। କେବଳ ସମୟ ତଥା ସରକାର ଙ୍କ ନିଷ୍ପତିର ଅପେକ୍ଷା ରେ .....