ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସାଂସ୍କୃତିକ ପରିଷଦ ଦ୍ବାରା ତା ୦୩। ୦୪। ୨୦୨୪ ରିଖ ଠାରୁ ଆନ୍ଃବିଭାଗୀୟ ଭଲିବଲ ପ୍ରତିଯୋଗୀତା ଆୟୋଜନ କରାଯାଇଛି। ଏଥିରେ ମୋଟ ୨୪ଟି ଭାଗ ନେଉଥିବାବେଳେ ୪ଟି ଗ୍ରୁପ ରେ ବିଭକ୍ତ ହୋଇ ଖେଳୁଛନ୍ତି। ସେହିପରି ୫ଟି ମହିଳା ଦଳକୁ ନେଇ ଥ୍ରୋ-ବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି।
ସଚିବାଳୟ ମିନି ଷ୍ଟାଡିୟମରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଗୁଡିକ ଦୁଇଟି କୋର୍ଟ ରେ ସଂଧ୍ଯା ୫:୩୦ ଘଟିକାରୁ ୮:୦୦ ଘଟିକା ପର୍ୟ୍ଯନ୍ତ ଖେଳା ଯାଉଛି।
ମ୍ୟାଚର ସବିଶେଷ ଫଳାଫଳ ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ। MATCH RESULTS





No comments:
Post a Comment