ୟୁନିଟ୍-୨ ସ୍ଥିତ ନିଜସ୍ଵ କ୍ୟାମ୍ପସରେ ରାଜ୍ୟ ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନ (OSTI) ର ନୂତନ ଅଟ୍ଟାଳିକା ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। THE ODISHA STATE POLICE HOUSING & WELFARE CORPORATION LTD ମୋଟ ₹୧୨,୪୯,୬୦,୦୦୦/- ଟଙ୍କାରେ ଏହାର ନିର୍ମାଣ ଦାୟିତ୍ବ ନେଇଅଛି । ସୂଚନାଯୋଗ୍ୟ, OSTI ର ନିଜସ୍ଵ ଅଟ୍ଟାଳିକା ନିର୍ମାଣ ଚାଲୁଥିବା ବେଳେ ଏବେ ତୋଷାଳୀ ଭବନ, ସତ୍ୟ ନଗର ଠାରେ ଏହାର ଅସ୍ଥାୟୀ କ୍ୟାମ୍ପସ ରେ ୨୦୨୪ ମସିହାରେ ନିଯୁକ୍ତ ହୋଇଥିବା ASO ମାନଙ୍କର 4th Batch Training ଚାଲୁ ରହିଅଛି ।
ଆସନ୍ତା ଜୁନ୍ କିମ୍ବା ଜୁଲାଇ ମାସରେ ନୂତନ କ୍ୟାମ୍ପସ ଉଦଘାଟନ ହେବାର ସମ୍ଭାବନା ଅଛି ।
Temporary Campus
Fifth Floor, A-2 Block, Toshali Bhawan
Saya Nagar, Bhubaneswar-751007
Saya Nagar, Bhubaneswar-751007



No comments:
Post a Comment