Sunday 20 September 2020

Ask questions about Home Isolation

ଲକ୍ଷଣ ନଥିବା କିମ୍ବା ସ୍ବଳ୍ପ ଲକ୍ଷଣ ଥିବା କୋଭିଡ୍ ରୋଗୀମାନେ ହୋମ୍ ଆଇସୋଲେସନରେ ରହି ପାରିବେ। ଏହି ସମ୍ବନ୍ଧରେ ବିଶେଷଜ୍ଞମାନେ ପ୍ରେସ୍ ବିବୃତି ମାଧ୍ୟମରେ ସପ୍ତାହବ୍ୟାପୀ ଅପରାହ୍ନ ୪.୩୦ଟାରୁ ୫ଟା ଯାଏଁ ପରାମର୍ଶ ଦେବେ। ଏ ସଂକ୍ରାନ୍ତରେ କୌଣସି ପ୍ରଶ୍ନ ଥିଲେ ଅପରାହ୍ନ ୩ଟାରୁ ୩.୩୦ ମଧ୍ୟରେ ୯୯୩୭୫ ୬୪୦୬୬ ନମ୍ବରକୁ ହ୍ବାଟସଆପ୍ କରନ୍ତୁ।
- ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର

No comments: