Monday, 3 November 2025

Secretariat Cup (Football) 2025 : Pre-Quarter Final starts today

ଗତ ଅକ୍ଟୋବର  ୧୬ ତାରିଖରୁ ସଚିବାଳୟ ମିନିଷ୍ଟାଡିୟମ ରେ ଚାଲିଥିବା ୪ର୍ଥ ଆନ୍ତଃ-ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଗୁଡ଼ିକ ସମାପ୍ତ ହୋଇ ସାରିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୩୩ ଟି ବିଭାଗ ମୋଟ ୮ଟି ଗ୍ରୁପରେ ଭାଗ ହୋଇ ଖେଳୁଥିଲେ। ପ୍ରତ୍ୟେକ ଗ୍ରୁପରେ ଶୀର୍ଷ ଦୁଇ ଦଳ ଚୟନ ହୋଇ ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ ପାଇଁ ଚୟନ ହୋଇଛନ୍ତି। ନଭେମ୍ବର ୩ ଓ  ୪ ତାରିଖରେ ଏହି ମ୍ୟାଚ୍ ଗୁଡ଼ିକ ଖେଳାଯିବ।

A1 : Finance 
A2 : Home (E)
B1 : Cooperation 
B2 : Higher Education 
C1 : Panchayatiraj & DW (A)
C2 : Forest Env. & Climate Change 
D1 : Health & Family Welfare 
D2 : Fisheries & Animal Resources Development 
E1 : School & ME
E2 : Energy 
F1 : Food Supply & CW
F2 : Home
G1 : GA&PG
G2 : Revenue & DM
H1 : ST&SC Dev, M&BCW
H2 : Steel & Mines

For details match results and point table, CLICK HERE

No comments: