Tuesday, 11 February 2025

Inter Departmental Volleyball (Men) & Throw Ball (Women) Tournament 2025

ସଚିବାଳୟ ମିନି ଷ୍ଟାଡିୟମରେ ଚାଲିଥିବା ଆନ୍ତଃ ବିଭାଗୀୟ ଭଲିବଲ ପ୍ରତିଯୋଗୀତାର ଫାଇନାଲ ମ୍ୟାଚ୍ ଆସନ୍ତାକାଲି ତା.୧୧.୦୨.୨୦୨୫ରିଖ ଦିନ ଖେଳାଯିବ । ଏଥିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ (FS&CW) ବିଭାଗ ବିପକ୍ଷରେ ସାଧାରଣ ପ୍ରଶାସନ ବିଭାଗ ଓ ସାଧାରଣ ଅଭିଯୋଗ (GA&PG) ବିଭାଗ ଖେଳିବ ।

Dt.11.02.2025
FINAL MATCH
FS&CW Vs GA&PG

ଆଜିର ପ୍ରଥମ ସେମିଫାଇନାଲ ମ୍ୟାଚ୍ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ (FS&CW) ବିଭାଗ 25-12, 25-15 ସେଟ୍ ରେ ସୂଚନା ଓ ଲୋକସମ୍ପର୍କ (I&PR) ବିଭାଗକୁ ହରାଇଥିଲା ବେଳେ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ସାଧାରଣ ପ୍ରଶାସନ ବିଭାଗ ଓ ସାଧାରଣ ଅଭିଯୋଗ (GA&PG) ବିଭାଗ - ସେଟ୍ ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗକୁ ହରାଇଥିଲା ।

No comments: