Thursday, 26 June 2025

e-Registration App launched for all-in-one Revenue Services

ଲୋକଙ୍କ ସରକାରରେ ଲୋକଙ୍କ ପାଖରେ ପହଞ୍ଚୁଛି ସେବା। ସରଳ ଓ ସହଜ ହେଉଛି ବ୍ୟବସ୍ଥା। ଆରମ୍ଭ ହୋଇଛି ରାଜସ୍ୱ ବିଭାଗର ନୂତନ 'ଇ-ରେଜିଷ୍ଟ୍ରେସନ ଆପ୍'। ଏହି ଆପ୍ ମାଧ୍ୟମରେ ହିତାଧିକାରୀମାନେ ଘରେ ବସି ବିଭିନ୍ନ ଜମିଜମା ଓ ରାଜସ୍ୱ ସମ୍ପର୍କିତ ସେବା ପାଇପାରିବେ।


No comments: