Tuesday, 23 February 2021

High Court ASO Recruitment 2021 : Sanction Strength and Vacancy

ନିକଟରେ ଓଡିଶା ଉଚ୍ଚ ନ୍ୟାୟାଳୟର ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର (Assistant Section Officer) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପରୀକ୍ଷାର୍ଥୀଙ୍କ ଅବଗତି ନିମନ୍ତେ ମୋଟ ପଦବୀ ସଂଖ୍ଯା ତଥା ପଦୋନ୍ନତି ସମ୍ପର୍କରେ ସମ୍ୟକ ଧାରଣା ପ୍ରଦାନ କରାଗଲା। 

ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର ପଦବୀ ରେ ୯ ବର୍ଷ କାର୍ଯ୍ୟ କରିବା ସହିତ ଆକାଉଣ୍ଟସ୍ ଟ୍ରେନିଂ ରେ ପାସ୍ କଲେ ସେକ୍ସନ ଅଫିସର ପଦକୁ ପଦୋନ୍ନତି ମିଳିବ। 

No comments: