ରାଜ୍ୟ ସଚିବାଳୟ ସେବା ସଂଘ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ "ଅଭ୍ୟାନ୍ନ ୨୦୨୩" ଉଦଯାପିତ ହୋଇଯାଇଛି। ଓଡିଶା ସରକାରଙ୍କ ମୁଖ୍ଯ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ମୁଖ୍ଯ ଅତିଥୀ ଭାବେ ଯୋଗଦେଇଥିବା ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ। ମଞ୍ଚରେ ସଂଘର ସଭାପତି ଅଜୟ କୁମାର ସ୍ୱାଇଁ, ସାଧାରଣ ସଂପାଦକ ପ୍ରଜ୍ୱତ୍ନ ବରାଳ ଏବଂ ବରିଷ୍ଠ ସଭ୍ଯ ପ୍ରଦୀପ ରାଉତ ଉପସ୍ଥିତ ରହିଥିଲେ। ଆଂକାକ୍ଷା ପ୍ରିୟଦର୍ଶିନୀ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ମହିଳା ମାନଙ୍କ ବିଷୟରେ ଓଜସ୍ୱୀ ବକ୍ତବ୍ଯ ମାଧ୍ୟମରେ ଶ୍ରୀମତୀ ଚିନ୍ମୟୀ ପଣ୍ଡା ନିଜର ମତ ରଖିଥିବାବେଳେ ଶ୍ରୀ ପ୍ରଦୀପ ରାଉତ ସଂଘର ସଭ୍ୟ ମାନଙ୍କ ତରଫରୁ ନିଜର ଅଭିଯୋଗ ତଥା ଦାବୀ ଉପସ୍ଥାପନ କରିଥିଲେ।
Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- Reference Books
- ELECTION 2024
- 8th CPC
- 7th PAY
- DA/DR
- OPS
- NPS
- UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- GIS Advance
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
Pages
Showing posts with label AVYANNA. Show all posts
Showing posts with label AVYANNA. Show all posts
Wednesday, 15 March 2023
Subscribe to:
Comments (Atom)
